Browsing Category

ଓଡିଶା

ତୃତୀୟ ଦିନରେ ସୁଭଦ୍ରା ଶକ୍ତି ମେଳାରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ପାରଳାଖେମୁଣ୍ଡି,(ପ୍ରବୀଣ କୁମାର ଲିମା): ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ତୃତୀୟ ଦିନରେ  ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,…
Read More...

ବାବା ଶ୍ରୀ ମୁକ୍ତେଶ୍ଵରଙ୍କ ମନ୍ଦିର ଓ ହନୁମାନ ବିଗ୍ରହ ପ୍ରତିଷ୍ଠା, ବ୍ରାହ୍ମଣୀଗାଁ ଉତ୍ସବ ମୁଖର….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ବାବା ଶ୍ରୀ ମୁକ୍ତେଶ୍ଵରଙ୍କ ଶିବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ କଳସ ଯାତ୍ରା ଓ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l…
Read More...

ଦାରିଙ୍ଗବାଡି ବ୍ଲକରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ, ପ୍ରଥମ ଦିନ ରେ ୮୫୩ରୁ ୩୦…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର  ବ୍ରାହ୍ମଣୀଗାଁ ୠଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦାରିଙ୍ଗବାଡି ଡ଼.ବି ଆର୍ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଦିନ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ଏହି ଦୁଇଟି…
Read More...

ଦାରିଙ୍ଗବାଡି ବ୍ଲକରେ ମାଟ୍ରିକ ପରୀକ୍ଷା ଦେଲେ ୧୬୨୫, ଅନୁପସ୍ଥିତ ୩୮…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକର ୧୦ ଗୋଟି ପରୀକ୍ଷା କେନ୍ଦ୍ରରେ ୧୬୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ପ୍ରଥମ ଦିନରେ ୧୬୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ…
Read More...

ଇସାରା ଅନୁଷ୍ଠାନ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଆଜି ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ବାୟାଗୁଡା ଗ୍ରାମରେ "ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି" ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମର ଯୁବ ଗୋଷ୍ଠୀ ପ୍ରାକୃତିକ…
Read More...

କୋଟଗଡ ବ୍ଲକରେ କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ….

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ସୁରଦା ପ୍ରଧାନଙ୍କ ଆଭାନ କ୍ରମେ କୋଟଗଡ଼ ବ୍ଳକର ସମସ୍ତ ନେତା, ପୁର୍ବତନ ସଭାପତି, ଉପସଭାପତି ଏବଂ ଯୁବ କଂଗ୍ରେସ କର୍ମୀମାନେ ଉକ୍ତ ବୈଠକରେ ଯୋଗଦେଇ ଥିଲେ l ଏହି ବୈଠକରେ ସଂଗଠନକୁ ଅଧିକ କାର୍ଯ୍ୟକ୍ଷମ କରିବା…
Read More...

କୋଟଗଡରେ ପଲିଥିନ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ମାର୍କେଟରେ ଦୋକାନ ଦୋକାନ ବୁଲି ବ୍ଲକ ପ୍ରଶାସନ ପକ୍ଷରୁ ପଲିଥିନ ବର୍ଜନ ପାଇଁ ସଚେତନତା କରାଯାଇଛି । ପଲିଥିନ ବ୍ୟବହାର ବନ୍ଦ କରି ପେପର, ନନ ଓଭେନ ବ୍ୟାଗ ଉପରେ ଗୁରୁତ୍ବ ଦେବାକୁ କୋଟଗଡ ବିଡିଓ ଶୁଭକାନ୍ତ ନାୟକ, ତହସିଲଦାର ଭୋଳାନାଥ…
Read More...

ଗଜପତି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା -୨୦୨୬ ଉଦଘାଟିତ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଯାଇଛି । ଉକ୍ତ ମେଳା ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବାବେଳେ…
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ରାଜ୍ୟର ଦମ୍ପତି……

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ଗଜପତି ଜିଲ୍ଲାରୁ ୭୯ ଓ ୮୦ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ(ଭା.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ଉତ୍ତର ପ୍ରଦେଶ  ରାଜ୍ୟର ଏକ ଦମ୍ପତିଙ୍କୁ  ହସ୍ତାନ୍ତର କରିଛନ୍ତି । ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି…
Read More...

ଆରମ୍ଭ ହେଲା ଖ୍ରୀଷ୍ଟ ସମ୍ପ୍ରଦାୟର ୪୦ ଦିନର ତପସ୍ୟା ଓ ଉପବାସ, ବ୍ରାହ୍ମଣୀଗାଁରେ ଭସ୍ମ ବୁଧବାର ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କ୍ୟାଥଲିକ ଖ୍ରୀଷ୍ଟ ସମ୍ପ୍ରଦାୟର  ରୀତି ଓ ପରମ୍ପରା ଅନୁଯାଇ ବିଭିନ୍ନ  ଚର୍ଚ୍ଚଗୁଡିକରେ ଭସ୍ମ ବୁଧବାର ପାଳନ କରାଯାଇଅଛି । ଏହି ବୁଧବାର ଠାରୁ ଗୁଡ଼ ଫ୍ରାଇ ଡେ ପର୍ୟ୍ୟନ୍ତ ପ୍ରାୟ ୪୦ ଦିନ ପ୍ରତ୍ୟେକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପବାସ ପ୍ରାର୍ଥନା, ତପସ୍ୟା, ଦାନ,…
Read More...