Browsing Category

ଓଡିଶା

ଛାମୁଣ୍ଡା ଅଞ୍ଚଳ କୁର୍ମୀ କ୍ଷତ୍ରିୟ ସଂସ୍ଥା ପକ୍ଷରୁ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥାର ପୂର୍ଣ୍ଣାଙ୍ଗ ବୈଠକ ସଭାପତି  ଅକ୍ଷୟ କୁମାର ଦଳବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କୁଳର ଜାତୀୟ ପତାକାକୁ ସଭାପତି…
Read More...

ପବନଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ର ମଣି କଂହର…

ବାଲିଗୁଡା(ସିଵନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ପବନଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନବନିର୍ବାଚିତ ବିଧାୟକ ଚକ୍ର ମଣି କଂହର । ଚଳିତ ବର୍ଷ ନିର୍ବାଚନରେ ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବା ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳିରେ ଚକ୍ର ମଣି କଂହର ବିଜେପି ଓ…
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର….

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଲୀ ଗ୍ରାମ ପଞ୍ଚାୟତର ଡକାରୀ ଗାଁର ଅଖିଳ ପ୍ରଧାନୀ ନାମକ ଯୁବକ ମୋଇଁଷି ଖଜିବାକୁ ଯାଇ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହେଇଛନ୍ତି । ଯୁବକଙ୍କ ଆକ୍ରମଣ ଖବର ପାଇବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଥିଲେ l ଯୁବକଙ୍କୁ…
Read More...

ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ୩ ଦିନ ବ୍ୟାପି ହେବାକୁ ଥିବା ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ…
Read More...

ବିଭିନ୍ନ ଦାବି ନେଇ ବିଧାୟକଙ୍କୁ ସ୍ମାରକପତ୍ର, ପୁଣି ଜୋର ଧରିଲା ଘୁମୁସର ଜିଲ୍ଲା ଗଠନ ଦାବି…

ଭଞ୍ଜନଗର(ନିଲୁ ବିଷୋୟୀ): କିଛି ମାସର ନୀରବତା ପରେ ପୁଣି ଥରେ ଘୁମୁସର ଜିଲ୍ଲା ଗଠନ ଦାବି ଜୋର ହୋଇଛି। ଜିଲ୍ଲା ଗଠନ ସମେତ ବିଭିନ୍ନ ଦଫା ଦାବି ନେଇ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ଘୁମୁସର ବିକାଶ ପରିଷଦ ଓ ଘୁମୁସର ବାହିନୀ କର୍ମକର୍ତ୍ତାମାନେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ…
Read More...

ଆମ୍ବୁଲାନ୍ସ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ…..

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦରେ ଏକ ମର୍ମାନ୍ତ ଦୁର୍ଘଟଣା ଘଟି ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ବାଲିଗୁଡାରୁ ବ୍ରହ୍ମହପୁର ବଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଏକ…
Read More...

ଭଞ୍ଜନଗର ବ୍ଳକ ଢିହପଢାଳ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଓଷ୍ଟାର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ…

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଷ୍ଟାର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଭଞ୍ଜନଗର ବ୍ଳକ ଢିହପଢାଳ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି…
Read More...

ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ, ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ବିଧାୟକ ପ୍ରଫୁଲ୍ଲ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରପ୍ୟାଜୟନ୍ତି ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ଦୁଗୁଡ଼ି ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର…
Read More...

ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଘୁ.ଉଦୟଗିରି ଗସ୍ତ, ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପାଇଁ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ଘୁ.ଉଦୟଗିରି ଗସ୍ତରେ ଆସି ଥିଲେ l ଏହି ଗସ୍ତ ବେଳେ ନବନିର୍ବାଚିତ ବିଧାୟକ ସ୍ଥାନୀୟ ପିଡବ୍ଲୁଦି ବଙ୍ଗଳା ଠାରେ ଅଂଚଳର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ପ୍ରେସ କ୍ଲବର…
Read More...

ଘୁ.ଉଦୟଗିରିର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ଯୋଗ ଦିବସରେ ସାରା ବିଶ୍ୱ ଆଜି ଯୋଗ ମୟ ହୋଇଥିବା ବେଳେ ଘୁ.ଉଦୟଗିରି ପତଞ୍ଜଳି ଯୋଗ ସମିତି, ଏନଏସି, ବ୍ଲକ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। ଶାରୀରିକ, ମାନସିକ ଏବଂ ଆଧ୍ଯାତ୍ମିକ ସୁସ୍ଥତା କୁ ଉପଲବ୍ଧ କରି ଦୈନିକ ଯୋଗ,…
Read More...