Browsing Category

ଅପରାଧ

ସ୍ବାମୀଓସ୍ତ୍ରୀ କଳହର ଉଗ୍ରରୂପ , ଚାଲିଗଲା ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ବାମୀଓସ୍ତ୍ରୀର କଳହର ଉଗ୍ରରୂପ ଦେଖିବାକୁ ମିଳିଛି I ଏହି କଳହରେ ଚାଲି ଯାଇଛି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ I ଘଟଣା ଅନୁସାରେ ରାଇକିଆ ଖ୍ରୀଷ୍ଟିୟାନ ସାହିର ରାଜେଶ ପାତ୍ର ଏବଂ ଭାଗ୍ୟଲଷ୍ମୀ ପାତ୍ର I କିଛି ଦିନ ଦେବ ସ୍ୱାମୀ ଓ…
Read More...

ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ, ମାଁ ଚେଉଣ୍ଡ ହେଲେ ଚାରି ସନ୍ତାନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାରିକୁମ୍ପା ଗ୍ରାମରେ ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ଦ୍ୱାରା ଚିକିତ୍ସାଧିନ ଅବସ୍ଥରେ ମେଡିକାଲରେ ମୃତ୍ୟୁ ଘଟିଛି I ମିଳିଥିବା ସୂଚନା ଅନୁଯାୟୀ ଆଜି ରାତିରେ ବାରିକୂମ୍ପା ଗ୍ରାମର ସୁନାଫୁଲ ଜାନି…
Read More...

ପ୍ରଧାନମନ୍ତ୍ରୀ ସଡ଼କ ମରାମତିର କିଛି ଘଣ୍ଟା ପରେ ଉଠିଲା ପିଚୁ, ତାତିଲେ ସିର୍କୀ ଗ୍ରାମର ବାସୀନ୍ଧା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡି ପଂଚାୟତର ସିର୍କୀ ଘାଇ ଠାରୁ ସିର୍କୀ ଗ୍ରାମ ପର୍ଯ୍ୟନ୍ତ ୧୭୦୦ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି କାମରେ ନିମ୍ନମାନର ରାସ୍ତା କାମ ହେଉ ଥିବା ଅଭିଯୋଗ ହୋଇଛି I ବହୁ ଦାବୀ ପରେ…
Read More...

ନୟାଗଡ଼ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଂଘର…

ଅନୁସନ୍ଧାନ ଭାରତ(ବ୍ୟୁର): ନୟାଗଡ ଜିଲ୍ଲାର ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଅବକାରୀ ବିଭାଗର ଏଏସଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଏବଂ କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି I ଗତ କାଲି ନୟାଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ…
Read More...

କାର ବାଇକ୍ ଧକ୍କା, ଦୁଇ ଗୁରୁତର ଆହାତ…..

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଂ ଗ୍ରାମ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ଧକ୍କା ହୋଇଯାଇଛି I ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି I ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ସରାଫ ଓ ଏକ…
Read More...

ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ଦାବୀରେ ରାସ୍ତାରୋକ କଲେ ବରଖମା ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି I ଫଳରେ…
Read More...

ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ମାମଲା ରୁଜୁ କରି ତଦନ୍ତ ଚଳାଇଛି ସାରଙ୍ଗଗଡ଼ ଥାନା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅଧୀନସ୍ଥ ପାବୁରିଆ ପଞ୍ଚାୟତର ଡାମିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି I ଘଟଣା ଅନୁସାରେ ଆଜି ସକାଳ ପ୍ରାୟ ଘ…
Read More...

“ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଠାରେ "ସୃଜନ" ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆଜି କୋଭିଡ-୧୯ ପାଇଁ ରିଲିଫ ସାମଗ୍ରୀ ବଣ୍ଟନ କରଯାଇଛି I ସଂସ୍ଥା ପକ୍ଷରୁ ୨୫ ଟି ପରିବାରକୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଛି I ଅନୁଷ୍ଠାନର ମୁଖ୍ୟ ବିଷପ…
Read More...

ମାଓବାଦୀ ପରିଚୟ ଦେଇ ଲୁଟ: ୪ ଗିରଫ ଓ ୨ ଫେରାର

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୦.୦୬.୨୦୨୧ରଖ ରାତ୍ର ପ୍ରାୟ ୧୧.୪୫ ମିନିଟ ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମକପାଟା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ଏବଂ ଦୋକାନରେ ମାଓବାଦୀର ପରିଚୟ ଦେଇ କିଛି ଅଜଣା ବ୍ୟକ୍ତି ତାଙ୍କ କବାଟ ବାଡେଇ ଥିଲେ ଓ ସେମାନଙ୍କୁ କିଛି…
Read More...

ସିକରମାହା ଘାଟିରେ ଭାରସାମ୍ୟ ହରାଇ ପରିବା ବେପାରିଙ୍କ ବାଇକ ଦୁର୍ଘଟଣା ଗ୍ରସ୍ଥ….      

ଅନୁସନ୍ଧାନ ଭାରତ(ବ୍ୟୁର): ସଟ୍ ଡାଉନରେ ସୋରଡ଼ା ଥାନା ଅନ୍ତର୍ଗତ ରଙ୍ଗାବାଲି ଗ୍ରାମର ପ୍ରତାପ ଗୌଡ଼ (୫୫) ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏକ ମଟର ସାଇକେଲରେ ପରିବା ବୋଝେଇ କରି ଗାଁ ଗାଁ ବୁଲି ପରିବା ବିକ୍ରି କରନ୍ତି । ଆଜି ମଧ୍ୟ ବ୍ଳକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବିକ୍ରି କରିବା ପାଇଁ…
Read More...