Browsing Category

ଓଡିଶା

କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରାହ୍ମଣୀଗାଁରେ ପାଳିତ ହେଲା ଜନ୍ମାଷ୍ଟମୀ ପର୍ବ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ର ସହ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଛି । ଏହି ଅବସରରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ବ୍ରାହ୍ମଣୀଗାଁ ଓଡ଼ିଆ ସାହି ପରିଚାଳନା କମିଟି ଓ ସ୍ବାମୀ ବିବେକାନନ୍ଦ…
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ 16 ତମ ଶ୍ରଦ୍ଧାଞ୍ଜଳି ଦିବସ ଓ ଜନ୍ମାଷ୍ଟମୀ ପାଳିତ….

ବାଲିଗୁଡା(ସିବନ୍ତ ଦିଗାଳ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ବ୍ଲକର ଜଳେଶପଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତି କନ୍ୟା ଆଶ୍ରମ ଠାରେ ଆଜି ସ୍ୱାମୀଜୀଙ୍କ 16 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ…
Read More...

ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗ ଦେଇଥିଲେ। ଏହି…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରଗଡ଼ରେ ମହାଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ହିନ୍ଦୁ ଧର୍ମର ପବିତ୍ର ପର୍ବ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି ଭାବରେ ପ୍ରତ୍ୟେକ ଗ୍ରାମ, ମନ୍ଦିର, ଅନୁଷ୍ଠାନରେ ସ୍ଵତନ୍ତ୍ର ଭାବରେ ପାଲିତ ହୋଇଥାଏ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରଗଡ଼ରେ ମଧ୍ୟ ଜନ୍ମାଷ୍ଟମୀ ପର୍ଵ…
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ଠାରେ ଆଜି ମହାଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିଶୁ ଭାଇ ଭଉଣୀ ବିଦ୍ୟାଳୟକୁ ବିଭିନ୍ନ ବେଶଭୂଷାରେ ଯଥା…
Read More...

କଳାହାଣ୍ଡିରେ ବହୁ ଆଢ଼ମ୍ବରେ ଜନ୍ମ ଅଷ୍ଟମୀ ପାଳିତ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯୁବ ଯାଦବ ପକ୍ଷରୁ ପ୍ରଭୂ ଶ୍ରୀ କୃଷ୍ଣଙ୍କ ଜନ୍ମ ଅଷ୍ଟମୀ ସମାରୋହ ବହୁ ଆଡ ମ୍ଭରେ ପାଳିତ ହେଉଛି l ଭବାନୀପାଟଣା ଡ.ଆଇ.ଟି ପଡିଆ ଠାରୁ ପ୍ରଭୂ ଶ୍ରୀ କୃଷ୍ଣଙ୍କ ରଥ ସହିତ ପାରମ୍ପାରିକ ନାଚ ଗୀତ ଖୋଲ କୁବୁଜି ବାଜା ଧରି ବାହାରି ସହର…
Read More...

ଭବାନୀପାଟଣା ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ସମ୍ମିଳନୀ ଅନୁଷ୍ଠିତ…

ଭବାନୀପାଟଣା(ତୁଳମଣି ନାଗ): କାଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ "ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନ" ସମାରୋହ ଅନୁଷ୍ଠିତ ହୋଇଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…
Read More...

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା ଅଭିଯୋଗ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ର ପ୍ରସାର ପ୍ରଚାର କରିବା ପାଇଁ ବ୍ଲକର ସାମ୍ବାଦିକଙ୍କୁ ଜଣାଇବା ପାଇଁ ଗାଇଡ଼ ଲାଇନ ରହିଛି। ହେଲେ କୋକସରା ବ୍ଲକରେ ସରକାରଙ୍କ ଦୂର…
Read More...

୨୭ ବର୍ଷ ପରେ ଘରକୁ ଆସିଲା ହଜିଲା ପୁଅ…

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନା): ବୁଲିଯାଇ ହଜିଯାଇ ଥିଲେ ରାଧେଶ୍ୟାମ I ଦୀର୍ଘ 27ବର୍ଷ ପରେ ଅଚାନକ ଘରେ ପହଂଚିଥିଲେ I ତାଙ୍କୁ ଦେଖି ପରିବାର ମୁହଁରେ ଖେଳିଯାଇଛି ଖୁସିର ଲହରୀ I ହଜି ଯାଇ ଥିବା ରାଧେଶ୍ୟାମ ଦୀର୍ଘ ୨୭ ବର୍ଷ ପରେ ଘରକୁ ଫେରିଛନ୍ତି । ଯାହା ପାଇଁ ଖୁସିରେ ବିଭୋର ପୁରା…
Read More...

ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡା ସ୍ମୁତିରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ବାପାଙ୍କ ଶୁଦ୍ଧି କ୍ରିୟାରେ ରକ୍ତ ଦାନ…

ବୌଦ୍ଧ/ସୁବର୍ଣ୍ଣପୁର(ଆବୁବକ୍କର ସିଦ୍ଧିକି ଖାନ): ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗ୍ରାମର ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ, ସାମୂହିକ ଗୀତା ପାଠ , ବିଷ୍ଣୁ ସହସ୍ର ନାମ ପାଠ ସମେତ ସାଧୁ…
Read More...