Browsing Category
ଓଡିଶା
ଭେଜିପୁଟ ବଡ଼ ଦାଣ୍ଡରେ କାର୍ତ୍ତିକେଶ୍ୱର ପୂଜାମହା ସମାରୋହରେ ଆୟୋଜିତ…….
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ ଭେଜିପୁଟ ବଡ଼ଦାଣ୍ଡ ସାହିରେ ମହା ସମାରୋହରେ କାର୍ତ୍ତିକେଶ୍ୱର ପୂଜାର ଆୟୋଜନ କରାଯାଇଛି । ଗତ ୪ତାରିଖ ବଡ଼ ଏକାଦଶୀ ପଞ୍ଚୁକ ତିଥିରେ ଏହି ପୂଜା ଆରମ୍ଭ ହୋଇଥିଲା । ଏହା ଆସନ୍ତା ୧୧ ତାରିଖରେ ଭାଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି…
Read More...
Read More...
ଛାଡଖାଇ ପାଇଁ ଭଞ୍ଜନଗର ଆମିଷ ବଜାର ଚଳ ଚଞ୍ଚଳ……
ଅନୁସନ୍ଧାନ ଭାରତ(ବ୍ୟୁର): କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡଖାଇ ବୁଧବାର ଦିନ ପଡ଼ିଥିବାରୁ ଆମିଷ ଭକ୍ଷଣ କରିବା ପାଇଁ ସମସ୍ତେ ବ୍ୟାକୁଳ ହୋଇ ରହିଥିଲେ । ସକାଳ ପ୍ରହରରୁ ଭଞ୍ଜନଗର ଆମିଷ ବଜାରରେ ଲୋକମାନେ ପ୍ରବଳ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ସହରର ଅଧିକାଂଶ ଛକରେ ଆମିଷ…
Read More...
Read More...
ରାୟଗଡ ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତତା ସପ୍ତାହ ପାଳିତ…….
ଅନୁସନ୍ଧାନ ଭାରତ(ବ୍ୟୁର): ଆଜିକାର ସମାଜରେ ବଢି ଚାଲିଥିବା ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୋଇ ପାରୁନି । ଏହାକୁ ରୋକିବାରେ ଜନ ସଚେତତାର ଆବଶ୍ୟକତା ଅବସମ୍ଭାବି ହୋଇ ପଡ଼ିଛି । ଜନସଚେତନତା ନିମନ୍ତେ ରାଜ୍ୟ ସରକାରଙ୍କ…
Read More...
Read More...
ଦୁର୍ଗମ ଅଂଚଳ ଶ୍ରୀରାମପୁରରେ ସିଆରପିଏଫର ଜନ ସମ୍ପର୍କ ଶିବିର ଆୟୋଜିତ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ସିଆରପିଏଫ ୮ମ ବାଟାଲିଅନ ପକ୍ଷରୁ ଆଜି ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ଦୁର୍ଗମ ଅଂଚଳରେ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ କରାଯାଉଥିବା ଜଣାଇଛନ୍ତି…
Read More...
Read More...
ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଗୁଣପୁରର ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଯଥାରୀତି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହର ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ବନ।ଞ୍ଚଳ ଅଧିକାରୀ ଶ୍ରୀ ନୀଳମାଧବ ପାଢୀ ମୁଖ୍ୟ ଅତିଥି ଭାବେ…
Read More...
Read More...
ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱରଙ୍କ ପୂଜା ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିଞ୍ଜିଳିକାଟୁ ପୈାରାଚଂଳ କେଉଟ ସାହି ଠାରେ କାର୍ତ୍ତିକେଶ୍ୱର ପୂଜା ନୀତିକାନ୍ତି ସହ ପାଳନ କରାଯାଇଛି । ଏହି କାର୍ତ୍ତିକେଶ୍ୱର ପୂଜା ଉତ୍ସବ ପ୍ରତିବର୍ଷ…
Read More...
Read More...
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ପ୍ରଥମ ସାମର୍ଥ୍ୟ ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ସେହିଭଳି କଳା ଏବଂ କଳାକାରଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛନ୍ତି l ସେହିଭଳି କଳାକାରଙ୍କ ସାମର୍ଥ୍ୟ ଓ ଦକ୍ଷତାକୁ ମଧ୍ୟ ଗୁରୁତ୍ୱ ଦେଇଆସିଛନ୍ତି l ଏଥିନେଇ ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ଆଜି…
Read More...
Read More...
ରାସ୍ତା ଉପରେ ଗଛ ପଡ଼ି ଭାଙ୍ଗିଲା ବାଇକ…….
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହରର ବସଷ୍ଟାଣ୍ଡ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯିବା ରାସ୍ତାରେ ଏଲଆଇସି ଅଫିସ ଛକ ଠାରେ ଗୁରୁବାର ଅପରାହ୍ନ ସମୟରେ ଏକ ବିରାଟ କାକପୋଇ ଗଛ ପଡ଼ି ଗୋଟିଏ ବାଇକ ଭାଙ୍ଗି ଚୁରମାର ହେବା ସହ ମୁଖ୍ୟରାସ୍ତା ଅବରୋଧ ହୋଇଥିଲା । ସୂଚନା ମୁତାବକ ଉକ୍ତ ଗଛଟି…
Read More...
Read More...
ବଡକୋଦଣ୍ଡାରେ ସପ୍ତାହେ ବ୍ୟାପୀ ଭାଗବତ କଥା ଓ ପ୍ରବଚନ କାର୍ଯ୍ୟକ୍ରମ……
ଅନୁସନ୍ଧାନ ଭାରତ(ବ୍ୟୁର): ପୂଣ୍ୟ କାର୍ତ୍ତିକ ମାସରେ ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମ ବଡଦାଣ୍ଡରେ ଶ୍ରୀଶ୍ରୀ ପତିତ ପାବନ ପୂଜା କମିଟି ତରଫରୁ ସପ୍ତାହେ ବ୍ୟାପୀ ଭାଗବତ କଥା ଓ ପ୍ରବଚନ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ନୟାଗଡ ଜିଲ୍ଲା ଓଡଗାଁ ନିକଟସ୍ଥ କୁରାଳର ଦଧିବାମନ ବାବାଜୀ…
Read More...
Read More...
ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଉତ୍କଳ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି ଓ ସହାୟତା ଦାବୀ……
ଅନୁସନ୍ଧାନ ଭାରତ(ବ୍ୟୁର): ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ…
Read More...
Read More...