ସ୍କୁଟି ଓ ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଆହତ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଟେଲିଫୋନ ଭବନ ସମ୍ମୁଖରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ସ୍କୁଟି ଏବଂ ସାଇକେଲ ମୁହାଁମୁହିଁ ଧକ୍କା ହୋଇ ଥିଲା I ଦୁର୍ଘଟଣାରେ ଗୁଡ଼ରୀପଡ଼ିର ଦୁବା ନାୟକ(50) ଗୁରୁତର ଆହତ ହୋଇଛନ୍ତି I
ସୂଚନା…
Read More...
Read More...