Browsing Category
ଓଡିଶା
ହାଟପଦା ସାହି ଓ କମ୍ବୁ କଲୋନୀକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା, ବାଧକ ସାଜିଛି ପୂର୍ତ୍ତ ବିଭାଗ ଡ୍ରେନ ଓ ଗଣେଶ…
ଦାରିଙ୍ଗବାଡି (ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ସ୍ଥାନୀୟ ୮ନଂ ୱାର୍ଡ଼ରେ ଥିବା କମ୍ବୁ କଲୋନୀ ଓ ହାଟପଦା ସାହି ବାସୀଙ୍କ ଯାତାୟତ ରେ ବାଧକ ସାଜିଛି ପୂର୍ତ୍ତ ବିଭାଗର ଅପୂର୍ନାଙ୍ଗ ଡ୍ରେନ ଓ ଗଣେଶ ମେଢ଼। ଯାନ ବାହନ ଚଳାଚଳ ଏକ ପ୍ରକାର ବନ୍ଦ ରହିଛି l ଜରୁରୀ…
Read More...
Read More...
ଜଙ୍ଗଲ ଅଧୀକାରର ସୁରକ୍ଷା ଓ ରାସାୟନିକ ସାର ତଥା ବିଷ କବଳରୁ ମାଟି, ଜଙ୍ଗଲ ଓ ପରିବେଶକୁ ବଞ୍ଚାଇବା ପାଇଁ ସଚେତନ…
ଦାରିଙ୍ଗବାଡି (ଆଶୋକ ସିଂ): ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ଆହ୍ୱାନରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ୮ ଗୋଟି ଗ୍ରାମ ପଞ୍ଚାୟତର ନେତୃବୃନ୍ଦମାନଙ୍କୁ ନେଇ ଏକ ଜନ ସଚେତନତା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଜଙ୍ଗଲ ଅଧିକାର, ଜଙ୍ଗଲ ସୁରକ୍ଷା, ପରିଚାଳନା ଏବଂ ଅନ୍ୟାନ୍ୟ…
Read More...
Read More...
ବ୍ରାହ୍ମଣୀଗାଁ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଇନଚାର୍ଜଙ୍କୁ ଘେରିଲେ ଅଞ୍ଚଳ ବାସୀ…
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଲାଗି ରହିଛି ବିଭିନ୍ନ ସମସ୍ୟା l ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ ମେଡିକାଲ କର୍ମଚାରିମାନଙ୍କ ଖାମ ଖିଆଲି…
Read More...
Read More...
ହାତୀଙ୍କ ପାଇଁ ଅସୁରକ୍ଷିତ ହାତୀ କରିଡର୍…
★ ହାତୀ ଭୟରେ ସଫା କରିଦେଲେ ବାଉଁଶ ବଣ l
★ ହାତୀ ଦେଖିଲେ ହାର୍ଟ ଆର୍ଟାକ ହୋଇଯିବ– ବନପାଳ l
ନୟାଗଡ଼(ରତ୍ନାକର ହୋତା): ହାତିଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଘୁମୁସର ବନଖଣ୍ଡକୁ ସଂଯୋଗ କରୁଥିବା ହାତୀ କରିଡ଼ର । ହାତୀ ଦେଖିବା ପାଇଁ ହାତୀ କରିଡ଼ର…
Read More...
Read More...
ସାହାରା ଖୋଜୁଛନ୍ତି ବେସାହାରା ବୃଦ୍ଧ ଦମ୍ପତି….
ଆରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ସାହାରା ଖୋଜୁଛନ୍ତି ବେସାହାରା ବୃଦ୍ଧ ଦମ୍ପତି, ସକାଳୁ ଉଠିଲେ ଜାଣିନାହାନ୍ତି ଚାଉଳ ମୁଠାଏ ହାଣ୍ଡିରେ ପଡିବ କି ନା ନାହି, ସଞ୍ଜ ହେଲେ ଚୁଲି ଜଳିବ କି ନାହିଁ , ଆଉ ମୁଣ୍ଡ ଗୁଞ୍ଜିବା ଝାଟି ମାଟି ଘରଟି ତାଙ୍କୁ ସୁରକ୍ଷା ଦେବକି ନାହିଁ । ହଁ ଆଜ୍ଞା ଆମେ…
Read More...
Read More...
ବ୍ଳକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ….
ଭବାନୀପାଟଣା(ତୁଲମଣୀ ନାଗ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୧ ଜଣ ଆବେଦନକାରୀ ନିଜେ ନିଜର ଆପତ୍ତି ଅଭିଯୋଗ ପତ୍ର ଦାଖଲ କରିଥିଲେ ।…
Read More...
Read More...
ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ…..
ଆରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର.ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଜନମନ କାର୍ଯକ୍ରମ…
Read More...
Read More...
ବୋଡେ଼ନ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…
ନୂଆପଡା(ବିରବଲ ପ୍ରଧାନ): ବୋଡେ଼ନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ, ଏସପି ଓ…
Read More...
Read More...
ନୂଆପଡାରୁ ପ୍ରବାସୀ ଶ୍ରମିକ ପ୍ରଥାର ମୁଳୋତ୍ପାଟନ ହେବ….
ନୂଆପଡା(ବିରବଲ ପ୍ରଧାନ): ବୋଡେ଼ନ ବ୍ଲକର ପ୍ରବାସୀ ଶ୍ରମିକ ପ୍ରବଣ ଅଞ୍ଚଳ ଲିଟିସର୍ଗି ପଞ୍ଚାୟତରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ସାଧାରଣ ସଭାରେ ଯୋଗଦେଇ ଶ୍ରମିକମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଛନ୍ତି l ଏହି ସଭାରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଅତିରିକ୍ତ…
Read More...
Read More...
କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ….
କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ…
Read More...
Read More...