ପୁଣି କନ୍ଧମାଳରେ ଦାଦନ ଦୁଃଖ: ଘୁ.ଉଦୟଗିରି ଯୁବକଙ୍କ କେରଳରେ ମୃତ୍ୟୁ, ଶବ ଫେରାଇ ଆଣିବାକୁ ଗୁହାରୀ କଲେ ପରିବାର ଲୋକେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳର ପିଛା ଛାଡ଼ୁନି ଦାଦନ ଦୁଃଖ I ରୋଜଗାର ସନ୍ଧାନରେ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣା ଓ ମୃତ୍ୟୁର ଶୀକାର ହେଉଛନ୍ତି ଜିଲ୍ଲାର ଯୁବକ ଓ ଯୁବତୀ । ବାରମ୍ବାର ଘଟୁଛି ଏଭଳି ଘଟଣା । କନ୍ଧମାଳ ଜିଲ୍ଲା ପାଇଁ ଏକ ପ୍ରକାର ଅଭିଶାପ  ପାଲଟିଛି ଦାଦନ ଯନ୍ତ୍ରଣା I ପୁଣି…
Read More...

ଋଷିମାଳ ମହା ବାରୁଣୀ ସ୍ନାନ ଯାତ୍ରାର ଶୁଭାରମ୍ଭ…..

ଦାରିଙ୍ଗବାଡି(ଆଶୋକ ସିଂ): ଚଳିତ ଚୈତ୍ର କୃଷ୍ଣ ଦ୍ଵାଦଶୀ ବୁଧବାର ଠାରୁ କୃଷ୍ଣ ଚତୁର୍ଥୀ ଶୁକ୍ରବାର ପର୍ଯ୍ୟନ୍ତ ତ୍ରିଦିବସୀୟ ବାରୁଣୀ ସ୍ନାନ ଯାତ୍ରାର ଶୁଭାରମ୍ଭ ହୋଇଛି । ଋଷିମାଳ ମହା ବାରୁଣୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସ୍ନାନ ଯାତ୍ରାର ବୁଡ଼ ପକାଇବା ପାଇଁ ଜିଲ୍ଲା ତଥା…
Read More...

ବାଲିଗୁଡାଠାରେ ପାଟଖଣ୍ଡା ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବାଲିଗୁଡା(ସିବନ୍ତ ଦିଗାଲ): ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଠାକୁରାଣିଯାତ୍ରା ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ. ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରା ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହେବା ନେଇ ସମିତିର ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ…
Read More...

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ  ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ…
Read More...

ମଦ ଦୋକାନ ଲୁଟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଏକ ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣକୁ ଭଞ୍ଜନଗର ପୁଲିସ ଧରିବାରେ ସଫଳ ହୋଇଛି । ଏହି ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନକୁ ଟାର୍ଗେଟ କରି ରାତ୍ର ସମୟରେ ଲୁଟ କରୁଥିଲେ ।  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ  ଦୁର୍ବୃତ୍ତମାନେ ରମ୍ଭା,…
Read More...

ଦଣ୍ଡଯାତ୍ରାରେ ଅଶ୍ଳିଳତା ଉପରେ ଲାଗିବ ରୋକ୍, ଆଇନଶୃଙ୍ଖଳା ଭଙ୍ଗ କଲେ କାଯ୍ୟାନୁଷ୍ଠାନ…

ଭଞ୍ଜନଗର(ନିଲୁ ବିଷୋୟୀ): ଆଉ କିଛି ଦିନ ପରେ ଆରମ୍ଭ ହେବ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଏଥିରେ ପାରମ୍ପରିକ,…
Read More...

ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ଓ ପରିବାରର ଅନ୍ୟ ତିନି ଗୁରୁତର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରାମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେମାକୁଡିଆ ଠାରେ ଘଟିଛି ଅଭାବନୀୟ ଏକ ଘଟଣା । ସୂଚନା ଅନୁସାରେ ଗ୍ରାମର ସକାଳେ  ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ମିଳିଥିବା ଛତୁଆ ଆଣି ନିଜ ଘରେ ରୋଷେଇ କରି ଖାଇ…
Read More...

କଂଗେସ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି  ଜିଲ୍ଲା ରାୟଗଡ଼ ବ୍ଲକ୍ ସ୍ତିତ ହାଟ ପଦା ଠାରେ ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ କଂଗ୍ରେସର ବୈଠକ ଅନୁଷ୍ଟିତ । ନାରୀ ନିର୍ଯାତନା ନାରୀ ମାନଙ୍କ ପ୍ରତି ବଳାତ୍କାର ଏବଂ ନାରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ପିସିସି ସଭାପତିଙ୍କ ନିର୍ଦେଶ ଅନୁସାରେ…
Read More...

ବାଇକ ଦୁର୍ଘଟଣାରେ ବିଜେପି କର୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଳା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବଡ଼ଶଙ୍ଖ ନିକଟରେ ବ୍ରାହ୍ମଣୀଗାଁ  ମଣ୍ଡଳର ଜଣେ ବରିଷ୍ଠ ବିଜେପି କର୍ମୀ ଦୀପ୍ତି ଚନ୍ଦ୍ର ସେନାପତି ବାଇକ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି l ତାଙ୍କ ସହ ଝିଂଜିରିଗୁଡ଼ା ଗ୍ରାମର ଦୁଇ ଯୁବକ ଟୁଲୁ ପ୍ରଧନୀ ଓ…
Read More...

ଘୁ.ଉଦୟଗିରି ଏନଏସିରେ ଟେଣ୍ଡରକୁ ନେଇ ବିବାଦ, ପ୍ରବଳ ହଟଗୋଳ ସହ ଏନଏସି କାର୍ଯ୍ୟାଳୟରେ ତାଲା ପକାଇଲେ କାଉନସିଲର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସି ର ୯ ଟି ୱାର୍ଡ଼ ରେ ହେବାକୁ ଥିବା ରାସ୍ତା, ଡ୍ରେନ କାର୍ଯ୍ୟ ଗୁଡ଼ିକ ନିମନ୍ତେ ସମୁଦାୟ ୧୮ ଟି ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କାର ପେପର ଟେଣ୍ଡର ମାଧ୍ୟମରେ ଚଳିତ ମାସ ୭ ତାରିଖରେ ଟେଣ୍ଡର ଆହ୍ବାନ…
Read More...