ଲୁହ ଝରାଇ ଅନୁଭୁତି ବଖାଣିଲେ ଛାତ୍ରୀ…..

ରା ଉଦୟଗିରି(ଆକାଶ ଦାସ): ସ୍ୱାସ୍ଥ୍ୟ - ସେବା ଓ ବନ୍ଧୁତାର ପ୍ରତୀକ ସ୍ୱରୂପ ଜୁନିଅର ରେଡକ୍ରସର ଦଶମ  ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର ରାୟଗଡ଼ ବ୍ଲକ ଅଧିନସ୍ଥ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟଠାରେ ତା ୨୫ -୧୧ ଠାରୁ ୨୭-୧୧ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀ ଡ.…
Read More...

ମହା ଆଡ଼ମ୍ବରରେ ତୁଆଗୁଡା ଗ୍ରାମଠାରେ ଅଷ୍ଟପ୍ରହରୀ ପାଳିତ…..

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପୁଲ୍ଲୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ତୁଆଗୁଡା କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୯୮% ଲୋକମାନେ ବସବାସ କରନ୍ତି । ସୁଚନା ପ୍ରକାରେ ଏହି ଗ୍ରାମଟିର( ପ୍ରାୟ ୧୯୬୨ ମସିହାଠାରୁ ୨୦୨୪ ଯାଏଁ ) ଦୀର୍ଘ ୬୨ ବର୍ଷ…
Read More...

ରାମଗିରି ଠାରେ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୧୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ହିଲ୍ ଟପ୍ ମହାବିଦ୍ୟାଳୟରେ କ୍ରୀଡା ଉତ୍ସବ ଅନୁଷ୍ଠିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଦ୍ୟାର୍ଥୀମାନଙ୍କ ବାର୍ଷିକ କ୍ରୀଡ଼ା ଉତ୍ସବ ୨୬/୧୧ରେ ଅନୁଷ୍ଠିତ ହୋଇ ୨୭/୧୧ରେ ସମାପନ ହୋଇଯାଇଛି । ଏହି କ୍ରୀଡା ଉତ୍ସବର ପ୍ରାରମ୍ଭ ଦିବସରେ…
Read More...

ଆମ୍ବ ଟାଙ୍କୁ ଯାଉ ଖାଇ ୩ଜଣଙ୍କ ମୃତ୍ୟ ଘଟଣା, ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଖାଦ୍ୟ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟ ଘଟିବା ପରେ ଘଟଣାର ତଦନ୍ତ ପାଇଁ ବୁଧବାର ରାଜ୍ୟ ଖାଦ୍ୟ କମିଶନ ଅଧକ୍ଷ ଇଂ.ଅବନୀ କାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ…
Read More...

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ହାଡ଼ ଭଙ୍ଗା ଜାଡ଼, ଦାରିଙ୍ଗବାଡିରେ 10 ଡିଗ୍ରୀ ଓ ଫୁଲବାଣୀ 8.5 ଥିବାବେଳେ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଥିବା ସୂଚନା…
Read More...

ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ….

ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ନିକଟସ୍ତ ପଡିଆ ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ୨୭ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୨୯ ତାରିଖ ଶୁକ୍ରବାର ପର୍ଯ୍ଯନ୍ତ ତ୍ରିଦିବସୀୟ…
Read More...

ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ପାୱାର ହାଉସ୍ ରୋଡ଼ ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି । ଆରଏସପି ଅଧୀନରେ ଥିବା ଉକ୍ତ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ…
Read More...

ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଇ-ଶ୍ରମ କାର୍ଡରେ ପଞ୍ଜିକୃତ ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପଞ୍ଚାୟତ ସମିତି ଅଧିନ ପଞ୍ଚାୟତର ହିତାଧିକାରୀଙ୍କୁ…
Read More...

“ଅନୁସନ୍ଧାନ ଭାରତ”ର ପ୍ରଭାବ ହାତୀମୁଣ୍ଡା ସରପଞ୍ଚଙ୍କ ଅନାସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ କଲା ଜିଲ୍ଲା…

ଅନୁସନ୍ଧାନ ଭାରତ(ବ୍ୟୁର): "ଅନୁସନ୍ଧାନ ଭାରତ" ଡିଜିଟାଲ ମିଡ଼ିଆ/ଖବର କାଗଜର ପ୍ରଭାବରେ ଦୀର୍ଘ 45 ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହି ଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଂଚାୟତ ସରପଞ୍ଚ ନବନିତା କପଟପାତ୍ର…
Read More...