ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୁଲିସକୁ ବଡ଼ ସଫଳତା: ଲୁଟେରା ଗିରଫ ସହ ପିସ୍ତଲ ଜବତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମର କିରାଣୀ ଦୋକାନ ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା I ସୂଚନା ଅନୁଯାୟୀ ଗତ ୧୩ ତାରିଖ ଦିନ ଭ୍ରମରବାଡ଼ି ଗ୍ରାମର କିରାଣି ଦୋକାନୀ ନିଧିଆ…
Read More...

ସରକାରୀ କୋଭିଡ ନିୟମାବଳୀକୁ ମାନୀ ତୁମୁଡିବନ୍ଧ ବ୍ଲକର ନେତାଜୀ ସୁଭାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାଦାନ…

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ବିଶ୍ଵ କୋରୋନାରେ ପ୍ରଭାବିତ I କରୋନାର ପ୍ରଭାଵରେ ଜନଜୀବନ ଅସ୍ତବ୍ୟସ୍ତ I ଏହାକୁ ରୋକ ଲଗେଇବା ପାଇଁ ସରକାର ସମସ୍ତ ସ୍କୁଲ, କଲେଜ, ଚର୍ଚ୍ଚ, ମସଜିଦ, ମନ୍ଦିରକୁ ବନ୍ଦ କରିଦେଇଥିଲେ I କିନ୍ତୁ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଅନଲାଇନ ପାଠ ପଡ଼ା…
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚର ଅଭିନବ ପ୍ରୟାସ : ମୋ ଚାଟଶାଳୀ କେନ୍ଦ୍ର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା…

ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ଯାଳୟକୁ ପାଠ ପଢିବା ପାଇଁ ଯାଉନ ଥିଲେ I ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ଯମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ…
Read More...

ଅଜଣା ରୋଗରେ ୪୦ରୁ ଉର୍ଦ୍ଧ୍ବ ଛେଳି ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକର ଲାବନ୍ୟନଗର ଠାରେ ଛେଳି ମଡକ ଦେଖିବାକୁ ମିଳିଛି I ଆଜି ସକାଳୁ ହଟାତ୍ ଲୋକେ ଉଠି ଦେଖିଲା ବେଳକୁ ସାତରୁ ଆଠ ଗୋଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାଶୀନ୍ଧା ସ୍ଥାନୀୟ ପଶୁ ଚିକିତ୍ସାଲୟ ଅଧିକାରୀଙ୍କୁ…
Read More...

ଭିଜିଲାନ୍ସ ଜାଲରେ ଗୁଡାରି ରାଜସ୍ୱ ନିରୀକ୍ଷକ….

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ I ତିନି ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ରେଭିନ୍ୟୁ ଇନ୍ସପେକ୍ଟର I କନ୍ଧମାଳ ଜିଲ୍ଲା ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି I ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ…
Read More...

ଘୁ.ଉଦୟଗିରି ବିଧାୟକଙ୍କ ଦ୍ୱାରା ଵୃକ୍ଷ ରୋପଣ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ପ୍ରଥମେ ଚାରା ରୋପଣ କରି ଉଦଘାଟନ କରିଥିଲେ I କରୋନାର ଦ୍ବିତୀୟ ଲହରରେ ଅମ୍ଳଜାନର କେତେ ଆବଶ୍ୟକତା ଆମେ…
Read More...

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ପେଟ୍ରୋଲିଙ୍ଗ ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓ ଆର ୦୨ବିଏକ୍ସ ୮୭୭୩ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୁଲିସ I ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ…
Read More...

ତାତିଲେ କନ୍ଧମାଳ ଜିଲ୍ଲାର ସାମ୍ବାଦିକ, ଗଠିତ ହେଲା କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦିନକୁ ଦିନ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି I ଯାହାକୁ ନେଇ ଏବେ ବିପଦରେ ଚତୁର୍ଥ ସ୍ଥମ୍ଭ I ଏଥିରୁ ବାଦ ପଡ଼ି ନାହିଁ କନ୍ଧମାଳ ଜିଲ୍ଲା I କନ୍ଧମାଳ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ…
Read More...

ରାତି ଅଧିଆ ରାସ୍ତା ମରାମତି, ରାତିରେ ପଡ଼ିଥିବା ପିଚୁ ସକାଳେ ଉଠିଥିବା ଅଭିଯୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ବ୍ଲକରେ ଥିବା ପକନାଗାଁ ଠାରୁ ବାରପୁଲିଆ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର କେତେକ ସ୍ଥାନରେ ପିଚୁ ଉଠି ଯାଇ ରାସ୍ତା ଖରାପ ହୋଇଥିଲା I ତେଣୁ ଉକ୍ତ ରାସ୍ତାକୁ ଆରଡି ବିଭାଗ ମରାମତି କରିଛି I କିନ୍ତୁ ଉକ୍ତ…
Read More...

ବରିଷ୍ଟ ଆଇନଜିବିଙ୍କ ଦେହାନ୍ତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକର ବରିଷ୍ଟ ଆଇନଜୀବୀ ଭାଗିରଥି ରାଉତରାୟଙ୍କ ଗତକାଲି ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି I ସୂଚନା ଅନୁଯାଇ ଭାଗିରଥି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତି କରା ଯାଇଥିଲା I ହେଲେ…
Read More...