ଗୁମ୍ମା ବ୍ଲକ ଛକ ଖମ୍ବ ଅଛି, କିନ୍ତୁ ବିଜୁଳି ଗାଏବ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ରାଜ୍ୟରେ ନାରୀ ନିର୍ଯ୍ୟାତନା, ଲୁଟ, ଡକାୟତି ଓ ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସହର ଠାରୁ ଗାଁ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ଵିଷୟ ଯେ ଦୀପ ତଳ ଅନ୍ଧାର…
Read More...

ଦୁଇ ବାଇକ ମୁହାଁମୁହିଁ ଦୁଇଜଣ ମୃତ୍ୟୁ, ଜଣେ ଗୁରୁତ୍ୱର…

କୋଟଗଡ଼(ଦୀପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧୋକାରେ  ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଅ ଯାଇଛି  l ସୂଚନା ମୁତାବକ ଆଜି ଦିପହରରେ ନେତାଜୀ ସୁବାସ ବୋଷ କଲେଜ…
Read More...

ଧରାକୋଟ ଚୋରୀ ଅଭିଯୋଗରେ ଚାରି ଗିରଫ……

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଗତ 19/6/2025 ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ, ନଗଦ 5000 ଟଙ୍କା, ଲୁଗା ପଟା ସହ ଏକ…
Read More...

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମରେ ପାଗଳା କୁକୁର ଆକ୍ରମଣରେ ଯୁବକ, ବୃଦ୍ଧ, ମହିଳାମାନେ  ଶିକାର ହୋଇଥିବା ଦେଖିବାକୁ ମିଳିଛି l ଘରୁ ବାହାରି ଚାଷ ଜମିକୁ ଯିବା ବେଳେ, ମନ୍ଦିରରୁ ଫେରିଲା…
Read More...

କୋଟଗଡରେ ଜଗନ୍ନାଥ କମିଟର ବୈଠକ ଅନୁଷ୍ଠିତ….

କୋଟଗଡ(ଦୀପେନ୍ଦ୍ର ନାୟକ): କୋଟଗଡ଼ ଠାରେ ଗୁରୁବାର ଜଗନ୍ନାଥ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣା କିପରି ଭରେ ସୁବିଧାରେ ହୋଇ ପାରିବ, ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ବାର୍ଷିକ ପର୍ବ…
Read More...

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ….

ଚକାପାଦ(ବାଳକୃଷ୍ଣ କହଁର): ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ । ସଭାପତିତ୍ଵ କରିଥିଲେ…
Read More...

କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଭାରତୀୟ…
Read More...

ବେସରକାରୀ କର୍ମଚାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ଋଷିମାଳ ମହାବିଦ୍ୟାଳୟର କର୍ମଚାରୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟର ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ବେସରକାରୀ କର୍ମଚାରୀମାନେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ  ମଙ୍ଗଳ ବାର ଦିନ…
Read More...

ବିଘ୍ନ ନାଶକଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ପାର୍ବଣ ଋତୁର ପ୍ରଥମ ପୂଜା ଗଣେଶ ପୂଜା । ଆଉ ମାତ୍ର ଚାରିଟି ଦିନ ପରେ ଆସନ୍ତା ବୁଧବାର ଦିନ ବିଘ୍ନ ନାଶକ, ବକ୍ର ତୁଣ୍ଡ ମହାକାୟ,ବିଦ୍ୟାପତି ଗଣନାଥଙ୍କ ପୂଜା । ଏଣୁ ଗାଁ ଠାରୁ ସବୁଠି ପାର୍ବଣ ଆଗମନରେ ପୁଲକିତ ହୋଇ ଉଠିଲାଣି ଧରା…
Read More...

ଦନ୍ତା ହାତୀକୁ ସ୍ଥାନାନ୍ତର ପାଇଁ ଘୁ.ଉଦୟଗିରି-କଳିଙ୍ଗା ବନ୍ଦ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦିନ ହେବ ଘୁ.ଉଦୟଗିରି ବାସୀଙ୍କ ପାଇଁ ହାତୀ ଉପଦ୍ରଵ ବଡ଼ ସମସ୍ୟା ଭାବେ ଉଭାନ ହୋଇଛି l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ୩  ବର୍ଷ ହେବ ହାତୀ ଉପଦ୍ରବ ବଢ଼ିବା ସହ ହିଂସ୍ର ଦନ୍ତା ହାତୀ ଗୋଟିଏ ପରେ ଗୋଟିଏ ଉପଦ୍ରଵ କରିବାରେ ଲାଗିଛି l ଏହି…
Read More...