ଜନବିକାଶ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ସହ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ୍ ତଲାରୀମହା ପଞ୍ଚାୟତର ଜବେଡ଼ି ଗ୍ରାମରେ ଜନ ବିକାଶ ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ଓ ଖାଉଟିଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଜନ ବିକାଶର…
Read More...

ଲଣ୍ଡନ-ବ୍ରିଜଷ୍ଟନ ସାଇକଲିଂ ପ୍ରତିଯୋଗିତା, କୃତିତ୍ୱ ଆଣିଲେ ଘୁ.ଉଦୟଗିରି ମାଟିର ପୁଅ ସାନୁ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମରୁ ଯାଇ ଲଣ୍ଡନ ରେ ସାଇକଲିଂ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଛନ୍ତି ଘୁ.ଉଦୟଗିରି ମାଟିର ପୁଅ ସାନୁ ନାୟକ I ଯାହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ସମେତ ଘୁ.ଉଦୟଗିରି ଅଞ୍ଚଳ ଉତ୍ସାବ ମୁଖର ହୋଇ…
Read More...

ଘୁ.ଉଦୟଗିରି ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସି ପକ୍ଷରୁ ଚଢ଼ାଉ, ୮୬୩୫ କେଜି ପଲିଥିନ ଜବତ ସହ ୧୬୦୦ ଟଙ୍କା ଫାଇନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ ସହର ଗଢ଼ିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଛି I ଆଜି ନିର୍ବାହୀ ଅଧିକାରୀ ପୁରା ସହରର ବିଭିନ୍ନ…
Read More...

ଗୁଞ୍ଜିବାଡି ଠାରେ ଗଛରେ ପିଟି ହେଲା ବୋଲେରୋ, ଚାଳକଙ୍କ ସମେତ ଏଗାର ଜଣ ଯାତ୍ରୀ ଆହତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡି ଗ୍ରାମ ପଂଚାୟତ ର ନୂଆସାହି ଠାରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଏହି ଦୁର୍ଘଟଣାରେ ଗାଡିଚାଳକ ଦିଗୀ ଗ୍ରାମର ସୁରଜ୍ ନାୟକଙ୍କ ସମେତ ୧୧ଜଣ ଯାତ୍ରୀ ଆହତ ହୋଇ ଥିଲେ I ଗୁରୁତର ଆହତଙ୍କୁ…
Read More...

ଘୁ.ଉଦୟଗିରି ସହରରେ ଗୁଟଖା ଧରପକଡ, ବିଫୁଳ ପରିମାଣର ଗୁଟଖା ଜବତ, ୨୭୦୦ ଜରିମାନା ଆଦାୟ……

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଶାସନର ବ୍ଯାପକ ସଚେତନତା ପରେ ମଧ୍ଯ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୁଟଖା ସେବନ ଏବଂ ବିକ୍ରୀ କମିବା ବଦଳରେ ବଢ଼ିବାରେ ଲାଗିଛି I ଯାହାର ପରିମାଣ ସ୍ୱରୂପ କ୍ଯାନସର ଭୟକଂର ରୂପ ଦେଖିବାକୁ ମିଳିଥାଏ I କନ୍ଧମାଳରେ ମଧ୍ଯ ଏବେ ଏହି ସଂଖ୍ଯା ବଢିବାରେ ଲାଗିଛି I…
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ପକ୍ଷରୁ ବିଭିନ୍ନ ଗ୍ରାମରେ ମାସିକ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ଅଗ୍ରଣୀ ଲୋକ ସଙ୍ଗଠନ I ଏହି ସଂଗଠନ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ ବର୍ଗର ଲୋକଙ୍କ ସହିତ ରହି…
Read More...

ଏନଏସି ବିଧାୟକଙ୍କ ପ୍ରତିନିଧି ହେଲେ ଅନିଲ କୁମାର ଦଳବେହେରା…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏନଏସି ପ୍ରତିନିଧି ଭାବେ ଅନିଲ କୁମାର ଦଳବେହେରାଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି I ପୂର୍ବରୁ ପି. ରାଜା ପାତ୍ର ବିଧାୟକଙ୍କ ପ୍ରତିନିଧି ଦାୟିତ୍ୱ ଭାର ତୁଲାଇ ଆସୁଥିଲେ I କିନ୍ତୁ ବର୍ତମାନ ଏହି ଦାୟିତ୍ୱ ଅନିଲ କୁମାର…
Read More...

କନ୍ଧମାଳ ପୁଲିସ କବଜାରେ ବ୍ରାଉନ ସୁଗାର ବେପାରୀ : ୩.୫୯୦ ଗ୍ରାମ ବ୍ରାଉନ ସୁଗାର ସହ ଚୋରା ଚାଲାଣରେ ବ୍ୟବହୃତ ହେଉ ଥିବା…

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରାଉନ ସୁଗାର କାରବାର ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ଫୁଲବାଣୀ ସହର ଅଞ୍ଚଳର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏପରି ଘଟଣା ଫୁଲବାଣୀ ସହର ପାଇଁ ପ୍ରଥମ ହୋଇଥିବାରୁ ସହରବାସୀ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି I ରାଜ୍ୟର ଅନ୍ୟ ଜିଲ୍ଲା କଟକ,…
Read More...

ଅଗ୍ନିପଥ ପ୍ରତ୍ୟାହୃତ ଦାବୀରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ସଭା ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଅଗ୍ନୀ ପଥ ଯୋଜନାକୁ ବିରୋଧ କରି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି I…
Read More...

ସରକାରୀ ଗରିବ କଲ୍ୟାଣ ଯୋଜନାକୁ ଫୁ, ମନରେଗା କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ……

ଅନୁସନ୍ଧାନ ଭାରତ(ବ୍ୟୁର): ଶ୍ରମିକ ବଦଳରେ କାମ କରୁଛି ମେସିନ I ଅଭାବି ଦିନ ମଜୁରିଆଙ୍କୁ ରୋଜଗାର ମିଳୁନଥିବା ବେଳେ ମୃତ୍ତିକା ସଙ୍ଗରକ୍ଷଣ ଅଧିକାରୀ, ଠିକାଧାର ଓ ବିଭାଗୀୟ ଯନ୍ତ୍ରୀ ସରକାରଙ୍କ ମନରେଗା ଯୋଜନାର ନିୟମକୁ ବେଖାତିର କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହରିଲୁଟ କରିଚାଲିଛନ୍ତି I…
Read More...