ଜୁଆ ଆଡ୍ଡାରେ ଅଚାନକ ଚଢାଉ, ସୂଚନା ଦେଲେ ଏସପି…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳଖେମୁଣ୍ଡି ଅନ୍ତର୍ଗତ  କୁରଲୁଣ୍ଡା ଗ୍ରାମର କାଜୁ ବାଡ଼ରେ  କିଛି ଲୋକ ଜୁଆ ଖେଳୁଥିବା ଆଦର୍ଶ ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀ ଧିମାନ୍ ପ୍ରସାନ୍ତ ଭୂପତିଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍ ପହଞ୍ଚି…
Read More...

ୱାଚ୍ ଟାୱାର୍ ଓ ବାରାକ୍ ଉଦଘାଟିତ, ୭୬ ତମ ବନ ମହୋତ୍ସବ ପାଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ନିଜର ଉତ୍ତମ ଭବିଷ୍ୟତ ପାଇଁ ଚାରା ରୋପଣକୁ ବ୍ୟାପକ କରିବା ସହ ବ୍ୟକ୍ତିଗତ ସ୍ତରରେ ନିଜେ ଗଛ ଲଗାଇବା ସହ ତାହା କିଭଳି ବଡ ହେବ ସେଦିଗରେ ପ୍ରତିଟି ବ୍ୟକ୍ତି ଯତ୍ନବାନ ହେବାକୁ ଗୁରୁବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଆୟୋଜିତ ୭୬ ତମ ବନ ମହୋତ୍ସବ ପାଳନ…
Read More...

ଲଗାଣ ବର୍ଷାରେ ପାଳନ ହେଲା ୭୬ ତମ ବନ ମହୋତ୍ସବ ସପ୍ତାହ, ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସାମୁହିକ ବୃକ୍ଷ ରୋପଣ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ , ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ବନ ମହୋତ୍ସବ ସପ୍ତାହ ଜୁଲାଇ ପହିଲାରୁ ଆରମ୍ଭ ହୋଇ ଥିବା ବେଳେ  ଗୁରୁବାର ଦିନ…
Read More...

ଗଛପଡ଼ି ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ, ଟଳି ଯାଇଛି ବହୁତ ବଡ ଦୁର୍ଘଟଣା…

ଦାରିଙ୍ଗବାଡି(ଆଶୋକ ସିଂ): ଗତ କିଛିଦିନ ହେଲା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାସ୍ତା କଡରେ ଥିବା ଗଛ ଗୁଡ଼ିକ ମାଟି ବତର ଖାଇ ଢ଼ଳି ପଡ଼ୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ପୂର୍ତ୍ତ ବିଭାଗର ରାସ୍ତା କାମ ପାଇଁ ଉଭୟ ପାର୍ଶ୍ଵର ମାଟି ଖୋଳା ଯାଇଥିବା ବେଳେ…
Read More...

ରମ୍ବେଲି ବାସୀଙ୍କ ଦୁଃଖ ବୁଝିବ କିଏ ? ବର୍ଷାରେ ଧୋଇ ହେଉଛି ଘାଟି ରାସ୍ତା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତର ରାମ୍ବେଲି ଗ୍ରାମ ବସୀଙ୍କ ଦୁଃଖ ବୁଝିବ କିଏ ? ବର୍ଷା ଦିନ ଆସିଲେ ରାସ୍ତା ସମସ୍ୟା ? ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ କଷ୍ଟ ସାଧ୍ୟ ହେଉଥିବା ଅଭିଯୋଗ ହୋଇଛି ।…
Read More...

ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୭ ଆହତ ୪ ଗୁରୁତର, ବାଇକ ସହ ଅଟୋ ମୁହାଁମୁହିଁ ଧକ୍କା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଘଟିଛି ସଡ଼କ ଦୁର୍ଘଟଣା l ଦୁଇଟି ସ୍ଥାନରେ ଅଟୋ ସହ ବାଇକ ଧକ୍କା ହୋଇଥିବା ସୂଚନା ରହିଛି । ଗୋଟିଏ ଘଟଣା ଦାରିଙ୍ଗବାଡ଼ି ବ୍ଳକ ପାଙ୍ଗାଲି ଘାଟିରେ ଅଟୋ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା…
Read More...

ପାଟ୍ରୋଲିଂ ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ ଓ ମୋବାଇଲ ଫୋନ ଜବତ: ତିନି ଅଭିଯୁକ୍ତ ଗିରଫ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଆଉ ଏକ ସଫଳତା l ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ…
Read More...

ସେବା ହିଁ ପରମ ଧରମ…

ମୋହନା(ମିହିର ପ୍ରସାଦ ମାଳୀ): ଆଜି ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ତରଫରୁ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜୁନିଅର ରେଡକ୍ରସ ପ୍ରୟାସରେ ମୋହନା ବ୍ଲକରେ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଡାଆମ୍ବ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି, ସରକାରୀ ଉଚ୍ଚ…
Read More...

ଅଖିଳ ଭାରତୀୟ ଯୁବ କଂଗ୍ରେସର ଗଣମାଧ୍ୟମ ସଂଯୋଜକ ନିଯୁକ୍ତି ପାଇଲେ ସୁଦିପ ସାମଲ…

ଅନୁସନ୍ଧାନ ଭାରତ(ବ୍ୟୁର): ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରଭାରୀ ବରୁଣ ପାଣ୍ଡେ ଓଡ଼ିଶାର ସୁଦିପ ସାମଲଙ୍କୁ ଯୁବ କଂଗ୍ରେସର ଜାତୀୟ ଗଣମାଧ୍ୟମ ବିଭାଗର ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ସାମଲ ଏବେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ…
Read More...

ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବିରେ ରାଜରାସ୍ତାରେ ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ ରାସ୍ତାରେ ମାଲକାନଗିରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନସାଧାରଣ l ଲଗାଣ ବର୍ଷାରେ ଭିଜି ଭିଜି ଆଜି ନିଜର ହକ୍କ ଓ ସୁରକ୍ଷା ଦାବିରେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ହାତରେ ଛତା ଧରି ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା…
Read More...