Browsing Category

ଓଡିଶା

ୟୁନିୟନ ବଜେଟ ୨୦୨୪-୨୫ ର ପାଠଚକ୍ର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଜଗନ୍ନାଥ ପ୍ରସାଦ ବ୍ଳକ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ବଦ୍ରି ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ୟୁନିୟନ ବଜେଟ ୨୦୨୪-୨୫ର ପାଠଚକ୍ର ଉଦଘାଟିତ ହୋଇଯାଇଛି । ଯୋଜନା ଅଧିକାରୀ ଅଧ୍ୟାପକ ସୁଧୀର କୁମାର…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର! ଅଳ୍ପକେ ବର୍ତିଲେ ଦୁଇ ପରିବାର….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଲଘୁଚାପ ଜନିତ ବର୍ଷା ଲାଗିଥିବା ବେଳେ ଗତକାଲି ସନ୍ଧ୍ୟା ୬ ଟା ସମୟରେ ତିନି ଘଣ୍ଟା ଧରି ଅନବରତ ବର୍ଷା ଲାଗିରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତର ଶ୍ରୀରାମପଡାର ଦିଲର୍ଶନ ବଗର୍ତିଙ୍କ ଘର ଭାଙ୍ଗିଯାଇଥିବା ଅଭିଯୋଗ…
Read More...

କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀଙ୍କୁ ରାଜପଥ ସଂପ୍ରସାରଣ ପାଇଁ ଦାବିପତ୍ର…

ଗୁଣପୁର(ସୁନିଲ୍ କୁମାର ସାବତ): ବିଭିନ୍ନ ରାଜପଥକୁ ସଂପ୍ରସାରଣ କରି ଗୁଣପୁର ରାୟଗଡା ଓ ଭବାନୀପାଟଣା ସହ ଯୋଡିବାକୁ ଦାବି କରିଛି ଗୁଣପୁର ନବ ନିର୍ମାଣ ସମିତି । ସମିତିର କର୍ମକର୍ତ୍ତାମାନେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ…
Read More...

ଯାତ୍ରୀଙ୍କ ପାଇଁ ବିପଦ ବଢ଼ାଉଛି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବାଣୀବିରୀଘାଟି…

ନୟାଗଡ଼(ରତ୍ନାକର ହୋତା): ଯାତ୍ରୀଙ୍କ ପାଇଁ ବିପଦ ପାଲଟୁଛି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ବାଣୀବିରୀ ଘାଟି ।ଦୈନଦିନ ଏହି ରାସ୍ତା ଉପରେ ହଜାର ହଜାର ଗାଡ଼ି ମଟର ଯିବା ଆସିବା କରେ । କାରଣ ଏହି ରାସ୍ତା ଖୋର୍ଦ୍ଧା -…
Read More...

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ…..

ନୁଆପଡ଼ା(ବିରବଲ ପ୍ରଧାନ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଥିଲା l ସର୍ବପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀଧର ସେନାପତି ସମସ୍ତ ନସିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏକ…
Read More...

ଭଞ୍ଜନଗର ଥାନାରେ ରକ୍ତଦାନ ଶିବିର, ୧୪୦ ୟୁନିଟ ସଂଗୃହୀତ….

ଭଞ୍ଜନଗର(ନିଲୁ ବିଷୋୟୀ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି ଓ ଅପ୍ରତ୍ୟାଶିତ ଦୁର୍ଘଟଣା ର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍…
Read More...

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ନୂଆପଡା ଗସ୍ତ…

ନୁଆପଡ଼ା(ବିରବଲ ପ୍ରଧାନ): ରାଜ୍ୟରେ ଭାରତୀୟ ଜନତା ପାର୍ଟିର ନୂତନ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଗଠନ ହେବା ପରେ ପ୍ରଥମ ପାଳିରେ ନୂଆପଡା ଜୀଲ୍ଲାକୁ ପ୍ରଥମ କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ ଗ୍ରସ୍ତକରି ବିଭିନ୍ନ ସରକାରୀ…
Read More...

କଳାହାଣ୍ଡି ଜିଲ୍ଲାରେ କୌଶଳ ରଥ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭବାନୀପାଟଣା (ତୁଳାମଣି ନାଗ): ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାରେ କୌଶଳ ରଥ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏକ ବୈଠକ ଜିଲ୍ଲପାଳ ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କୌଶଳ ରଥ ଜିଲ୍ଲା ରେ ୦୮.୦୮.୨୦୨୪ ରୁ…
Read More...

ଏନ୍.ଏସ୍.ଏସ୍ ଦ୍ୱାରା ବଜେଟ୍ ସଂପର୍କୀୟ ଆଲୋଚନା ଚକ୍ରଅନୁଷ୍ଠିତ..

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍) ଆନୁକୂଲ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ସଂପର୍କୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ…
Read More...

ଗୋଲାମୁଣ୍ଡାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଇସିଡିଏସ ପକ୍ଷରୁ ମଙ୍ଗଳବାର ଗୋଲାମୁଣ୍ଡା ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏପରିପ୍ରେକ୍ଷୀରେ ପ୍ରସୂତି ମହିଳାମାନେ କିଭଳି ତାଙ୍କର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବେ ସେ ନେଇ ଗୋଲାମୁଣ୍ଡା ଶିଶୁ…
Read More...