Browsing Category

ଓଡିଶା

ଦାରିଙ୍ଗବାଡିରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ରମେଶ ପ୍ରଧାନ ସୋମବାର ଦିନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଫୁଲବାଣୀ ଜିଲ୍ଲା ହେଡ କ୍ୱାଟର ଠାରେ କାର୍ଯ୍ୟରତ ଥିଲେ । ପୂର୍ବ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି ।…
Read More...

ରାକ୍ଷୀ ପୂର୍ଣ୍ଣିମାର ଏକ ନିଆରା କାହାଣୀ….

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରୋଗେଇ ପୁସ୍ ପାଲି ଗ୍ରାମରେ ରୁହନ୍ତି ବୃନ୍ଦା କବାସି l ଯିଏକି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବହୁତ ବର୍ଷ ହେଲାଣି ଶଯ୍ୟାସାଇ ଅବସ୍ଥାରେ ଦିନ ବିତାଉଛନ୍ତି । ବୃନ୍ଦା ଏକ କୟା ଆଦିବାସୀ ଝିଅ…
Read More...

ଡ଼.ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଲିକତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ବିଭତ୍ସ ହତ୍ୟା ପରେ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି । ଗତ ୯ ତାରିଖରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା l ଏହାକୁ ପ୍ରତିବାଦ…
Read More...

ଭଞ୍ଜନଗରରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳିତ……

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ମୃତି ଆଉ ଅନୁଭୂତିକୁ ସବୁ ସମୟରେ ସାଇତି ରଖିବା କାର୍ଯ୍ୟରେ ନିୟୋଜିତ ସେହି ଫୋଟଗ୍ରାଫର ମାନଙ୍କ ଉଦ୍ଦେଶ୍ୟରେ ଆଜି ଚାରିଆଡ଼େ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ମଧ୍ୟ ଘୁମୁସର ଫୋଟଗ୍ରାଫର ଆସୋସିଏସନ…
Read More...

ମାନଝରି କାଲେଶ୍ଵର ଶୈବପୀଠରେ ଶୈବ ଭକ୍ତଙ୍କ ଅନନ୍ୟ ବ୍ରତ: ନାଗବମ୍ ରେ ସାମିଲ ହେଲେ ମାନଝରି, କାନ୍ଦୁଲଡଙ୍ଗରି ଓ…

ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମର କାଲେଶ୍ୱର ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରାବଣ ମାସର ଶେଷ ସୋମବାର ଦିନ ନାଗବମ ବ୍ରତ ଦେଖିବାକୁ ମିଳିଛି । ଏଥିରେ ମାନଝରି, କାନ୍ଦୁଲଡଙ୍ଗରି ଓ ଡଙ୍ଗରିଗୁଡ଼ା ଗ୍ରାମର ଶତାଧିକ…
Read More...

ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ନିଶା ନିବାରଣ ବ୍ରତ ଅନୁଷ୍ଠିତ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତରିଆ): ସୁନ୍ଦରଗଡ ଜିଲ୍ଲା ଲେଫ୍ରୀପଡ଼l ବ୍ଲକ ଜିଂକନଗରସ୍ଥ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ନିଶା ନିବାରଣ ବ୍ରତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜନ କରିଥିବା ବେଳେ…
Read More...

ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ବାସ୍ତବିକ ଜୀବନକୁ ଠିକ ରାସ୍ତାରେ ନେବାକୁ ହେଲେ ଧର୍ମର ଆବଶ୍ୟକତା ରହିଛି । ଯୁଗେ ଯୁଗେ ମଣିଷ ସମାଜକୁ ସତ୍ୟ, ଶାନ୍ତିରେ ଜୀବନ ଯାପନ କରିବା ସହିତ ମନରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ଜାଗ୍ରତ କରିବା ପାଇଁ ଅନେକ ଧର୍ମ ଓ ଧର୍ମ ପ୍ରଚାରକଙ୍କ ଆବିର୍ଭାବ…
Read More...

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ସହ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ନିଶା କବଳରୁ ସମାଜକୁ ରକ୍ଷା କରିବା ନିମନ୍ତେ ସମ୍ବାଦ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି ତାହା ହେଉଛି ନିଶା ନିବାରଣ । ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା, ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରେ ନିଶା ନିବାରଣ ଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ…
Read More...

ଜିଲ୍ଲା କୁଲୁତା ସମାଜର ନୁଆଖାଇ ଭେଟଘାଟ ପ୍ରସ୍ତୁତି….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଛକ ସ୍ଥିତ ପେଟ୍ରୋଲ ପମ୍ପ ପରିସରରେ ନୁଆପଡ଼ା ଜିଲ୍ଲା କୁଲୁତା ସମାଜର ଜିଲ୍ଲା ସଭାପତି ତଥା ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁଙ୍କ ସଭାପତିତ୍ଵରେ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…
Read More...

ସାନଚେରଗାଁ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ଅଭୋଯୋଗ, ଆନ୍ଦୋଳନରେ ବସିଲେ…

ଗୋଲାମୁଣ୍ଡା(ଅଶ୍ବିନୀ ମଲ୍ଲୀକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ଫାଇଭ ଟି କାମରେ ମହା ଦୁର୍ନୀତି ହୋଇଥିବା ବେଳେ ଏହାକୁ ବିରୋଧ କରି ଆଜି ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇ ଆନ୍ଦୋଳନରେ ବସିଥିଲେ ।…
Read More...