Browsing Category
ଓଡିଶା
ଗୁମିକିଆ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ, ଦୁଇରୁ ଅଧିକା ସନ୍ତାନ ଥିବା ଅଭିଯୋଗ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜଣେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି, ସେ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସରପଞ୍ଚ ତ୍ରିନାଥ ପ୍ରଧାନ । ତାଙ୍କର ୫ ଜଣ ସନ୍ତାନ ଥିବା ପ୍ରମାଣିତ ହେବା ପରେ ଜିଲାପାଳ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ…
Read More...
Read More...
ଘୁ.ଉଦୟଗିରିରେ ବିଶ୍ୱ ଆଦିବାସୀ ଦିବସ ମହାଆଡମ୍ବର ପାଳିତ….
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ହେଉଛି ବିଶ୍ୱ ଆଦିବାସୀ ଦିବସ I ଆଦି ବାସୀ ହେଉଛନ୍ତି ପ୍ରକୃତି ର ପୂଜକ I ଜଳ,ଜମି,ଜଙ୍ଗଲ ହେଉଛି ଆଦିବାସୀ ଲୋକ ଙ୍କ ମୁଳ ସମ୍ପତି I ଆଦିବାସୀ ହେଉଛନ୍ତି ମୂଳ ନିବାସୀ I ଏହି ଶୁଭ ଅବସରରେ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ଘୁ.ଉଦୟଗିରି ସଭାପତି ଆମନ…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତ ମାସ ୧୨ ତାରିଖରେ ରୁଷିଆର ପିଟର୍ସବର୍ଗଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍ ସ୍କ୍ଲପ୍ଚର ଚାମ୍ପିଅନଶିପରେ…
Read More...
Read More...
୨ ପୂର୍ବତନ ଓଏସଡିଙ୍କୁ ମିଳିଲା ନୂଆ ନିଯୁକ୍ତି
ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଥିବା ୨ଜଣ ଓଏଏସ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି । ମୋହନ ମାଝୀଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟରେ କାର୍ୟ୍ୟରତ ଆଇଏଏସ୍ ଓ ଓଏଏସ୍ ଅଫିସରଙ୍କ ବଦଳି…
Read More...
Read More...
ବିଶ୍ୱ ଆଦିବାସୀ ତଥା ଭାରତଛାଡ ଦିବସ ଅବସରରେ ଜଳ-ଜମି-ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ଦାବିରେ ଜନ ଆନ୍ଦୋଳନ ସଂଗଠନ…
ଭବାନୀପାଟଣା(ତୁଳମଣି ନାଗ): ବିଶ୍ୱ ଆଦିବାସୀ ଦିବସ ତଥା ଭାରତଛାଡ ଆନ୍ଦୋଳନର ସ୍ମାରକୀ ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ମାନଙ୍କ ନେତୃତ୍ଵରେ ୯ ଅଗଷ୍ଟ, ୨୦୨୪ ରେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଏକ ସମାବେଶ ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାୟଗଡ଼ା…
Read More...
Read More...
ଦାରିଙ୍ଗବାଡିରେ ବିଶ୍ଵ ଆଦିବାସୀ ଦିବସ ପାଳିତ….
ଦାରିଙ୍ଗବାଡି(ଆଶୋକ ସିଂ ): କନ୍ଧମାଳ ଜିଲ୍ଲା,ଦାରିଙ୍ଗବା ପାଷ୍ଟରାଲ ସଭାଗୃହ ଠାରେ ଆଦିବାସୀ ମହାସଂଘ ଏବଂ କୁଇକୁଳ ସମିତି ଆହ୍ୱାନ କ୍ରମେ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଛି । କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...
Read More...
ରୋଡ ମରାମତି କରିବା ଭୁଲି ଗଲା ଠିକାସଂସ୍ଥା, ହନ୍ତସନ୍ତ ସାଧାରଣ ଜନତା….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ବାସୀ ଙ୍କୁ ୨୪ଘଣ୍ଟିଆ ପାଣି ଯୋଗାଣ ୱାଟକୋ ପକ୍ଷରୁ ବିଭିନ୍ନ ୱାର୍ଡର ସାହି ଗଳି ରାସ୍ତାକୁ ପାଇପ ବିଛାଇବା ପାଇଁ ରାସ୍ତା ସବୁ ଖୋଳି ଦେଇଥିବା ବେଳେ କିଛି ସାହି ଗଳିରେ ପାଇପ ବିଛା କାର୍ଯ୍ୟ ସରିବା ପରେ ମଧ୍ଯ…
Read More...
Read More...
ନବରଙ୍ଗପୁର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡ଼ଃ ଶୁଭଙ୍କର ମହାପାତ୍ର….
ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ଆଜି ଡ଼ଃ ଶୁଭଙ୍କର ମହାପାତ୍ର, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଡ଼ଃ ମହାପାତ୍ର ନବରଙ୍ଗପୁରରେ ପହଞ୍ଚିବା ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ ଆଶୀର୍ବାଦ…
Read More...
Read More...
ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଜୟପାଟଣା(ଜଗତ ରାମ ଶବର ): ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଗୁରୁବାର ଦିନ ଲଡ଼ୁଗାଁ କଲେଜରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ, କୋକସରା ବ୍ଲକ ୟୁନିଟ ପକ୍ଷରୁ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,…
Read More...
Read More...
ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ ଆୟୋଜିତ….
ଗୁଣପୁର(ସୁନିଲ୍ କୁମାର ସାବତ): ବିପର୍ଯ୍ୟୟ ସମୟରେ ନିଜକୁ କିପରି ରକ୍ଷା କରିବ ଓ ଅନ୍ୟକୁ ସାହାଯ୍ୟ କରିପାରିବ ଏହି ବିଷୟରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଗୁଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି । ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସାହସର…
Read More...
Read More...