ବଳଭଦ୍ର ଜୈବିକ ଚାଷ ମିଶନ ତାଲିମ୍ ଶିବିର ଅନୁଷ୍ଠିତ, ବ୍ରାହ୍ମଣୀଗାଁରେ କୃଷି କାର୍ଯ୍ୟାଳୟର ପୁନଃରୁଦ୍ଧାର ଦାବୀ…

ଦାରିଙ୍ଗବାଡି(ଆଶୋକ ସିଂ): ରାସାୟନିକ ସାର ମୁକ୍ତ ହେଵ ଦାରିଙ୍ଗବାଡି ବ୍ଲକ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ଵିଭାଗ ଆନୁକୁଲ୍ୟରେ ରାଜ୍ୟ ଯୋଜନା ୨୦୨୫-୨୬ ଅନ୍ତର୍ଗତ ବଳଭଦ୍ର ଜୈବିକ ଚାଷ ମିଶନରେ ଦାରିଙ୍ଗବାଡି ବ୍ଲକକୁ ସାମିଲ କରାଯାଇଛି । ଏହି ଅବସରରେ ବ୍ଲକ ଅଞ୍ଚଳର ସମସ୍ତ…
Read More...

ଚାହା ପିଇବାକୁ ଯିବା ହେଲା କାଳ, ମିନିଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡ଼ି ଥାନା ଦଣ୍ଡିମାହା ଗ୍ରାମରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମର ଡ୍ରିଙ୍ଗୁଳା ନାୟକ(୭୦) । ଡ୍ରିଙ୍ଗୁଳା ନିଜ ଗ୍ରାମ ଦେଇ ଯାଇଥିବା ୫୯ ନମ୍ବର…
Read More...

ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୁଲିସ:୧୫କେଜି ଗଞ୍ଜେଇ, ଦୁଇଟି ମୋବାଇଲ ସହ ୨ଗିରଫ….

ଦାରିଙ୍ଗବାଡି(ଆଶୋକ ସିଂ): ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଦାରିଙ୍ଗବାଡି ପୁଲିସ । ଏହି  କାରବାରରେ ଲିପ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମର ସଞ୍ଜୟ ସାହୁ (୨୯)ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ (୨୧)…
Read More...

୮ ମାସ ହେଲା କଙ୍କାଳ ସଦୃଶରେ ଠିଆ ହୋଇଛି ଜିଓ ଟାୱାର, କାର୍ଯ୍ୟକ୍ଷମ ସହ ବିଏସଏନଏଲ ଟାୱାର ନିର୍ମାଣ ପାଇଁ ଦାବୀ କଲେ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ ସେବା ମଣିଷର ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଛି l ହେଲେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗ୍ରାମରେ ଏବେ ବି ମୋବାଇଲ ନେଟୱର୍କ ଏକ ସ୍ୱପ୍ନ ପାଲଟିଛି ।…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…
Read More...

ଓମାନିଆ ହେଲଥ୍ କେୟାର ସେଣ୍ଟର’ର ଭବ୍ୟ ଉଦ୍‌ଘାଟିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପଦ୍ମପୁରଠାରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘କଣ୍ଟ୍ରି ନିରୋଗ ଆୟୁର୍ବେଦ’ ଏବଂ ‘ଏମଜିଏମଏପି (MGMAP) ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ‘ଓମାନିଆ ହେଲଥ୍ କେୟାର ସେଣ୍ଟର’ (Womanniya Health…
Read More...

କ.ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ଜିଓ ଟାୱାର ଗୁଡ଼ିକ କାର୍ଯ୍ୟକ୍ଷମ କେବେ ହେବ ? ଯଥାଶୀଘ୍ର…

ବାଲିଗୁଡ଼ା(ସୋଲମନ ବିନ୍ଧାଣି): ଦୀର୍ଘ ଏକ ବର୍ଷ ହେଲା କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଠିଆ ହୋଇଛି ଜିଓ ଟାଓ୍ଵାର । କେବେ ହେବ ଏହାର କାର୍ଯ୍ୟକ୍ଷମ ? ଡିଜିଟାଲ ଯୁଗରେ ନେଟୱାର୍କର କରୁଣ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ । ଏପରିକି କେତେକ ସ୍ଥାନରେ…
Read More...

ଦାରିଙ୍ଗବାଡିରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ, ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତଥା ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ଥିବାରୁ ଜଣେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ଚାରି ଛକ ଠାରୁ…
Read More...

ଦାରିଙ୍ଗବାଡ଼ିରେ ବହୁ ଆଡ଼ମ୍ବରରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ରଥଯାତ୍ରା, ଯୋଗଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତର ଗବାଟବାଡ଼ି ଗ୍ରାମରେ ରଥଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଏହି ରଥଯାତ୍ରା ଉତ୍ସବରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହ…
Read More...

ଝିପି ଝିପି ବର୍ଷାରେ ଶତାଧିକ ଭକ୍ତଙ୍କ ଗହଣରେରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ, ମହିଳା ଭକ୍ତ ଟାଣିଲେ ମା…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ମଧ୍ୟ ଘୁ.ଉଦୟଗିରି ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମସ୍ତ ରୀତିନୀତି ଅନୁଯାୟୀ ତାଳଧ୍ଵଜ,…
Read More...