Browsing Category

ଓଡିଶା

କନ୍ଧମାଳ ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପହଞ୍ଚାଇବା ପାଇଁ ସହାୟତାର ହାତ ବଢାଇଲେ ବିଡ଼ିଓ ପ୍ରୀତି…

ଦାରିଙ୍ଗବାଡି(ଆଶୋକ ସିଂ): କେତେବେଳେ କେଉଁଠାରେ ମୃତ୍ୟୁ ଘଟିବ ତାହା କାହାକୁ ବା ଜଣା ଅଛି l ଦୁର୍ଗମ ଅଞ୍ଚଳରେ ଉପଯୁକ୍ତ କାମଧନ୍ଦା ନଥିବାରୁ ରୋଜଗାର ଆଶାରେ ଦାଦନ ଖଟିବାକୁ ଶ୍ରମିକ ଶ୍ରେଣୀର ଲୋକେ ବାହାର ରାଜ୍ୟ ଯାଉଥିବା ବିଷୟ କାହାକୁ ଅଛପା ନାହିଁ । ହେଲେ କିଏ ବା ଜାଣି ଥାଏ ଟଙ୍କା…
Read More...

ଘୁ.ଉଦୟଗିରି ଠାରେ ହାତୀ ଆକ୍ରମଣ ଓ ଉପଦ୍ରଵରେ ଅତିଷ୍ଟ ହୋଇ ସ୍ଥାୟୀ ସମାଧାନ ଓ ଧାନଜୀଵନ ସୁରକ୍ଷା ନିମନ୍ତେ ରେଞ୍ଜର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟକୁ ଅଞ୍ଚଳବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଶନିବାର ହାତୀ ଆକ୍ରମଣରେ ମାଲାନଶୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ ଦଳି ଚକଟି ଖଣ୍ଡ ବିଖଣ୍ଡ କରି ମାରିଥିବା…
Read More...

ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଅଭିଯୋଗ ଆଣିଲେ SHG ଗ୍ରୁପର ମହିଳା…

ଜୟପୁର(ଦେବଦତ ପାଣି): ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା l ନିଜସ୍ୱ ସ୍ୱାର୍ଥ ପାଇଁ ଗ୍ରାମର କିଛି ଖଳ ପ୍ରକୃତିର ଯୁବକ ଗ୍ରୁପର ମହିଳାମାନଙ୍କୁ ଧମକ ଦେଉଥିବା ଦେଉଥିବା ଅଭିଯୋଗ କରିଛନ୍ତି ମହିଳା l ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ…
Read More...

ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତିଦୂର୍ଗମ କାଟିଙ୍ଗିଆ ପଞ୍ଚାୟତର ସଲବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସିଂଙ୍କୁ କାଟିଙ୍ଗିଆ କ୍ଲଷ୍ଟରର ଶିକ୍ଷକ ସଙ୍ଗଠନ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…
Read More...

ମଧୁସୂଦନପୁର ନର୍ସେରୀରେ କୃଷକ ଅନୁଭବ ଭ୍ରମଣ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡା ପଞ୍ଚାୟତର ମଧୁସୂଦନ ପୁର ନର୍ସେରୀରେ କୃଷକ ଅନୁଭବ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାରିବାରିକ କେନ୍ଦ୍ରିକ ଗ୍ରାମ ଉନ୍ନତି କାର୍ଯ୍ୟକ୍ରମ (ଏଫ୍ଏଫ୍ ଭି ଡି ପି) ଅନ୍ତର୍ଗତ ସିସିଡ଼ି ଓ ଲିନ୍ସି…
Read More...

ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ, ୮୦ ୟୁନିଟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା…
Read More...

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାର ଅଧିକାରୀ, ପୁଲିସ୍ ଅଧିକାରୀ,…
Read More...

୧୦୧ ପରିବାରର ବ୍ୟକ୍ତିଙ୍କ ହେଲ୍ଥ୍ କାର୍ଡଇକେୱାଇଶି ସଫଳ ଭାବେ ଅଦ୍ୟତନ…

ରୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତିନିଟି ଗ୍ରାମରେ ଚିହ୍ନଟ ହୋଇଥିବା ହେଲ୍ଥ୍ କାର୍ଡ ଲାଭାନ୍ବିତ ବ୍ୟକ୍ତିଙ୍କ ଇକେୱାଇଶି ପ୍ରକ୍ରିୟା ବିଗତ ୩ ମାସ ଧରି ଅଟକିଥିଲା । କାର୍ଡଗୁଡ଼ିକ ଏଏସଏଚଏ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ବଣ୍ଟନ ପାଇଁ ସ୍ଥଗିତ ଥିଲେ ମଧ୍ୟ ସରକାର ନିୟୁକ୍ତ…
Read More...

ଶଙ୍କରାଖୋଲ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ….

ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି l ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷତା କରିଵା  ସହ ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକାମାନେ ନିଜ…
Read More...

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପୁରସ୍କୃତ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଆୟୋଜିତ  ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରି  ଜିଲ୍ଲାକୁ ଗୌରବନ୍ଵିତ କରିଛିନ୍ତି ସ୍ଥାନୀୟ ଗାନ୍ଧୀ ସ୍ମୃତି ପ୍ରାଥମିକ ବିଦ୍ୟାଳୟ ପାରଳାଖେମୁଣ୍ଡିର ସପ୍ତମ…
Read More...