ନାରୀ ସଶକ୍ତି କରଣ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରି ସ୍ଥିତ କମ୍ୟୁନିଟୀ ହଲରେ ମହିଳା ସଶକ୍ତି କରଣ ଓ ଅସହାୟକଙ୍କ ସହାୟକ ସମ୍ପର୍କିତ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ଅସହାୟକଙ୍କ ସହାୟକ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ବନ୍ଧରେ ବୁଡି ବୋଲ୍ ବମ୍ ସଂକଳ୍ପ ଧାରୀ ଯୁବକଙ୍କ ମୃତ୍ୟୁ…

ରା ଉଦୟଗିରି(ମିହିର ପ୍ରସାଦ ମାଳୀ): ଶ୍ରାବଣ ମାସର ପ୍ରଥମ ସୋମବାର ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବାଲାଗି ଗାଁ ନିକଟ ବନ୍ଧକୁ ଯାଇ ଶବ ହୋଇ ଘରକୁ ଫେରିଲେ l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ତବାରସିଂ…
Read More...

ଦାରିଙ୍ଗବାଡ଼ି ବଜାର ଲୁଗା ଦୋକାନୀଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରୀ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବଜାରର ଜଣେ ପ୍ରମୁଖ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଅଶୋକ ପରିବାର ସହ ଘର ତାଲା ପକାଇ କୌଣସି…
Read More...

ବିକଶିତ କନ୍ଧମାଳ ଦାଦନମୁକ୍ତ କନ୍ଧମାଳ’ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ …

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ବିକଶିତ କନ୍ଧମାଳ, ଦାଦନମୁକ୍ତ କନ୍ଧମାଳ ଗଠନ ଲକ୍ଷରେ କନ୍ଧମାଳ ଜିଲ୍ଲାର ସାମାଜିକ କର୍ମୀ ସଂଗଠନ ସ୍ୱାକ୍ ପକ୍ଷରୁ ସ୍ଥାନୀୟ ଏନଏସି ବିଜୁ ପଟ୍ଟନାୟକ କଲ୍ୟାଣ…
Read More...

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୪ ଦିନ ହେବ ଏକ୍ସ-ରେ ମେସିନ୍ ଅଚଳ, ରୋଗୀ ହନ୍ତସନ୍ତ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ୪ ଦିନ ହେବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏକ୍ସ-ରେ (X-Ray) ମେସିନ୍ ଅଚଳ ହୋଇ ପଡ଼ିରହିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶହ ଶହ ରୋଗୀ ଅସୁବିଧାର…
Read More...

ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ……

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି । ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ…
Read More...

ପଞ୍ଚାୟତ ହାଇସ୍କୁଲରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

କନ୍ଧମାଳରେ ସରୁନି ଦାଦନ ଦୁଃଖ: ସପ୍ତାହକରେ ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ, ବଢ଼ିଲା ଚିନ୍ତା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ପୁଣି ଏକ ଦୁଃଖଦ ଘଟଣା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ରିଶୁଗୁଡ଼ା ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ରିଶୁଗୁଡ଼ା ଗ୍ରାମର ତରୁଣ ପ୍ରଧାନ (୪୨) କିଛି ମାସ…
Read More...

ରାଜସ୍ଵ ଗ୍ରାମ କଳିଙ୍ଗାରେ ଅନୁଷ୍ଠିତ ହେଲା ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ, ୬୬ ପରିବାର ପାଇଲେ ଜମି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ତହସିଲ ଅନ୍ତର୍ଗତ କଳିଙ୍ଗା ଅଞ୍ଚଳର କଳିଙ୍ଗା ଗ୍ରାମରେ ରାଜସ୍ବ ବିଭାଗ ତରଫରୁ ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ…
Read More...

ବେଆଇନ ମହୁଲି ମଦ ବିକ୍ରି ବନ୍ଦ୍ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ, ଭାଟି ଭଙ୍ଗା ନଗଲେ ଥାନା ଘେରାଉ ଚେତାବନୀ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ମହୁଲି ମଦ କାରବାର ବିରୋଧରେ ଏବେ ଗ୍ରାମର ମହିଳା ସଂଘ ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମାଞ୍ଚଳରେ ମଦର ବିଷାକ୍ତ ପ୍ରଭାବରୁ ପରିବାରଗୁଡ଼ିକକୁ…
Read More...