Browsing Category

ଓଡିଶା

ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ କରକମଳରେ ବରିଷ୍ଠ କବି ହର୍ଷଦା ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ କବିତା…

ଅନୁସନ୍ଧାନ ଭାରତ(ବ୍ୟୁର): ଆମ ଏହି ମାଟିର ମଣିଷ ଟିଏ ଯାହାଙ୍କ ଶବ୍ଦ ର ସଂଯୋଜନା ରେ ପୁଲକିତ ହୁଏ ମନର ଚେତନାର ବନହିଁ, ଯିଏ ଓଡ଼ିଆ ଭାଷା ସାହିତ୍ୟର ଶବ୍ଦ କୋଷର ଶଦ୍ଦ ପେଢ଼ିକୁ ଖୋଲି ଲେଖନୀ ମୁନରେ ପରିସ୍ଫୁଟିତ କରିଥିବା କାବ୍ୟ ଓଡ଼ିଆ ଭାଷା ଓ ଓଡ଼ିଆ ମାଟି କୁ ରୁଦ୍ଧିମନ୍ତ କରିଛି ସେହି…
Read More...

ହିଞ୍ଜିଳି ଥାନାରେ ବିଦାୟ ଏବଂ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାରେ ବିଦାୟ ଏବଂ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ ବର୍ଷ ହିଞ୍ଜିଳି ଥାନାଧିକାରୀ ଭାବରେ କାର୍ଯ୍ୟ କରିଥିବା ଅଭିମନ୍ୟୁ ଦାସଙ୍କ କମିଶନରେଟ ପୁଲିସକୁ ବଦଳି ହେବା ପରେ ନୂତନ ଥାନାଧିକାରୀ ଭାବରେ ଶ୍ରୀନିବାସ…
Read More...

ଧରାକୋଟ ତାଲୁକା ସ୍ତରୀୟ ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ମୁଣ୍ଡମରାଇ ନିକଟସ୍ଥ ହିରାଖଣ୍ଡି ସ୍ଥିତ ସ୍ଥାୟୀ ବିଶ୍ଵକର୍ମା ମନ୍ଦିର ପୀଠରେ ଧରାକୋଟ ତାଲୁକା ସ୍ତରୀୟ ବଢେଇ ସମାଜର ୪୫ ତମ ପୂଜା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ତାରିଣୀ ଚରଣ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ…
Read More...

“ଇଣ୍ଡିଆନ ସ୍ୱଚ୍ଛତା ଲିଗ” ସମର୍ଥିତ ସଫେଇ କାର୍ଯ୍ୟକ୍ରମ ଘୁ.ଉଦୟଗିରି ଏନ.ଏ.ସି ଦ୍ୱାରା…

ଅନୁସନ୍ଧାନ ଭାରତ(ବ୍ୟୁର): ଇଣ୍ଡିଆନ ସ୍ୱଚ୍ଛତା ଲିଗ ଦ୍ୱାରା ସମର୍ଥିତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସହରର ବିଭିନ୍ନ୍ନ ୱାର୍ଡ଼ରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ସଫେଇ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ କରି ଏକ ସୁସ୍ଥ ସମାଜ ଗଢ଼ି…
Read More...

ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ କମିଶନରେଟ ପୁଲିସକୁ ବଦଳି ପରେ ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଥାନାଧିକାରୀ ଭାବରେ ଶ୍ରୀନିବାସ ସେଠୀ ରବିବାର ପୂର୍ବତନ ଥାନାଧିକାରୀ ଶ୍ରୀ ଦାସଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ଅଧିବେଶନ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାକକ୍ଷରେ ଏକାଦଶ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଧିବେଶନ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘପରିଚାଳନା କରିଥିଲେ I ପରିଷଦରେ ଥିବା ୧୩ ଗୋଟି ୱାର୍ଡ଼ର ବିଭିନ୍ନ ଉନ୍ନୟନ…
Read More...

କଳିଙ୍ଗ ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ…
Read More...

ବିଭିନ୍ନ ଦାବୀ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶିକ୍ଷକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ I ୩ଦଫା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଶିକ୍ଷକ ସଂଘ । ସଂଘର ଦାବି ଅନୁଯାୟୀ, ପ୍ରାଥମିକ…
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ କର୍ମଶାଳ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସଂପର୍କୀତ ପ୍ରଧାନ ଶିକ୍ଷକମାନଙ୍କ ଏକ ଅଭିମୁଖୀ କରଣ କର୍ମଶାଳା ଆଜି ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଇଓ ଲିଙ୍ଗରାଜ ସ୍ବାଇଁ, ଏବିଇଓ ପ୍ରଦୀପ…
Read More...

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଗୁରୁ ଦିବସ ମିଳିତ ଶିକ୍ଷକ ସଂଘ ତରଫରୁ ପାଳନ ହୋଇଯାଇଛି । ଶିକ୍ଷକ ସଂଘ ସଭାପତି ସୁକୃ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା…
Read More...