Browsing Category
ଓଡିଶା
ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଟାଙ୍ଗରପାଲି ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୧୦୮ ଗୋଟି…
Read More...
Read More...
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ, ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷକ…
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅଧିନସ୍ଥ କେ.ଏମ.ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ରା.ଉଦୟଗିରି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର…
Read More...
Read More...
ରା.ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ…
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତ ବୈଠକର ବିବରଣୀ ପାଠ ପରେ ବ୍ଲକର ୧୭ ଗୋଟି ପଞ୍ଚାୟତର ସମସ୍ୟା ଗୁଡିକ…
Read More...
Read More...
ମଦମୁକ୍ତ ପଞ୍ଚାୟତ କରିବା ପାଇଁ ଏକତ୍ରିତ ହେଲେ ମହିଳା ସଙ୍ଗଠନ: ଗଠନ ହେଲା ପଞ୍ଚାୟତ ସ୍ତରୀୟ କମିଟି, ବ୍ରାହ୍ମଣୀଗାଁ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବ୍ରାହ୍ମଣୀଗାଁ ପଞ୍ଚାୟତକୁ ସମୂର୍ଣ୍ଣ ମଦ ମୁକ୍ତ ପଞ୍ଚାୟତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ମହିଳା ସଙ୍ଗଠନ l ରବିବାର ଦିନ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ…
Read More...
Read More...
ସୁନ୍ଦରଗଡ ବିଜେଡି ନୂତନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ କଲା…
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳର ବରିଷ୍ଠନେତା ତଥା ବିଧାୟକଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
Read More...
Read More...
ସିନାପାଲି ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ….
ସିନାପାଲି(ପରମେଶ୍ୱର ମେହେର): ପାଖେଇ ଆସୁଛି ଦଶହରା l ଆରମ୍ଭ ହେଲାଣି ମାଙ୍କ ନବରାତ୍ର ପୂଜା l ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଗୁରୁବାରରୁ ନବରାତ୍ର ପୂଜା ଆରମ୍ଭ ହୋଇଛି l ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଛି ମାଙ୍କ ଷୋଡଶ ଉପଚାର ପୂଜା l ନୂଆପଡା ଜିଲ୍ଲା ସିନାପାଲି ଦୁର୍ଗା ମନ୍ଦିର…
Read More...
Read More...
ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ
ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଭଞ୍ଜନଗରଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବ୍ଳକ କୃଷି କାଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଯ୍ୟକ୍ରମରେ ଭଞ୍ଜନଗର ବ୍ଳକ ସାଂସଦଙ୍କ ପ୍ରତିନିଧି…
Read More...
Read More...
ରାୟଗଡ଼ରେ ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ…
ରାୟଗଡ଼(ଟିକି ଲିମା): ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି ବେଶ ଧୂମଧାମରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଏବିଇଓ ଏସ୍ ପାପା ରାଓଙ୍କ ସଭାପତିତ୍ୱ କରିଥିଲାବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ…
Read More...
Read More...
ସରକାରଙ୍କ ରାସନ ଚାଉଳ ପାଇବାରୁ ବଞ୍ଚିତ ବିଧବା ମାଆ ସମେତ ପାଞ୍ଚ ଜୀବନ…
ବାଲିଗୁଡା (ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଗ୍ରାମପଞ୍ଚାୟତର ସୁକାଲଦା ଗ୍ରାମର ଜଣେ ବିଧବା ମହିଳା ସରକାରଙ୍କ ରାସନ ଚାଉଳ ଦୁଇ ବର୍ଷ ହେବ ପାଇବାରୁ ବଞ୍ଚିତ ହୋଇ ଥିବା ଅଭିଯୋଗ ହୋଇଛି । ଆଜି ଆମେ ପହଞ୍ଚିଥିଲୁ ବାଲିଗୁଡା ବ୍ଲକ କାର୍ୟ୍ଯଳୟରେ ପହଞ୍ଚି…
Read More...
Read More...
ଅକ୍ଟୋବର ୧୯ ରେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି….
କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ଦଶରା ହେଉଛି ପ୍ରଭୁ ବୁଢ଼ାରଜାଙ୍କ ଦଶରା । ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସରିବା ପରେ ଆଶ୍ୱିନ ମାସ ଶେଷ ଶନିବାର ଦିନ ଅଞ୍ଚଳର ଦେବୀ ଦେବତାଙ୍କ ମାମୁଁ ପ୍ରଭୁ ବୁଢ଼ାରଜାଙ୍କ ଦଶରା ପାଳନ ପରମ୍ପରା ଅନୁଯାୟୀ କରାଯାଉଛି ।…
Read More...
Read More...