ମହାବୀର ମୋଟର୍ସ ପକ୍ଷରୁ ଗୁରୁଦକ୍ଷିଣା ଅଫର, ଭରପୁର ଫାଇଦା ନେଉଛନ୍ତି ଗ୍ରାହକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ଗୁରୁଦକ୍ଷିଣା ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି I ଏହି ଅଫର ମାଧ୍ୟମରେ ଅଧ୍ୟାପକ, ପ୍ରଫେସର, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଙ୍ଗନବାଡ଼ି କର୍ମୀମାନେ ବାଇକ ପିଛା…
Read More...

ରାଇକିଆ ବ୍ଲକ କଂଗ୍ରେସର ସଭାପତି ଭାବେ ମଙ୍ଗ ଧରିଲେ କ୍ରିଷ୍ଣାପ୍ରିୟା ପ୍ରଧାନ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଳକ କଂଗ୍ରେସର ସଭାପତି ଭାବରେ ମଙ୍ଗ ଧରିଲି ମଣ୍ଡାକିଆ ଗ୍ରାମପଞ୍ଚାୟତର ସମିତି ସଭ୍ୟକ୍ରିଷ୍ଣାପ୍ରିୟା ପ୍ରଧାନ I ଏହି ଅବସରରେ ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ବାକିଙ୍ଗିଆ ସଭାଗୃହ ଠାରେ ଆଜି ନୂତନ ବ୍ଳକ ସଭାପତି…
Read More...

୧୧୦ଟି ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, OTDCର ନିମନ୍ତ୍ରଣ ରେଷ୍ଟ୍ୟୁରାଣ୍ଟ ଶୃଙ୍ଖଳ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି I ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ…
Read More...

ନିର୍ମାଣ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ପରିସରରେ ନିର୍ମାଣ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଛି I ଏହି ଅବସରରେ ନିର୍ମାଣ ଅନୁଷ୍ଠାନର ଶସ୍ୟ ଉପ୍ତାଦନ ଏବଂ ଏହି ଖାଦ୍ୟର ବ୍ୟବହାର ସମ୍ପର୍କରେ ସଚେତନ ରଥ ଓ ପୃଷ୍ଟି କର…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର, ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି I…
Read More...

ଚାଇଲ୍ଡଲାଇନ୍ ତରଫରୁ ବାଲ୍ୟବିବାହ ସମ୍ପର୍କୀତ ଏକ ଦିବସୀୟ ତାଲିମ କର୍ମଶାଳା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚାଇଲ୍ଡଲାଇନ୍ ତରଫରୁ ବାଲ୍ୟବିବାହ ସମ୍ପର୍କୀତ ଏକ ଦିବସୀୟ ତାଲିମ କର୍ମଶାଳା ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳାଶ୍ରମ ସଭାଗୃହ ଠାରେ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି…
Read More...

ଶାରଳା ବସ କଣ୍ଡକ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଠାରୁ ଭୁବନେଶ୍ୱର ରାତ୍ରି ବସ "ଶାରଳା" ନାମକ ଏକ ଘରୋଇ ବସ ଯାହାର ନମ୍ବର OD -02BV -8188ରେ କାର୍ଯ୍ୟରତ ଥିବା କଣ୍ଡକ୍ଟରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି I ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚନା ଅନୁସାରେ ସୌମେନ୍ଦ୍ର ଜେନା (କାଳିଆ)…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୧ ମହା ଆଡ଼ମ୍ବରରେ ପାଳିତ, ବିଜୁଭାସ୍କର…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୧ ମହା ଆଡ଼ମ୍ବର ସହ କୋଭିଡ-୧୯ ନିୟମକୁ ଅନୁସାରେ ପାଳିତ ହୋଇଯାଇଛି I ସକାଳ ୪.୩୦ ମି.ସମୟରେ ରାମଧୁନ ସହ ସକାଳ ୭.୩୦ ମି.ସମୟରେ ନିର୍ବାହୀ ଅଧିକାରୀଣି ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ…
Read More...

ଦାରିଙ୍ଗବାଡ଼ି ପୁଲିସ ଦ୍ୱାରା ୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ…
Read More...

ଅର୍ଦ୍ଧାନିର୍ମିତ ଅବସ୍ଥାରେ ଗୋବରକୁଟି-ପାଡ଼ିକିଆ ରାସ୍ତା, ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାଯୋଗୁଁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର କୁମ୍ଭାରୀଗାଁ ପଞ୍ଚାୟତ I ଏହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋବରକୁଟି ଛକଟାରୁ ପଡ଼ିକିଆ ୪ କିଲୋ ୮୦୦ ମିଟର ରାସ୍ତା ନିର୍ମାଣ ପାଇଁ ୧୭,୩୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାମ ଆରମ୍ଭ ହୋଇ ଥିଲା I…
Read More...