Browsing Category

ଓଡିଶା

ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ ଯୋଗ ଦେଇ ଉପସ୍ଥିତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଭାବ ବିନିମୟ କରିଥଲେ । ସରକାରୀ ନିର୍ଦ୍ଦେଶ…
Read More...

ବିଶ୍ୱ ସଂଖ୍ୟା ଲଘୁ ଦିବସ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ପ୍ରାଙ୍ଗଣ ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର କର୍ମକର୍ତ୍ତାଙ୍କୁ ନେ଼ଇ ବିଶ୍ଵସଂଖ୍ୟା ଲଘୁ ଦିବସ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା…
Read More...

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ବଳିଦାନ ଦିବସ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରା.ପ. ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି l ସହିଦ ରେଣ୍ଡୋ ମାଝୀ ଫାଉଣ୍ଡେସନ ଟ୍ରଷ୍ଟର ସହ ସଂପାଦକ ତଥା ଯୁବସମାଜ ସେବୀ ସୁଶୀଲ…
Read More...

ନବ ନିର୍ବାଚିତ ଡୁମୁରିପୁଟ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ସଭାପତି ନାରାୟଣ ବିଷୟୀଙ୍କ ଦାୟୀତ୍ବ ଗ୍ରହଣ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜ଼ିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ତଥା ନବ ନିର୍ବାଚିତ ଡୁମୁରିପୁଟ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି  ସଭାପତି ନାରାୟଣ ବିଶୋଇଙ୍କ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଡିଆରସିଏସ୍ଏସ୍ କାର୍ଯ୍ୟାଳୟରେ ଦଳୀୟ ନେତା ଏବଂ ସମର୍ଥକମାନଙ୍କ…
Read More...

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ……..

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଦୁଇଦିନିଆ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗତକାଲି ସେ ଗୋପାଳପୁର, କମର୍ଦ୍ଧା, ପିପଲପଡା, ଯୋଡାବନ୍ଧ ଗସ୍ତ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ…
Read More...

ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଗୁଣୁପୁର ମହାବିଦ୍ୟାଳୟରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ମହାବିଦ୍ୟାଳୟ ପରିସରରେ ବନ୍ଦେ ଉତ୍କଳ ଜନନୀର ରଚୟତା ତଥା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅନୁଷ୍ଠିତ ଯାଇଛି । ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ଏବଂ ଗୁଣପୁର ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ସଭାପତି ଭାବେ…
Read More...

ଏଚ୍.ଡି.ଏଫ୍.ସି ବ୍ୟାଙ୍କର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଆଜି ଏଚ୍.ଡି.ଏଫ୍.ସି  ବ୍ୟାଙ୍କର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ତମ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି…
Read More...

କିଡସ୍ ଜୀ ଗୁଣପୁର ବାର୍ଷିକ କ୍ରୀଡା ମହୋତ୍ସବ-୨୦୨୨ ଅନୁଷ୍ଠିତ………

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ଉପଖଣ୍ଡ ସ୍ଥିତ କିଡସ୍ ଜୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ରଘୁନାଥ ଗମାଙ୍ଗ ବିଧାୟକ ଗୁଣପୁର ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ ଉଦଘାଟନ କରି…
Read More...

ଓଡ଼ିଶାରେ ସର୍ବାଧିକ ଶୀତ ଅନୁଭୁତ ସହର ଭାବେ ଓଡିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରି ପ୍ରଥମ…….

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଥରେ ସାରା ଓଡ଼ିଶାରେ ସର୍ବାଧିକ ଶୀତ ଅନୁଭୂତ ଓଡିଶାର ଦାର୍ଜିଲିଂଗ ଘୁ.ଉଦୟଗିରି ପ୍ରଥମ ସ୍ଥାନ ଅଧିକାର କରିଛି l ଶୀତଋତୁର ଅନୁଭୂତି ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି l କନ୍ଧମାଳ ଜିଲ୍ଲାର ଶୀତୁଆ ପରିବେଷ ସହ…
Read More...

ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରମିତ ନାୟକଙ୍କୁ ୩୯ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ,…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରମିତ ନାୟକ ତୁମୁଡିବନ୍ଧ ବ୍ଲକ ଶିକ୍ଷା ବିଭାଗ ପାଇଁ ଏକ ଖୁସିର ସମାଚାର ଆଣିବାରେ ସକ୍ଷମ ହୋଇଛନ୍ତି l ସରକାରୀ ଉଚ୍ଚ ବିଦ୍ୟାଳୟ ସୁଗୁଡାବାଡି ରାଇକିଆ…
Read More...