କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷରେ ସରକାରୀ ଯୋଜନା ଗୁଡିକ ବିବରଣୀ ଲୋକଙ୍କ ପାଖରେ ପହଞ୍ଚାଇଲା…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳରେ ଥିବା ଗୁରୁଝୁଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭା ଗୃହରେ ଗୁରୁଝୁଳୀ ଗ୍ରାମର ୫୨ ନମ୍ବର ବୁଥରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ଯୋଜନା ଉପରେ ଆଜି ଦିନ ଗୋଟାଏ ସମୟରେ ଆଲୋଚନା…
Read More...

ଜଙ୍ଗଲରୁ ନାବାଳିକା ଯୁବତୀର ଗଳିତ କଙ୍କାଳ ଉଦ୍ଧାର, ଅପହରଣ ପରେ ହତ୍ୟା ସନ୍ଦେହ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ଗସମାହା ଜଙ୍ଗଲରୁ ରବିବାର ଅପରାହ୍ନରେ ଏକ ଗଳିତ ନରକଙ୍କାଳ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୁବତୀର କଙ୍କାଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଭଞ୍ଜନଗର ଥାନାରେ ରୁଜୁ ହୋଇଥିବା ଏକ ଅପହରଣ ମାମଲା ସହ…
Read More...

ଜୟପୁରରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ, ସମାବେଶରେ ଯୋଗ ଦେଲେ ପିସିସି ସଭାପତି ଓ ଓଡ଼ିଶା…

ଜୟପୁର(ଦେବଦତ ପାଣି): କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି କଂଗ୍ରେସ ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଅ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ସ୍ଥିତ ସ୍ଥାନୀୟ ଦଶହରା ପଡିଆ ଠାରେ…
Read More...

ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ ଜିଲ୍ଲା ଦୌରାଜଜ କରନ୍ତୁ ତଦନ୍ତ :- ପ୍ରସାଦ ହରିଚନ୍ଦନ-କଂଗ୍ରେସ

ଅନୁସନ୍ଧାନ ଭାରତ(ବ୍ୟୁର): ତେପନ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ…
Read More...

ଆଦାନୀଙ୍କ ପାଇଁ ଗତକାଲି ରଥ ଟଣା ବନ୍ଦ ହେବା ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଜଗନ୍ନାଥ ଧାମ ପୁରୀ ଠାରେ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ପ୍ରଶାସନ ତରଫରୁ ଅବ୍ୟବସ୍ଥା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥକୁ ଜାଣିଶୁଣି ପ୍ରଶାସନ ଦ୍ବାରା ଅଟକି ରଖାଯିବା ଘଟଣା ଅତ୍ୟନ୍ତ ଦୁଃଖ ଓ…
Read More...

ଘୁ.ଉଦୟଗିରିରେ ରଥଯାତ୍ରା ଅନୁଷ୍ଠିତ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲାର ଘୁ.ଉଦୟଗିରି ସହରରେ ମହାପ୍ରଭୁଙ୍କ ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇ ନିତୀ ନିର୍ଘଣ୍ଟ କରାଯାଇ ଥିଲା । ସକାଳୁ  ରଥ ପ୍ରତିଷ୍ଠା  କରାଯିବା ସହିତ…
Read More...

ଆଡମ୍ବର ସହକାରେ ଘୋଷ ଯାତ୍ରା ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଆଜି ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିଲା । ପାଗ ଅନୁକୂଳ ରହିଥିବା ବେଳେ ମଝିରେ ମଝିରେ ସାମାନ୍ୟ ବର୍ଷା ହେବା ସତ୍ତ୍ବେ ଚଳିତ ବର୍ଷ ବେଶ ଉତ୍ସାହର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଛି । ଶତାଧିକ ବର୍ଷରୁ ଉର୍ଦ୍ଦ ସମୟ…
Read More...

ଗଦାପୁର ଓ କାଟିଙ୍ଗିଆରେ ରଥ ଯାତ୍ରା ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): ସାରା ରାଜ୍ୟ ଆଜି ପ୍ରଭୂ ଶ୍ରୀ ଜଗନ୍ନାଥ ପାଇଁ ଚଳ ଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି l ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମି ଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ…
Read More...

କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ, ଛାତ୍ରଛାତ୍ରୀ ଏହି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟାକ୍ରମରେ ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଯୁବନେତା ଗଗନ କୁମାର…
Read More...

ଶଙ୍କରାଖୋଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରଣ ଟଙ୍କା ପ୍ରଦାନ…

ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 20 ଲକ୍ଷ ରଣ ପ୍ରଦାନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ହୃଦତଞ୍ଜନ ସାହୁ, ବ୍ୟାଙ୍କ ପରିଚାଳକ ଲିପୁନ ବେହେରା, ଅତିରିକ୍ତ ଶାଖା ପରିଚାଳକ ଗିରିଜା ଶଙ୍କର…
Read More...