Browsing Category

ଓଡିଶା

ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା କର୍ମଶାଳା” ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ " ଆମ ସଂସ୍କୃତି ଆମ ଖେଳନା ୨୦୨୨-୨୩ " କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂସ୍କୃତି ରତ୍ନ ନାରାୟଣ ମହାରଣା, ସମ୍ମାନିତ ଅତିଥି ରୂପେ…
Read More...

ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜର ୨୨ ତାଲୁକା ସାଧାରଣ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ବକର୍ମା ଜାତି ସମାଜର ପ୍ରତ୍ୟେକ ପରିବାର ମଧ୍ୟରେ ସୁସମନ୍ୱୟ ଓ ସହଯୋଗ ରହିଲେ ଆମ ବିଶ୍ବକର୍ମା ସମାଜର ଉନ୍ନତି ହେଇ ପାରିବ। ଏହାସହ ଆମ ମାନଙ୍କ ମଧ୍ୟରେ ଆମର ଉତ୍ତର ପିଢିଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…
Read More...

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ (ସ୍ଵୟଂଶାସିତ)ରେ ଇତିହାସ ବିଭାଗର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଅଧିନସ୍ଥ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ (ସ୍ଵୟଂଶାସିତ), ପରିସରରେ ମଙ୍ଗଳବାର ପ୍ରାତଃ ୭ ଘଣ୍ଟା ସମୟରେ ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ଇତିହାସ ବିଭାଗ ତରଫରୁ "'ମୋବାଇଲର ଅପବ୍ୟବହାର " ଶୀର୍ଷକ ଏକ ସମ୍ପ୍ରସାରଣ ତଥା…
Read More...

ବୁଗୁଡ଼ା ଠାରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ସମ୍ବର୍ଦ୍ଧନା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ବୁଗୁଡା ଠାରେ ୧୯୮୯ ରେ ସ୍ଥାପିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଗତ ୨୩.୪.୨୦୨୩ ଦିନ ପିପୁଲସ କଲେଜ ବୁଗୁଡା, ଗଞ୍ଜାମ ପରିସରରେ ପ୍ରତିଭା ସମ୍ବର୍ଦ୍ଧନା ସଭା ଏବଂ "ମୁଁ ବି ଜଣେ ଲେଖକ/ଲେଖିକା" ଶିର୍ଷକ ଆଲୋଚନାଚକ୍ର ଏବଂ…
Read More...

ହିଞ୍ଜିଳିକାଟୁରେ ଜିଲ୍ଲାସ୍ତରୀୟ ଅଖୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆମ ରାଜ୍ୟ ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ଏବଂ ଧାନ ଚାଷ ଆମ କୃଷି ପରମ୍ପରାର ପ୍ରମୁଖ ଅଂଶ । ପ୍ରତିବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ବା ଅକ୍ଷୟ ତୃତୀୟାରେ ଚାଷୀମାନେ ଧାନ ବିହନ ବୁଣି ରବି ଋତୁର ଧାନ ଚାଷ ପ୍ରକ୍ରିୟା ପ୍ରାରମ୍ଭ କରିଥାନ୍ତି । ଏହି…
Read More...

ଲାଞ୍ଜିଗଡ ଠାରେ କରାଟେ ସ୍କୁଲ ବେଲ୍ଟ ପରୀକ୍ଷାଅନୁଷ୍ଠିତ, ୨୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଶୋକୋକାଇ ସିଟୋରିଓ କରାଟେ ଜାତୀୟ ଚିପ୍ ଟେକନିକାଲ ଡ଼ାଇରେକ୍ଟର ତଥା ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ ଡନ୍ ବ୍ଲାକ ବେଲ୍ଟ ହନସୀ ଡ଼. ହରି ପ୍ରସାଦ ପଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଉତ୍କଳ କରାଟେ ସ୍କୁଲ ଲାଞ୍ଜିଗଡ ଶାଖା ତଥା ଲାଞ୍ଜିଗଡ ଉତ୍କଳ…
Read More...

ଧୋବାଡ଼ି ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଏଚଡିଏଫସି ବ୍ୟାଙ୍କ-ସିଇଇ ପ୍ରକଳ୍ପ "ପ୍ଲାଷ୍ଟିକ ଓ ଶୁଖିଲା ବର୍ଜ୍ୟବସ୍ତୁ ମୁକ୍ତ ଗ୍ରାମୀଣ ଓ ସହରାଞ୍ଚଳ" ସହଯୋଗରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଧୋବାଡ଼ି ଗ୍ରାମପଞ୍ଚାୟତରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମକୁ…
Read More...

ଓଡିଆ ଭାଷାରେ ନାମ ଫଳକ ଲିପିବଦ୍ଧ ନିମନ୍ତେ ଗଜପତି ଜିଲ୍ଲାରେ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାଯ୍ୟାଳୟ କକ୍ଷ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ…
Read More...

ଆନ୍ତର୍ଜାତିୟ ଗଣିତ ଅଲିମ୍ପିଆଡ଼ରେ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ବି.କେ ଜୟନ୍ତ ଶ୍ରେଣୀ ଟପର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅନ୍ତର୍ଜାତୀୟ ଗଣିତ ଅଲମ୍ପିଆଡର ଫୁଲବାଣୀ ସ୍ଥିତ କେନ୍ଦ୍ରୟ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଷଷ୍ଠ ଶ୍ରେଣୀର ଛାତ୍ର ବି.କେ ଜୟନ୍ତ(କ୍ରିଷ୍ଣା)୨୦୨୨-୨୩ ବର୍ଷର ଶ୍ରେଣୀ ଟପ୍ପର ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବି.କେ ଜୟନ୍ତ ଉକ୍ତ…
Read More...

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଡାକ୍ତର ଆଶିଷ କୁମାର ପାଣିଗ୍ରାହୀ, ଡାକ୍ତର ଧର୍ମେଷ ଦଳେଇ, ପୂର୍ଣଚନ୍ଦ୍ର ମହା ପାତ୍ର, ବିଭୁ ପ୍ରସାଦ ବେହେରା ଏବଂ ବହୁ ଆଶା କର୍ମୀଙ୍କୁ ନେଇ…
Read More...