Browsing Category
ଓଡିଶା
ବ୍ରାହ୍ମଣୀଗାଁ ମା’ ଗୃହ ପରିଦର୍ଶନ କଲେ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ….
ଦାରିଙ୍ଗବାଡି(ଆଶୋକ ସିଂ ): ୭୮ ତମ ସ୍ଵାଧୀନତା ଦିବସ ପାଳନ ଅବସର ରେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବା…
Read More...
Read More...
ବ୍ୟାଙ୍କରେ ଲିଙ୍କ ଫେଲ୍: କିଓସ୍କ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ , କେବେ ସୁଧୁରିବ ବ୍ରାହ୍ମଣୀଗାଁର ଇଣ୍ଟରନେଟ ସମସ୍ୟା…
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l କେହି ଅଜଣା ଦୁର୍ବୃତ୍ତ ଜାଣିଶୁଣି ଲଗାତାର ଭାବେ ଇଣ୍ଟରନେଟ କେବୁଲ୍ କାଟି ଚାଲିଛି ହେଲେ ତାର କୌଣସି ପତ୍ତା ମିଳୁନାହିଁ l ଲଗାତାର ଏହି…
Read More...
Read More...
ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ ବୁଦ୍ଧଦେବ, ସ୍ୱାଧୀନତା ଦିବସରେ ଟ୍ରାଇ ସାଇକଲ ପ୍ରଦାନ କଲେ ସରପଞ୍ଚ…
କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ବୁଦ୍ଧଦେବ ମାଝୀ । ପ୍ରାପ୍ତବୟସରେ ପନିପରିବା ଚାଷ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ବେଶ୍ ଆରାମରେ ଚଳି ଯାଉଥିଲେ । ହଠାତ୍ ଏକ ଦୁର୍ଘଟଣା ତାଙ୍କ ରୋଜଗାର ଛଡାଇ ନେଇଥିଲା । ଗୋଡ଼ ଭାଙ୍ଗିଯିବା ଫଳରେ ସେ…
Read More...
Read More...
3ବର୍ଷ ହେବ ଠିକାଦାରର କବଜାରେ ମୁଦଲିଆଗୁଡା ନୂତନ ଅଙ୍ଗନବାଡି କେନ୍ଦ୍ର…
-ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର ନିରବ ପାପଡାହାଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏଵଂ ବ୍ଲକ ପ୍ରଶାସନ
Read More...
Read More...
ଭଞ୍ଜନଗରରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା…
Read More...
Read More...
ଘୁମୁସର ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…
ଭଞ୍ଜନଗର(ନିଲୁ ବିଷୋୟୀ): ସ୍ବାଧୀନତା ଦିବସ ଅବସରରେ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ନୂତନ ସରକାରଙ୍କୁ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଛି । ଭଞ୍ଜନଗର ଉପଖଣ୍ଡର ଆଠ ବ୍ଳକ ଓ ପାଞ୍ଚ ଗୋଟି ଏନଏସିକୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଦୀର୍ଘ ୩ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି…
Read More...
Read More...
ହିଞ୍ଜିଳିକାଟୁର ବିଭିନ୍ନ ଅନୁଷ୍ଠାନରେ 78ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ…
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୋୖରାଞ୍ଚଳ ସମେତ ହିଞ୍ଜିଳି ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ୭୮ତମ ସ୍ଵାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିବ୍ୟ ଜ୍ୟୋତି ସ୍ମୃତି…
Read More...
Read More...
ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ….
କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଦଳ କୋକସରା ବ୍ଲକ କୋକସରା ମଣ୍ଡଳ ପକ୍ଷରୁ ଦଲୀୟ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମଣ୍ଡଳ…
Read More...
Read More...
ସରକାରୀ ଓ ବେସରକାରୀ ଚାକିରୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ରାଜ୍ୟରେ ବେରୋଜଗାର ଯୁବକ ଓ ଯୁବତୀ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ହେଉଛି । ଯେତେବେଳ ଜିଲ୍ଲା ଭିତ୍ତିକ ନିଯୁକ୍ତିର ବ୍ୟବସ୍ଥା ଥିଲା, ସେତେବେଳେ ଜିଲ୍ଲାରେ ସରକାରୀ ଚାକିରୀ ପଦବୀ ବାହାରିଲେ ଜିଲ୍ଲାର ଯୁବକ କିମ୍ବା ଯୁବତୀ ବା ମହିଳାମାନେ ଜିଲ୍ଲା ଭିତରେ…
Read More...
Read More...
78 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳିଙ୍ଗ ମହାବିଦ୍ୟାଳୟ ଉତ୍ସବ ମୁଖର….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ କଳିଙ୍ଗ ମହାବିଦ୍ୟାଳୟ ଠାରେ ଘରେ ଘରେ ତ୍ରିରଙ୍ଗା ଏବଂ ୭୮ତମ ସ୍ବାଧିନତା ଉତ୍ସବ ମହାଉଲ୍ଲାସରେ ପାଳିତ ହୋଇଯାଇଛି । ଘରେ ଘରେ ତ୍ରିରଙ୍ଗା ଉତ୍ସବ ତା-୧୪. ୦୮. ୨୦୨୪ରିଖ ଦିନ ଅଧକ୍ଷ୍ୟ ଶ୍ରୀଯୁକ୍ତ…
Read More...
Read More...