Browsing Category
ଓଡିଶା
ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼…
ଅନୁସନ୍ଧାନ ଭାରତ(ବ୍ୟୁର): ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ପରେ ସୁନା ବେଶ ଅନୁଷ୍ଠିତ ହୋଇଛି l ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧା ମୁରତୀଙ୍କ ସୁନା ବେଶ ଓ ଆଳତୀ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ସହର ଚଳାଚଞ୍ଚଳ ରହିଥିଲା l ରଥରେ ସୁନାବେଶ ଚତୁର୍ଦ୍ଧା ମୁରତୀ…
Read More...
Read More...
୮୦ତମ ସ୍ୱାଧୀନତା ଦିବସ। ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….
ବାଲିଗୁଡ଼ା(ସଲମନ୍ ବିନ୍ଧାଣୀ): ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ଆଗାମୀ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବାଲିଗୁଡ଼ା ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି କନ୍ଧମାଳ ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର. ସେ) ଅଧ୍ୟକ୍ଷତାରେ…
Read More...
Read More...
ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୬-୨୦୨୭ ଶିକ୍ଷା ବର୍ଷର +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର…
Read More...
Read More...
ବାଉଡିନାଯୁ ଠାରେ କନ୍ଧମାଳ ଜିଲ୍ଲାର ପ୍ରଥମ ଅଏଲ୍ ପାମ୍ ଗଛ ଚାରା ରୋପଣର ଶୁଭାରମ୍ଭ….
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାଉଡିନାଯୁ ଠାରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତିଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ପ୍ରଥମ ଅଏଲ୍ ପାମ୍ ଗଛ ଚାରା ରୋପଣ ର ଶୁଭାରମ୍ଭ ହୋଇଅଛି । ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଜମିରେ ଏହି…
Read More...
Read More...
ଡିଏଲଏସଏ ପକ୍ଷରୁ ପୋସ୍ ଆକ୍ଟ ଓ ଏସ୍.ସି./ଏସ୍.ଟି. (ଅତ୍ୟାଚାର ନିବାରଣ) ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ସଭାପତିତ୍ୱରେ ତା. ୨୨.୦୭.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ରାୟଗଡ଼ ସ୍ଥିତ…
Read More...
Read More...
ଜିଲାପାଳ ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡ଼ି ଅଞ୍ଚଳରେ ଚର୍ଚ୍ଚା…
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର ସନ୍ତାନ ତଥା ବର୍ତ୍ତମାନର ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏକ ଧାନ କ୍ଷେତରେ ମହିଳା ଚାଷୀମାନଙ୍କ ସହ ମିଶି ନିଜେ ଧାନ ରୋଇବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ…
Read More...
Read More...
ଲଘୁଚାପ ଜନିତ ବର୍ଷାରେ ଗଛ ପଡି ରାସ୍ତା ଅବରୋଧ…
ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା l ଏହି ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି l କେଉଁଠି ଘର ଉପରେ ଗଛ ପଡ଼ୁଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହେଉଛି l ବର୍ଷା ଲାଗି…
Read More...
Read More...
ଆମେ ରାହୁଳ ଗାନ୍ଧୀଙ୍କ ସିଂହ, ଭୟ କଣ ଆମେ ଜାଣୁନା: ନୀଲଠିଆ
ଅନୁସନ୍ଧାନ ଭାରତ(ବ୍ୟୁର): କଂଗ୍ରେସର ସର୍ବମାନ୍ୟ ନେତା ତଥା ନେତା ପ୍ରତିପକ୍ଷ ରାହୁଳ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୁଲିସର ବେଆଇନ ଓ ଅମାନୁଷିକ ବ୍ୟବହାର ତଥା କଂଗ୍ରେସ ଦଳର ତିନିଗୋଟି ଦାବୀକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ…
Read More...
Read More...
ବଳଭଦ୍ର ଜୈବିକ ଚାଷ ମିଶନ ତାଲିମ୍ ଶିବିର ଅନୁଷ୍ଠିତ, ବ୍ରାହ୍ମଣୀଗାଁରେ କୃଷି କାର୍ଯ୍ୟାଳୟର ପୁନଃରୁଦ୍ଧାର ଦାବୀ…
ଦାରିଙ୍ଗବାଡି(ଆଶୋକ ସିଂ): ରାସାୟନିକ ସାର ମୁକ୍ତ ହେଵ ଦାରିଙ୍ଗବାଡି ବ୍ଲକ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ଵିଭାଗ ଆନୁକୁଲ୍ୟରେ ରାଜ୍ୟ ଯୋଜନା ୨୦୨୫-୨୬ ଅନ୍ତର୍ଗତ ବଳଭଦ୍ର ଜୈବିକ ଚାଷ ମିଶନରେ ଦାରିଙ୍ଗବାଡି ବ୍ଲକକୁ ସାମିଲ କରାଯାଇଛି । ଏହି ଅବସରରେ ବ୍ଲକ ଅଞ୍ଚଳର ସମସ୍ତ…
Read More...
Read More...
୮ ମାସ ହେଲା କଙ୍କାଳ ସଦୃଶରେ ଠିଆ ହୋଇଛି ଜିଓ ଟାୱାର, କାର୍ଯ୍ୟକ୍ଷମ ସହ ବିଏସଏନଏଲ ଟାୱାର ନିର୍ମାଣ ପାଇଁ ଦାବୀ କଲେ…
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ ସେବା ମଣିଷର ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଛି l ହେଲେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗ୍ରାମରେ ଏବେ ବି ମୋବାଇଲ ନେଟୱର୍କ ଏକ ସ୍ୱପ୍ନ ପାଲଟିଛି ।…
Read More...
Read More...