Browsing Category
ଓଡିଶା
ମହାପ୍ରୟାଣ ଏବଂ ଆମ୍ବୁଲାନ୍ସ ସେବା ସ୍ବାଭାବିକ ଦାବି, ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଥିବା ଶବବୁହା (ମହାପ୍ରୟାଣ) ଗାଡ଼ିର ଯାନ୍ତ୍ରିକ ତ୍ରୁଟି ରହିଥିବା ବେଳେ ତାହା ସାଧାରଣ ଲୋକଙ୍କୁ ସେବା ଯୋଗାଇ ପାରୁନି । ଏହା ସହ ଗାଡିର ଚାଳକ ମଧ୍ୟ ନାହାନ୍ତି । ଫଳରେ ଘରୋଇ ଶବବୁହା ଗାଡି ଉପରେ ଲୋକଙ୍କୁ ନିର୍ଭର କରି ଅଧିକ…
Read More...
Read More...
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…..
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ତଥା ୧୨ ଗୋଟି କ୍ଲୋଷ୍ଟରର ୨୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ବରିଷ୍ଠ ଓ ଗରିଷ୍ଠ ବିଭାଗରେ ବିତର୍କ, ପ୍ରବନ୍ଧ, କୁଇଜ୍…
Read More...
Read More...
ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ ୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ବାପୁନିବୁଡି ଗ୍ରାମରେ କାର୍ତ୍ତିକ ଶେଷ ସୋମବାର ଉପଲକ୍ଷ ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ କାଶୀନଗର…
Read More...
Read More...
ପ୍ରଧାନ ଶିକ୍ଷକ ରବିନ୍ଦ୍ର ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା….
ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗେରେଡା କ୍ଲଷ୍ଟର ଅନ୍ତର୍ଗତ କେପିଟି ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ସ୍ତରୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗେରେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ପ୍ରଧାନଙ୍କୁ…
Read More...
Read More...
ଭୂମୀ ହିନଙ୍କୁ କେବେ ମିଳିବ ଗୃହ? ପଲିଥିନ୍ ଭରଷାରେ ବିତୁଛି ଜୀବନ, ଆବାସ ଗୃହ ନିମନ୍ତେ ନିବେଦନ…
ଦାରିଙ୍ଗବାଡି(ଆଶୋକ ସିଂ): ମନୁଷ୍ୟ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ଓ ବାସଗୃହର ନିତାନ୍ତ ଆବଶ୍ୟକତା ରହିଛି l ସରକାର ମଧ୍ୟ ଏହି ମୌଳିକ ଆବଶ୍ୟକତାକୁ ପୁରଣ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି କୋଟି କୋଟି ଆର୍ଥ ବ୍ୟୟ ବରାଦ କରୁଛନ୍ତି l କିନ୍ତୁ କେତେକ ବିଶେଷ କାରଣରୁ ପ୍ରକୃତ…
Read More...
Read More...
ଗାଇବା ପଞ୍ଚାୟତରେ ମନ୍ଥାର ପ୍ରଭାବ…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ମନ୍ଥାର ପ୍ରଭାବ ଗୁମ୍ମା ବ୍ଲକର ଅନେକ ଗ୍ରାମରେ ଦେଖିବାକୁ ମିଳିଛି l ମନ୍ଥା ଦୁର୍ବଳ ହୋଇଥିଲେ ମଧ୍ୟ କିଛି ପ୍ରଭାବ ଛାଡ଼ି ଯାଇଛି l ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ଅଂଶୁମାନ କର(47)ଙ୍କ ଘର ଭୁଷୁଡ଼ି ଯାଇ ଥିବା…
Read More...
Read More...
ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ଓ ଗଣ ଦୌଡ଼ କାର୍ଯକ୍ରମ ଅନୁଷ୍ଠିତ…
ଦାରିଙ୍ଗବାଡି(ଆଶୋକ ସିଂ): ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀକୁ ଓଡ଼ିଶା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି l…
Read More...
Read More...
କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଆଲୋଚନା ଚକ୍ର…
ଭଞ୍ଜନଗର(ନିଲୁ ବିଷୋୟୀ): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଂପର୍କିତ ଆଲୋଚନା ଚକ୍ର ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...
Read More...
ବାତ୍ୟା ମୋନ୍ଥା ପ୍ରଭାବରେ କଳିଙ୍ଗିଆ ଘାଟିର ଭୁସ୍କଳନ ସ୍ଥାନରେ ଖସିପଡ଼ି ଥିବା ମାଟି ଓ ପଥରକୁ ହଟାଇବାକୁ ପ୍ରଶାସନର…
ଘୁ.ଉଦୟଗିରି(ଅନୁସନ୍ଧାନ ଭାରତ: କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଭୁସ୍ଖଳନ ସ୍ଥାନରେ ବାତ୍ୟା ମୋଁଥାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗତ ୪୫ ଦିନ ଧରି ନିର୍ମାଣ ହୋଇଥିବା କାମ କିଛି ଭୁଶୁଡି ଯାଇ ସେହି ସ୍ଥାନରେ ମାଟି ଅତଡ଼ା ଓ ପଥର ଗଦା ହୋଇଥିବାର ଦେଖିବାକୁ ମିଳିଛି l…
Read More...
Read More...
ଜଳବନ୍ଦୀରେ ଜୀବା ପଞ୍ଚାୟତର ଉପଲସିଂ ବାସୀ….
ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବାତ୍ୟା ମନ୍ଥାର ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷାରେ ଜୀବା ପଞ୍ଚାୟତ ସ୍ଥିତ ଉପଲସିଂବାସୀ ସମ୍ପୂର୍ଣ ଜଳବନ୍ଦୀରେ ରହିଛନ୍ତି । ଏହା ବିଶେଷ କରି ଗୁମ୍ମାଗଡ଼ା ପାର୍ଶ୍ୱରେ ବସବାସ କରୁଥିବା ତଳିଆ ଅଂଚଳର…
Read More...
Read More...