Browsing Category
ଓଡିଶା
ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତରଫରୁ ଲକ୍ଷପତି ଦିଦି ଉପରେ କର୍ମଶାଳା ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ସ୍ଥିତ ସଦଭାବନା ଗୃହ ଠାରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ହେବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଓ ବ୍ଲକ ଅଧକ୍ଷା ନମିତା ମାଝୀ ଯୋଗ…
Read More...
Read More...
ନୂଆଗାଁ ବ୍ଲକ ସ୍ୱାଧୀନତା ଦିବସ ପାଈଁ ପ୍ରସ୍ତୁତି ବୈଠକ…
ନୟାଗଡ଼( ରତ୍ନାକର ହୋତା ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି ୧୨ ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ, ହାଇସ୍କୁଲ, ଉଚ୍ଚ…
Read More...
Read More...
ଗରିବ ଛାତ୍ର-ଛାତ୍ରୀମାନଙ୍କୁ ପାଠ୍ୟସାମଗ୍ରୀ ବିତରଣ….
ନୁଆପଡ଼ା(ବିରବଲ ପ୍ରଧାନ): ମାନବ ଧର୍ମର ପ୍ରଣେତା ସଦ୍ଗୁରୁଦେବ ଶ୍ରୀ ସତପାଲ ଜୀ ମହାରାଜଙ୍କ ଦିବ୍ୟ ନିର୍ଦ୍ଦେଶାନୁକ୍ରମେ ତା.୦୫.୦୮.୨୦୨୪ ରିଖ ଦିନ ନୂଆପଡ଼ା ଜିଲ୍ଲା ଅଧୀନସ୍ଥ ସିରତୋଲ, ଲକ୍ଷ୍ମୀନଗର ସ୍ଥିତ 'ମାନବ ଉତ୍ଥାନ ସେବା ସମିତି' ଆଶ୍ରମର ମହାମ୍ ଶ୍ରୀ ଅଜପାନନ୍ଦ ଜୀଙ୍କ…
Read More...
Read More...
ନୀଳଜି ସରସ୍ବତୀ ଶିଶୁମନ୍ଦିର ନୂତନ ପରିଚାଳନା କମିଟି ଗଠନ…
ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ଶିଶୁମନ୍ଦିରର ପରିଚାଳନା କମିଟି ଓଡିଶା ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତା ତଥା ନୂଆପଡା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଯୁବରାଜ କୁଦେଇଙ୍କ ତତ୍ୱବଧାନରେ ଗଠିତ ହୋଇ ଯାଇଛି । ଏହି ନୂତନ ପରିଚାଳନା…
Read More...
Read More...
ଗୋଲାମୁଣ୍ଡା ବିଡ଼ିଓ ଭାବେ ଯୋଗଦେଲେ ଶ୍ରୀଧର ପଣ୍ଡା…
ଗୋଲାମୁଣ୍ଡା (ଅଶ୍ବିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ବିଡ଼ିଓ ପଦବୀ ଖାଲି ପଡିଥିଲା l ନୂତନ ବିଡ଼ିଓ ଭାବେ ଶ୍ରୀଧର ପଣ୍ଡା ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ପୂର୍ବରୁ…
Read More...
Read More...
ବାଣିଗୋଛା ଥାନାରେ ନୂତନ ଥାନାଧିକାରିଙ୍କ କାର୍ଯ୍ୟଭାର ଗ୍ରହଣ…
ନୟାଗଡ଼(ରତ୍ନାକର ହୋତା): ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବାଣିଗୋଛା ଥାନାରେ ନୂତନ ଥାନାଧ୍ୱକାରୀ ଭାବେ ଅନିତା ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ସେ ନୟାଗଡ଼ ସଦର ଥାନା ଅଧିକାରୀ ରୁପେ କାର୍ଯ୍ୟ କରୁଥିଲେ । ସୁଚନା ଯୋଗ୍ୟ ଯେ, ବାଣିଗୋଛା ଭଳି ଏକ ଆଦିବାସୀ…
Read More...
Read More...
ଖୁବ ଶୀଘ୍ର ଲାଗୁ ହୋଇପାରେ ପେଶା ଆଇନ
ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହୋଇପାରେ ପେଶା ଆଇନ। ସୁପ୍ରିମକୋର୍ଟଙ୍କ ରାୟର ୨୭ ବର୍ଷ ପରେ ରାଜ୍ୟରେ ପେଶା ଆଇନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ…
Read More...
Read More...
ସାପ କାମୁଡାରେ କାଉଡିଆ ମୃତ
ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହିମାଂଶୁ ମାଝି। ତାଙ୍କ ଘର ଧାମନଗର ଥାନା ଅନ୍ତର୍ଗତ ପାଟୁଲିରେ ବୋଲି ଜଣାଯାଇଛି।
ଆଜି ସକାଳେ ହିମାଂଶୁ ଓ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଜଳଲାଗି ପାଇଁ…
Read More...
Read More...
ପୁଣି ଅଧ୍ୟକ୍ଷ ପଦ ଅକ୍ତିଆର କଲେ ଗୋଲାମୁଣ୍ଡା ବ୍ଲକର ଯୁବ ନେତା ବିନ୍ଦୁ ମହାନନ୍ଦ…
ଗୋଲାମୁଣ୍ଡ(ଅଶ୍ୱିନ ମଲ୍ଲିକ): ପୁଣି ନିଜ ଅଧ୍ୟକ୍ଷ ପଦ ଫେରି ପାଇଲେ କଳାହାଣ୍ଡି ଜିଲ୍ଲାର ଯୁବ ଓ ଚର୍ଚ୍ଚିତ ଚେହେରା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଗତ ଅକ୍ଟୋବର ମାସରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ…
Read More...
Read More...
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ..
ଭବାନୀପାଟଣା (ତୁଳମଣି ନାଗ): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ୍ ଚକମାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ…
Read More...
Read More...