Browsing Category

ଓଡିଶା

ସାନକୋଦଣ୍ଡାରୁ ଖରିଫ୍ ଧାନକିଣା ଶୁଭାରମ୍ଭ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପ୍ୟାକ୍ସରୁ ମଙ୍ଗଳବାର ଚଳିତ ବର୍ଷର ଖରିଫ୍ ଧାନକିଣା ଶୁଭାରମ୍ଭ ହୋଇଛି । ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖରିଫ୍ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଯୋଗାଣ…
Read More...

ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ରାଜ କିଶୋର ମହାରଣାଙ୍କ ପୌରାହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ…
Read More...

କେଏମ ଭାଲିଆ ସାହି ଠାରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ…..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେଏମ  ଭାଲିଆସାହି ଠାରେ ପିଏମଶ୍ରୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ…
Read More...

ମାନସିକ ରୋଗୀଙ୍କୁ ଉଦ୍ଧାର କଲା ବିପଦର ବନ୍ଧୁ….

ଭଞ୍ଜନଗର(ନିଲୁ ବିଷୋୟୀ): ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ମାନସିକ ଭାବେ ଠିକ ନଥିବା ଲୋକମାନେ ନିଜ ପରିବାର ଠାରୁ ଅଲଗା ହୋଇ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳେ । ସେମାନଙ୍କ ମାନସିକ ସ୍ଥିତି ଠିକ ନଥିବାରୁ  ନିଜର ଠିକଣା କହି ପାରନ୍ତି ନା ପରିଚୟ । ପରଆଶ୍ରାରେ…
Read More...

ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଅନୁଷ୍ଠିତ: ଯୋଗ ଦେଲେ ସମସ୍ତ ବର୍ଗର…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ କାଥଲିକ ଚର୍ଚ୍ଚ ପରିସର ମଧ୍ୟରେ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀରୁ ଅନନ୍ତ ପ୍ରସାଦ ସାମନ୍ତ ରାୟ ଯୋଗ…
Read More...

ଝିଞ୍ଜିରିଗୁଡ଼ା ଠାରେ ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ଖାଦ୍ୟ ମେଳା ଅନୁଷ୍ଠିତ…

ଦାରିଙ୍ଗବାଡି(ଅଶୋକ ସିଂ): ପାରମ୍ପରିକ ଖାଦ୍ୟର ବ୍ୟାପକ ପ୍ରଚାର-ପ୍ରସାର ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଥିବା ଓଡ଼ିଶା ମିଲେଟ ମିଶନ ବର୍ତ୍ତମାନ “ଶ୍ରୀ ଅନ୍ନ ଅଭିଯାନ” ଭାବେ ପରିଚିତ । ଏହି ଯୋଜନା ଅଧୀନରେ ଲୋକମାନଙ୍କୁ ମାଣ୍ଡିଆ, କୁଏରୀ,…
Read More...

ଦାରିଙ୍ଗବାଡି ବିଡ଼ିଓଙ୍କ ଫୋକସରେ ଦୁର୍ଗମ ଅଞ୍ଚଳ, ତଦାରଖ କଲେ ଉନ୍ନୟନ କାର୍ଯ୍ୟ……

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍କା ଦାରିଙ୍ଗବାଡି ବ୍ଲକରେ ଅନେକ ଦୁର୍ଗମ ପଞ୍ଚାୟତ ରହିଛି l ଯାହାକି ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ ରୁ ୮୦କିମି ଦୁରରେ ଅବସ୍ଥିତ l ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠ ଗୋଟି ପଞ୍ଚାୟତ ଗଦାପୁର, ସାରାମୁଳି, ତାଯୁଙ୍ଗିଆ, ହାତୀମୁଣ୍ଡା,…
Read More...

ପିଏମଶ୍ରୀ ସରକାରୀ(ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ୨୦୨୫ ପାଳିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ପିଏମଶ୍ରୀ ସରକାରୀ(ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ୨୦୨୫ ଉତ୍ସବ ପାଳିତ ହୋଇଯାଇଛି l ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଜାଡରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ, ଆଭ୍ୟନ୍ତରିଣ ଅଂଚଳରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଜି ୩.୧ ଡିଗ୍ରି ରେକର୍ଡ କରିଛି ପାଣିପାଗ ବିଭାଗ । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ…
Read More...

ବ୍ରାହ୍ମଣୀଗାଁରେ ବିଶ୍ଵ ମାନବାଧିକାର ଦିବସ – ୨୦୨୫ ପାଳିତ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ବିଶ୍ଵ ମାନବାଧିକାର ଦିବସ -୨୦୨୫ ପାଳନ କରାଯାଇଛି ।  ଏହି ଅବସରରେ କନ୍ଧମାଳ ଜିଲ୍ଲା ଯୁଗ୍ମ ସଂଯୋଜକ ମନବାଧିକାର କର୍ମୀ ବିକ୍ରମ ବସ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ…
Read More...