ବାଇକ ଦୁର୍ଘଟଣାରେ ଦୁଇ ଜଣ ଯୁବ ଆହତ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଈଠ ପଦର୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଆହତ ହୋଇଛନ୍ତି l ବାଇକ ଯୋଗେ ଦୁଇ ଯୁବକ ରାୟଗଡ଼ରୁ କାଇଁପୁର ଅଭୀ ମୁଖେ ଯାଉଥିଲେ । ଗାଡ଼ିଟି  ରାସ୍ତାର ଆର ପଟେ ବାଡେଇ ହେଇଥିଲା । ଆହତ ଯୁବଜମାନେ ହେଲେ ରାୟଗଡ଼…
Read More...

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର…
Read More...

୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତା…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଶନିବାର ଅପରାହ୍ନ ୪ ଟା ସମୟରେ ୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତl ଉଦଘାଟନ ହୋଇ ଯାଇଛି l  ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ  ୯ ଓ ୧୦ ତାରିଖ ଦୁଇ ଦିନ ଧରି ଏହି ଖେଳ ଚlଳିବ l ମୁଖ୍ୟ ଅତିଥି ଭାବେ…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ମେଡ଼ିକାଲରୁ ଫେରିଲେ ୩ଜଣ ମହିଳା….

ଦାରିଙ୍ଗବାଡ଼ି(ଆଶୋକ ସିଂ ): ରାଜ୍ୟ ରାଜନୀତି ରେ ଚହଳ ପକାଇ ଥିବା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ୭ଦିନ ପରେ ମେଡ଼ିକାଲରୁ ଫେରିଲେ ୩ମହିଳା । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ…
Read More...

ମାଣ୍ଡିପଙ୍କାରେ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର : ଗ୍ରାମବାସୀ ମାନଙ୍କ ଦୁଃଖ ଲାଘବ କରନ୍ତୁ ସରକାର…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଃଖଦ ଘଟଣା ପରେ ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନେତା…
Read More...

ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷ୍ଣଚନ୍ଦ୍ରପୁର ଗ୍ରାମର ଶତାଧିକ ଶ୍ରମିକମାନଙ୍କୁ ନେଇ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ରାମଗିରିଠାରେ ବ୍ଲକ ସ୍ତରୀୟ ସରଗିଫୁଲ ଉତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ..

ରା.ଉଦୟଗିରି (ଆକାଶ ଦାସ): ଗଜପତି ଜିଲ୍ଳା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ସ୍ଥିତ ସରକାରୀ (ମଙ୍ଗଳ ବିଭାଗ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ "ସରଗିଫୁଲ ଉତ୍ସବ ୨୦୨୪ " କାର୍ଯ୍ୟକ୍ରମ…
Read More...

କେଏମ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟସ୍ତରକୁ ମନୋନୀତ…

ରା ଉଦୟଗିରି( ଆକାଶ ଦାସ): ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଜିଲ୍ଲାର ସାତଟି ବ୍ଲକରୁ  ଛାତ୍ରଛାତ୍ରୀମାନେ ନାଚ ଗୀତ ଆଦି ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି…
Read More...

ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ଯୁବ ନେତା ଘୁ.ଉଦୟଗିରି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଏନଏସି ବିଧାୟକ…
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ବିକାଶ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ପୂର୍ବାହ୍ନ 10:30 ମିନିଟରେ ସୁନ୍ଦରଗଡ଼ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି…
Read More...