Browsing Category
ଓଡିଶା
ବାତ୍ୟା ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ,…
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ…
Read More...
Read More...
ପଣ୍ଡକୁଲ ବଟେଶ୍ୱର୍ ଶିବ ମନ୍ଦିର ପୂର୍ଣ୍ଣାଙ୍ଗ ଅନୁଦାନ ପାଇଁ କଳାହାଣ୍ଡି ସାଂସଦଙ୍କ ନିକଟରେ କମିଟିର ଦ୍ବାରସ୍ଥ…
ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଣ୍ଡକୁଲ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ବଟେଶ୍ୱର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ଭାବେ ରହିଛି l ଏହି ଶିବ ମନ୍ଦିରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା….
-ଦିନ ୧୧ଟା ସୁଦ୍ଧା ୩ ଲକ୍ଷରୁ ଅଧିକ ସ୍ଥାନାନ୍ତରିତ, ଆଉ କିଛି ଘଣ୍ଟା ମଧ୍ୟରେ ଶତପ୍ରତିଶତ ସ୍ଥାନାନ୍ତରଣ ହୋଇଯିବ
-ସମୁଦାୟ ୩, ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ- ମୁଖ୍ୟମନ୍ତ୍ରୀ
-ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ…
Read More...
Read More...
ମରଣଯନ୍ତା ପାଲଟିଛି ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା…
ମୋହନା(ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା କେବଳ ବର୍ଷେ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା । ତେବେ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି…
Read More...
Read More...
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା….
- ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ- ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
- ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, You are in Safe Hands
- କାଲି ଦିନ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର
ଅନୁସନ୍ଧାନ ଭାରତ(ବ୍ୟୁର):…
Read More...
Read More...
ଘୁ.ଉଦୟଗିରିରେ ସଂମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କଲା ଏନଏସି….
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଆକଳନ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ପୂରା ରାଜ୍ୟରେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆଜି ଘୁ.ଉଦୟଗିରି ଏନଏସି ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏନଏସି ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାକୁ ନେଇ…
Read More...
Read More...
ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ….
ମୋହନା(ମିହିର ପ୍ରସାଦ ମାଳୀ): ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ ତିନିମାସ ଧରି ଆଦିବାସି ମହିଳାଙ୍କୁ ବିୟୁଟିପାର୍ଲର ପ୍ରଶିକ୍ଷଣ ଦିଆଯାଇଥିଲା । ୯୦ ଦିନର ପ୍ରଶିକ୍ଷଣ ପରେ ସେମାନଙ୍କୁ ଆଇଟିଡିଏ ପକ୍ଷରୁ ଆଜି ଦିନ ଦୁଇ ଘଣ୍ଟା ସମୟରେ ପ୍ରମାଣ ପତ୍ର ବଣ୍ଟନ…
Read More...
Read More...
ଟିକାବାଲି ସାମ୍ବାଦିକ ଆକ୍ରମଣ ଘଟଣା: କ୍ଷମା ପ୍ରାର୍ଥନା କଲେ ଟିକାବାଲି ଯାତ୍ରା କମିଟିର ସଦସ୍ୟ, ଅନ୍ତ ଘଟିଛି…
ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସାମ୍ବାଦିକ ସଂଘ ଓ ଟିକାବାଲି ଯାତ୍ରା କମିଟି ମଧ୍ୟରେ ଲାଗିରହିଥିବା ତିକ୍ତତା ଅନ୍ତ ଘଟିଛି l ସୂଚନା ପ୍ରକାରେ ଗତ ତା -୧୫/୧୦/୨୦୨୪ ରିଖରେ ଦଶହରା ଉପଲକ୍ଷେ ଟିକାବାଲିରେ ଏକ ଅପେରା ମଞ୍ଚସ୍ତ ହୋଇଥିଲା l ଉକ୍ତ ଯାତ୍ରାରେ ଯୋଗଦେବା…
Read More...
Read More...
ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ….
ଭଞ୍ଜନଗର(ନିଲୁ ବିଷୋୟୀ) : ଜଗତର କଲ୍ୟାଣ ଓ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆସନ୍ତା ମାସ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ୨୧କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗ ଦେବା ସହ ଘୃତ…
Read More...
Read More...
ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ଶୀତଳ ଭଣ୍ଡାର ଉଦଘାଟିତ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ବୁଧବାର ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ଶୀତଳ ଭଣ୍ଡାର ଉଦଘାଟିତ ହୋଇଯାଇଛି । ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାରକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ…
Read More...
Read More...