ମହାବୀର ମୋଟର୍ସ ପକ୍ଷରୁ ଦୁର୍ଗାପୂଜା ଧମାକା, ଘୁ.ଉଦୟଗିରି ମୁଖ୍ୟ ଶୋରୁମ ଏବଂ ସାରଂଗଡ଼ ଶାଖାରେ ଉପଲବ୍ଧ ରହିବ ଅଫର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଗ୍ରାହକକୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଘୋଷଣା କରାଯାଇଛି I ମହାବୀର ମୋଟର୍ସ ପକ୍ଷରୁ ଘୋଷଣା କରାଯାଇ ଥିବା ଚଳିତ ବର୍ଷର ଦୁର୍ଗାପୂଜା ଧମାକା ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ପର୍ଯ୍ୟନ୍ତ ମହାବୀର ମୋଟର୍ସ

csp

.ଉଦୟଗିରିର ମୁଖ୍ୟଶାଖା ଏବଂ ମହାବୀର ମୋଟର୍ସ ସାରଂଗଡ଼ ଶାଖାରେ ଉପଲବ୍ଧ ରହିବା ନେଇ ମହାବୀର ମୋଟର୍ସର ମ୍ୟାନେଜର ରାଜେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି I ମହାବୀର ମୋଟର୍ସ ମ୍ୟାନେଜରଙ୍କ ସୂଚନା ଅନୁସାରେ ଏଚଏଫ ଡିଲକ୍ସ(ସେଲ୍ଫ) କ୍ୟାସ ବୋନସ ୨୧୦୦ ଟଙ୍କା, ପ୍ୟାସନ ପ୍ରୋ ଏକ୍ସଚେଞ୍ଜ/ଲୋୟାଲିଟି ବୋନସ ୨୦୦୦ ହଜାର ଟଙ୍କା, ଗ୍ଲାମର ରେଗୁଲାର କ୍ୟାସ ବୋନସ ୨୧୦୦ ଶହ ଟଙ୍କା, ସୁପର ସ୍ପେଲଣ୍ଡର ଏକ୍ସଚେଞ୍ଜ/ଲୋୟାଲିଟି ବୋନସ ୨୦୦୦ ହଜାର ଟଙ୍କା, ଏକ୍ସଟ୍ରିମ ଓ ଏକ୍ସପଲସ ସିରିଜ ଏକ୍ସଚେଞ୍ଜ/ଲୋୟାଲିଟି ୫୦୦୦ ହଜାର ଟଙ୍କା ରହିଅଛି I ଏହା ପୂର୍ବରୁ ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ମହାବୀର ମୋଟର୍ସ ଘୁ.ଉଦୟଗିରି ପକ୍ଷରୁ ଗଣେଶ ପୂଜା ପାଇଁ ମଧ୍ୟ ଅଫର ଘୋଷଣା କରାଯାଇ ଥିଲା I ଗଣେଶ ଚତୁର୍ଥୀ ଅବସରରେ ଦିଆ ଯାଇ ଥିବା ଅଫର ଦ୍ୱାରା ବହୁତ ଗ୍ରାହକ ଲାଭବାନ ହୋଇ ଥିବା ଗ୍ରାହକ କହିଛନ୍ତି I ଶାରଦୀୟ ଦୁର୍ଗାପୂଜା ପାଇଁ ଘୋଷଣା କରାଯାଇ ଥିବା ଧମାକା ଅଫର ମହାବୀର ମୋଟର୍ସ ଏବଂ ଗ୍ରାହକଙ୍କୁ ବେଶ ଲାଭବାନ କରିବା ନେଇ ଅଞ୍ଚଳରେ ମତପ୍ରକାଶ ପାଇଛି I ମହାବୀର ମୋଟର୍ସ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ଅଫରମାନ ଘୋଷଣା କରାଯାଉଛି I ଯାହା ପାଇଁ ପ୍ରତ୍ୟକ ଦିନ ଗ୍ରାହକଙ୍କ ଲମ୍ବା ଲାଇନ ମଧ୍ୟ ଲାଗୁ ଥିବା ଦେଖାଦେଉଛି I ଗ୍ରାହକଙ୍କ ସୁବିଧା ନିମନ୍ତେ ସବୁଠାରୁ କମ ଡାଉନ ପେମେଣ୍ଟ, କମ ଶୁଦ୍ଧ ହାର, ସର୍ବନିମ୍ନ କାଗଜ ପତ୍ର ଏବଂ ଅତିକମ ସମୟରେ ସହଜରେ ବାଇକ/ସ୍କୁଟି ଇନ୍ସୁରାନ୍ସ ମଧ୍ୟମରେ ପ୍ରଦାନ କରାଯିବ ବୋଲି ମ୍ୟାନେଜର ସୂଚନା ଦେଇଛନ୍ତି I ମହାବୀର ମୋଟର୍ସ ପକ୍ଷରୁ କେବଳ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଠ କରାଯାଉଛି ତାହା ନୁହେଁ ସୁଲଭ ମୂଲ୍ୟରେ ନିରନ୍ତର ଭାବରେ ଗ୍ରାହକଙ୍କୁ ସେବା ମଧ୍ୟ ଯୋଗାଇ ଦିଆଯାଉ ଥିବା ଗ୍ରାହକଙ୍କ ପକ୍ଷରୁ କୁହାଯାଇଛି I