ଘୁମୁସର ବୈଦ୍ୟ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଘୁମୁସର ବୈଦ୍ୟ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ କୁଶପଲ୍ଲୀ ଠାରେ ମହାସମାରୋହରେ ପାଳିତ ହୋଇଛି । ସକାଳୁ ଦେବଶ୍ରୀ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା ପରେ ସଭାପତି ଗୋପାଳକୃଷ୍ଣ ପତିଙ୍କ ପୌରହିତ୍ୟରେ ପତକା ଉତ୍ତୋଳନ କରାଯାଇଥିଲା । ଏହାପରେ ଅନୁଷ୍ଠିତ…
Read More...

ସୁସ୍ଥ ଭାରତ ସମ୍ବରୁଦ୍ଧ ଭାରତ ଟ୍ରଷ୍ଟ ପକ୍ଷରୁ ଧନଭନ୍ତରୀ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା….

ରାଇରଙ୍ଗପୁର(ଉତ୍ତମ ରାମ): ସ୍ୱସ୍ଥ ଭାରତ ସମୃଦ୍ଧ ଭାରତ, ଅଁଳାଡୁବା , ରାଇରଙ୍ଗପୁର ତରଫରୁ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ଉପଲକ୍ଷେ ୧୦୮କଳସ ଶୋଭାଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ନଦୀ ଘାଟରୁ ଆରମ୍ଭ ହୋଇ ବଜାର ମୁଖ୍ୟ ରାସ୍ତା ଶ୍ରୀ ଧନ୍ଵନ୍ତରୀ ମନ୍ଦିର ଅଁଳାଡୁବା ଠାରେ ଆସି ପହଞ୍ଚିଥିଲେ ।…
Read More...

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା ପଥଉତ୍ସବ…..

ରାଇରଙ୍ଗପୁର(ଉତ୍ତମ ରାମ): ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ କୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ଏକ ଅଭିନଵ ପ୍ରୟାସ "ପଥଉତ୍ସବ" l ଏହି ପରିପ୍ରେକ୍ଷୀରେ ଆଜି ବାମନଘାଟି ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡର…
Read More...

କଣ୍ଟାମାଳ ବିଧାୟକଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ଅନୁରୋଧ ପତ୍ର ପ୍ରଦାନ…

ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ୍ ଖାନ): ଆଜି କଣ୍ଟାମାଳ ବିଧାନସଭା ସଭା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ କହେଁଇ ଚରଣ ଡାଙ୍ଗଙ୍କୁ ଦହ୍ୟା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମୁର୍ଡା ଗ୍ରାମ ସ୍ଥିତ ବାସ ଭବନରେ କଣ୍ଟାମାଳ ବ୍ଲକ ସ୍ତରୀୟ ଜି. ପି.ଏଲ୍. ଏଫ୍. କର୍ମୀ ସମୂହର…
Read More...

କଳିଙ୍ଗା ଛକ ଠାରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ବର୍ଷ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟାବର 11 ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ l ସେହିଭଳି ବୁଧବାର ଦିନ କଳିଙ୍ଗା…
Read More...

ବିଜେଡିର ଲୋକସଂପର୍କ ପଦ ଯାତ୍ରାରେ ବିଜେପିକୁ ଟାର୍ଗେଟ୍…

ମୋହନା(ମିହିର ପ୍ରସାଦ ମାଳୀ): ଗତ ବିଜେଡି ସରକାର ସମୟରେ ଆଣିଥିବା ବିକାଶ ମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଆରମ୍ଭ ହୋଇଥିଲା ଜନସମ୍ପର୍କ ପଦଯାତ୍ରା । ଏବେ ରାଜ୍ୟରେ ଶାସନ ପରିବର୍ତ୍ତନ ସହ ଆସିଛି ବିଜେପିର ମୋହନ ସରକାର । ହେଲେ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟରେ ଏବେ ବି…
Read More...

କରମ ଡିହି ଗ୍ରାମ ପଞ୍ଚାୟତ ସମ୍ମୁଖ ଗୀତା ପଡ଼ାରେ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା: ହତ୍ୟାକାରୀ ଫେରାର, ପୁଲିସର ତଦନ୍ତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗତ ରାତି ପ୍ରାୟ ଘ ୧୨.୩୦ମି ସମୟରେ ପୁଲିସର ବହୁ ସଂଖ୍ୟକ ଗାଡ଼ି ପହଞ୍ଚିବାରୁ ଲୋକେ ଘଟଣା ଜାଣିବା ପରେ ଗଣ ମାଧ୍ୟମକୁ ଜଣାଇ ଥିଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ସମ୍ମୁଖ ଗୀତା ପଡ଼ାରେ ଘଟିଛି ଏହି…
Read More...

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଓଡ଼ିଶାର ୧୯୯୯ ମହାବାତ୍ୟାକୁ ଆଜି ୨୫ ବର୍ଷ ପୂର୍ତ୍ତ ହୋଇଛି । ଏହି ଦିବସକୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ଆଜି ସକାଳେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ…
Read More...

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଆୟୋଜିତ ହୋଇଅଛି । ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକ ଠାରୁ …
Read More...

ଭୋଟର ସଚେତନତା ପାଇଁ ଓ୍ବାକାଥନ୍ ଓ ପଥୋତ୍ସବ ଆୟୋଜିତ, ଯୋଗଦେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ…

ଭଞ୍ଜନଗର(ନିଲୁ ବିଷୋୟୀ): ଭୋଟର ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥତ୍ସୋବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର…
Read More...