ଅପହୃତ ନାବାଳିକା ଉଦ୍ଧାର ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ କୋର୍ଟ ଚାଲାଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁଙ୍କ ନାମରେ ଲାଗିଛି କଳଙ୍କ I ଟିଉସନ ଛାତ୍ରୀଙ୍କୁ ଅପହରଣ କରି ଜେଲଗଲେ ଶିକ୍ଷକ I କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି I ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୁଲିସ I…
Read More...

୫ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଥରେ ବାଲିଗୁଡା ପୁଲିସିକୁ ମିଳିଛି ବଡ଼ ସଫଳତା I ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ଗ୍ରାମ ସଲାକିଆ ଠାରେ ଚଢ଼ାଉ କରି ୫ କୁଇଣ୍ଟାଲ ୨ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ବାଲିଗୁଡ଼ା ପୁଲିସ I ଗିରଫ…
Read More...

ଗଞ୍ଜେଇ ଚୋରା ଚାଲାଣ ମାମଲା, ୩ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ଯୁକ୍ତ ଦିଲିପ କୁମାର ବିଶ୍ବାଳ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୩ ଜଣ ଅଭିଯୁକ୍ତ ଆନନ୍ଦ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ଦିନେଶ କୁମାର ସାହୁ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି I ନୟାଗଡ଼ ଜିଲ୍ଲା ଫତେଗଡ…
Read More...

କଂଗ୍ରେସରେ ଯୋଗ ଦେଲେ ବିଜେପି ଓ ବିଜେଡି କର୍ମୀ….

ଅନୁସନ୍ଧାନ ଭାରତ(ବ୍ୟୁର): ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି I ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡି ନାହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପଞ୍ଚାୟତରେ ଆଜି କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ…
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଟିଙ୍ଗିଆ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ଗ୍ରାମପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଦକ୍ଷତାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଏହି ସମ୍ମିଳନୀରେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…
Read More...

ଘୁ.ଉଦୟଗିରି ଠାରେ ଜି.ଏସ.ଟି. ଚଢ଼ାଉ ଆଶଙ୍କାରେ ଦୋକାନ ବଜାର ବନ୍ଦ, ଗ୍ରାହକ ହନ୍ତସନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଥିବା ଲକ୍ଷ୍ମୀ ବଜାର, ବନ୍ଧ ଛକ, ଗାନ୍ଧୀ ଛକ, ବରଳିନୀ ମାର୍କେଟ ରେ ଥିବା ଦୋକାନ ଗୁଡ଼ିକ ଆଜି ମଧ୍ୟାହ୍ନ ରୁ ହଠାତ ବନ୍ଦ ହୋଇଯାଇ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ଦୋକାନ ଗୁଡିକୁ ତାଲା ବାନ୍ଧି ସତେ ଯେମିତି କରୋନା…
Read More...

ମହୁଁମାଛି ଆକ୍ରମଣରେ ଜଣେ ମୃତ, ୫ ଆହତ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁଡୁପା ଗ୍ରାମରେ ଏକ ଦୁଃଖ ଘଟଣା ଘଟିଛି I କରୁକୁଡୁପା ଗ୍ରାମର ୬ ଜଣ ମହିଳା ନିଜ ଗ୍ରାମ ଠାରୁ କିଛି ଦୂରରେ ଥିବା ବେଲଘର ଅନ୍ତର୍ଗତ ପୂଜା ଘାଟି ପାହାଡ଼କୁ ଶିଆଳି ପତ୍ର ତୋଳିବାକୁ ଯାଇ ମହୁମାଛି…
Read More...

ମହାବୀର ମୋଟର୍ସ ପକ୍ଷରୁ ଦୁର୍ଗାପୂଜା ଧମାକା, ଘୁ.ଉଦୟଗିରି ମୁଖ୍ୟ ଶୋରୁମ ଏବଂ ସାରଂଗଡ଼ ଶାଖାରେ ଉପଲବ୍ଧ ରହିବ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଗ୍ରାହକକୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଘୋଷଣା କରାଯାଇଛି I ମହାବୀର ମୋଟର୍ସ ପକ୍ଷରୁ ଘୋଷଣା କରାଯାଇ ଥିବା ଚଳିତ ବର୍ଷର ଦୁର୍ଗାପୂଜା ଧମାକା…
Read More...

କୋଟଗଡ ବନାଞ୍ଚଳ ପକ୍ଷରୁ ୬୭ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବନାଞ୍ଚଳ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରାଯାଉଛି I ଏହି ସପ୍ତାହ ଗତ ଦୁଇ ତାରିଖରୁ ଆରମ୍ଭ କରି ଆସନ୍ତା ଅକ୍ଟୋବର ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I ତେଣୁ କୋଟଗଡ ଅଭୟାରଣ୍ୟ ଅଂଚଳ ବିଭିନ୍ନ ସ୍ଥାନରେ ଏହି…
Read More...

ବିଦ୍ୟୁତ କାଟ ହେଲେ ବନ୍ଦ ହେଉଛି ମୋବାଇଲ ସେବା, ଡିଜିଟାଲ ସେବା ପାଇବାରୁ ବଞ୍ଚିତ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ଗ୍ରାମ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ଡିଜିଟାଲ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ I ଯାହା ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷା ଲାଭ କରିବାରୁ ବଞ୍ଚିତ ଅନେକ ଛାତ୍ରଛାତ୍ରୀ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ…
Read More...