Browsing Category

ରାଜନୀତି

ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ଧର୍ମଗଡ ବିଧାୟକ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନୂତନ ବିଜେପି ସରକାର ଶାସନକୁ ଆସିବା ପରେ ଦଳର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି…
Read More...

ଟେମ୍ପଗିରି ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମପଞ୍ଚାୟତ ଟେମ୍ପଗିରି ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗୋଷ୍ଠୀ କେନ୍ଦ୍ର ମୁଖ୍ୟ ଅତିଥି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି…
Read More...

ଶଙ୍ଖ ଭବନରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନ ପଟ୍ଟନାୟକଙ୍କ ବିଚାର ବିମର୍ଶ l ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ, ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୬ ରେ ସରିବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା l ଗୋପବନ୍ଧୁଙ୍କ ଜୟନ୍ତୀରୁ ଦୁଇ ମାସ ବ୍ୟାପୀ ଚାଲିବ ସଭ୍ୟ…
Read More...

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ କଂଗ୍ରେସ ନେତା ଶ୍ରୀକାନ୍ତ ଓ କାଡାମ….

ST-SCଙ୍କୁ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତରେ ସଂରକ୍ଷଣ ଦାବି କଲେ ଅନନ୍ତ ସେଠି ଶିକ୍ଷାରେ ଆଦୌ ସଂରକ୍ଷଣ ପାଉ ନାହାନ୍ତି ପଛୁଆବର୍ଗ ଜନସଂଖ୍ୟାର ଅଧା ପଛୁଆବର୍ଗ, ହେଲେ ଚାକିରୀରେ ସଂରକ୍ଷଣ ମାତ୍ର ୧୧ % ଅନୁସନ୍ଧାନ ଭାରତ(ବ୍ୟୁର): ଜାତି ଜନଗଣନା ପ୍ରସଙ୍ଗରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି.…

ପୁରୀ(ମାନସ କୁମାର ଦାସ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଗୁରୁବାର ରାଜ୍ୟ ସରକାରଙ୍କ ଶହେଦିନ ପୂର୍ତ୍ତି ସମାରୋହ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ସାକ୍ଷୀଗୋପାଳ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ମାନ୍ୟବର କେନ୍ଦ୍ର ଜଳଶକ୍ତି…
Read More...

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କଳାହାଣ୍ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ….

ଭବାନୀପାଟଣା(ତୁଳମଣି ନାଗ): ଭବାନୀପାଟଣା ଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟଳୟରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଦେଶ ରାହୁଲ ଗାନ୍ଧୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ବିରୋଧରେ ମନ୍ତବ୍ୟ…
Read More...

ବିଜେପି କୋକସରା ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳନ, ରୋଗୀଙ୍କୁ ଫଳମୂଳ ବାଣ୍ଟିଲେ କର୍ମୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି  ପକ୍ଷରୁ ଗୁରୁବାର ସେବା ସପ୍ତାହ ଅବସରରେ କୋକସରା ବିଜେପି ମଣ୍ଡଳ ପକ୍ଷରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳମୂଳ ବଣ୍ଟନ କରିବା ସହ ସେମାନଙ୍କର ସେବାଜତ୍ନ କେମିତି ହେଉଛି ସେ ନେଇ ସ୍ଥାନୀୟ…
Read More...

ଅବହେଳିତ ଅବସ୍ଥାରେ ନାମନଗଡ଼ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକଅନ୍ତର୍ଗତ ନାମନଗଡ଼ ପଞ୍ଚାୟତ ଏକ  ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ବହୁତ  ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ଦୀର୍ଘ ବର୍ଷ ଧରି…
Read More...

ଭାଜପାର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ…..

ଚିଲିକା(ସଂଗ୍ରାମ ରଣା): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ,…
Read More...

ନୂଆପଡାରେ ବିକାଶ ମେଳା ଅନୁଷ୍ଠିତ…..

ନୂଆପଡ଼ା(ବିରବଲ ପ୍ରଧାନ): ଆଜି ପୂର୍ବାହ୍ନ ୧୧. 00ଘଣ୍ଟା ସମୟରେ ଶ୍ରୀଯୁକ୍ତ ଗଣେଶ ରାମ ସିଂହଖୁଣ୍ଟିଆ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଥାନୀୟ ମିନି ଷ୍ଟାଡିୟମରେ ନୂଆପଡା ଜିଲ୍ଳା ବିକାଶ ମେଳାର ଶୁଭ ଉଦଘାଟନ…
Read More...