Browsing Category
ଓଡିଶା
ଦାରିଙ୍ଗବାଡି ଶୀତ ମହୋତ୍ସବ – ୨୦୨୬ ପାଳନ ପାଇଁ ବସିଲା ପ୍ରଥମ ପ୍ରସ୍ତୁତି ବୈଠକ, ମୁଖ୍ୟ ଅତିଥି ଭାବେ ମୁଖ୍ୟ…
ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ପହିଲି ଶୀତର ଅନୁଭୂତ ହୋଇଛି । ପର୍ଯ୍ୟଟକମାନଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାର ଐତିହ୍ୟ କଳା ସଂସ୍କୃତିକୁ ନେଇ ୨୦୨୬ ଶୀତ ମହୋତ୍ସବ ପାଳନ କରିବା ପାଇଁ…
Read More...
Read More...
ସିଶିଡି ଓ ଲିନସି ଫାଉଣ୍ଡେସନ୍ର ତରଫରୁ ମାର୍ଲବା ପଞ୍ଚାୟତର ପେକଟ ଓ ଲିମରସିଙ୍ଗି ଗ୍ରାମରେ ବନ୍ୟାପ୍ରଭାବିତ…
ରାୟଗଡ଼ (ଟିକି ଲିମା): ଗତ ମାସରେ ଘଟିଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟାର ଫଳରେ ରାୟଗଡ ବ୍ଲକର ଅନେକ ଗ୍ରାମରେ ଘର, ଫସଲ ଓ ରାସ୍ତା ଭାରି କ୍ଷତିଗ୍ରସ୍ତ ହୋଇପଡିଥିଲା । ଏହି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ସିସିଡି ଓ ଲିନ୍ସି ଫାଉଣ୍ଡେସନର…
Read More...
Read More...
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳନ ଓ ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।…
Read More...
Read More...
ପୁଲିସ କବ୍ଜାରେ ଯୌନ ରାକ୍ଷାସ ପ୍ରେମାନନ୍ଦ…..
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଲସି ପ୍ରେମାନନ୍ଦ ବଳିଆରର୍ସିଙ୍କୁ ଯୌନ ଉଦ୍ଦୀପକ ଭିଡ଼ିଓ ଉତ୍ତୋଳନ ଅଭିଯୋଗରେ ତୁମୁଡିବନ୍ଧ ପୁଲିସ ଗିରଫ କରିଛି । ସୂଚନା ପ୍ରକାର ପୂର୍ବରୁ ପ୍ରେମାନନ୍ଦ ତୁମୁଡିବନ୍ଧ ବନ୍ଧ ବ୍ଲକରେ ଜୀବିକା ମିଶନରେ…
Read More...
Read More...
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ମହାବିଦ୍ୟାଳୟରେ ପ୍ରତିଯୋଗିତା….
ଭଞ୍ଜନଗର(ନିଲୁ ବିଷୋୟୀ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ବିଦ୍ୟାଳୟ ଓ…
Read More...
Read More...
କାର୍ତ୍ତିକ ପୂର୍ଣ୍ଣିମାରେ ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ..
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହେଇଯାଇଛି । ଆଜି ସକାଳୁ ସକାଳୁ ଗ୍ରାମରେ ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମନ୍ଦିର ମାଳିନୀ ବଡକୋଦଣ୍ଡା ଗ୍ରାମରେ…
Read More...
Read More...
ଭଞ୍ଜନଗରରେ ୧୬୯ ଅଭିଯୋଗ ଶୁଣିଲେ ଏଡିଏମ୍….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଶିବିରରେ ମୋଟ ୧୬୯…
Read More...
Read More...
ମହାପ୍ରୟାଣ ଏବଂ ଆମ୍ବୁଲାନ୍ସ ସେବା ସ୍ବାଭାବିକ ଦାବି, ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଥିବା ଶବବୁହା (ମହାପ୍ରୟାଣ) ଗାଡ଼ିର ଯାନ୍ତ୍ରିକ ତ୍ରୁଟି ରହିଥିବା ବେଳେ ତାହା ସାଧାରଣ ଲୋକଙ୍କୁ ସେବା ଯୋଗାଇ ପାରୁନି । ଏହା ସହ ଗାଡିର ଚାଳକ ମଧ୍ୟ ନାହାନ୍ତି । ଫଳରେ ଘରୋଇ ଶବବୁହା ଗାଡି ଉପରେ ଲୋକଙ୍କୁ ନିର୍ଭର କରି ଅଧିକ…
Read More...
Read More...
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…..
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ତଥା ୧୨ ଗୋଟି କ୍ଲୋଷ୍ଟରର ୨୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ବରିଷ୍ଠ ଓ ଗରିଷ୍ଠ ବିଭାଗରେ ବିତର୍କ, ପ୍ରବନ୍ଧ, କୁଇଜ୍…
Read More...
Read More...
ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ ୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ବାପୁନିବୁଡି ଗ୍ରାମରେ କାର୍ତ୍ତିକ ଶେଷ ସୋମବାର ଉପଲକ୍ଷ ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ କାଶୀନଗର…
Read More...
Read More...