ବାଲିଗୁଡା ଠାରେ ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ..
ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରେ ଆଜି ଡଃ ଭୀମ ରାଓ ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ସମ୍ବିଧାନ ବଞ୍ଚେଇଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବାଲିଗୁଡ଼ା ସହରରେ ରଖାଯାଇନାହିଁ l ଯାହାରି…
Read More...
Read More...