ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟି ହେଲା ଭଞ୍ଜନଗର…..

ଭଞ୍ଜନଗର(ନିଲୁ ବିଷୋୟୀ): ବହୁ ପ୍ରତିକ୍ଷାର ଅନ୍ତ ଘଟିବା ପରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷତ ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟିରେ ପରିଣତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋ‌ଷଣା କରିଥିବା ବେଳେ ଆଜି ଗୃହ ଓ ନଗର ଉନ୍ନୟନ…
Read More...

ଭଞ୍ଜନଗରରେ ବିକ୍ଷୋଭ ସହ ସ୍ମାରକପତ୍ର ପ୍ରଦାନ….

ଭଞ୍ଜନଗର(ନିଲୁ ବିଷୋୟୀ): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ(ଭିବି-ଜି ରାମ ଜି) ଆଇନ, ୨୦୨୫' ପ୍ରସ୍ତୁତ କରାଯାଇଛି । ଯାହାକୁ କଂଗ୍ରେସ ଦଳ…
Read More...

ବ୍ରାହ୍ମଣୀଗାଁ ଠାରେ ଖ୍ରୀଷ୍ଟମାସ କାଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ଖ୍ରୀଷ୍ଟମାସ କାଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଶନିବାର ଦିନ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇ ଥିବା ବେଳେ ସନ୍ଧ୍ୟା ସମୟରେ ଓଡିଶା ଗୁଡ଼ ନିଉଜ ମିଶନର…
Read More...

ବଡ଼ଦିନ ପାଇଁ ଚଳ ଚଞ୍ଚଳ ହାଟ ବଜାର, ପୁଲିସ ପକ୍ଷରୁ ସୁରକ୍ଷାବ୍ୟବସ୍ଥା କଡାକଡି….

ଦାରିଙ୍ଗବାଡି(ଅଶୋକ ସିଂ): ବଡ଼ଦିନ ପର୍ବ ଯେତିକି ପାଖ ଆସୁଛି ଗାଁରୁ ସହର ଯାଏଁ ହାଟ ବଜାର ସେତିକି ଚଳ ଚଞ୍ଚଳ ହେଉଛି l ସୋମବାର ଦିନ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସାପ୍ତାହିକ ହାଟରେ ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ହାତ ପାହାନ୍ତାରେ ସୁଲଭ ଦରରେ ଅତ୍ୟାବଶକୀୟ ସାମଗ୍ରୀ ମିଳୁ…
Read More...

ଦୁର୍ଘଟଣାରେ ଆଇନଜୀବୀ ତଥା ବିଜେପି ନେତାଙ୍କ ବିୟୋଗ…..

ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ଘଟଣାରେ ଯୁବ ଆଇନଜୀବୀ ତଥା ବିଜେପି ନେତା ଅରୁଣ ପ୍ରଧାନ(୫୨)ଙ୍କ ଦେହାନ୍ତ ଘଟିଛି । ଗତକାଲି ରାତିରେ ସେ ନିଜ ଗ୍ରାମ ଗାୟଗଣ୍ଡା ଆଡକୁ ଯାଉଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଗାଡିରେ ସେ ଏକୁଟିଆ ରହିଥିବା ବେଳେ ଗାଡିଟି ଚୁରମାର ହୋଇଯାଇ ରାସ୍ତାକଡ…
Read More...

କୃଷ୍ଣଚନ୍ଦ୍ରପୁର ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ୨୦୨୫ ପାଳିତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୃଷ୍ଣଚନ୍ଦ୍ରପୁରସ୍ଥିତ ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ  ଉତ୍ସବ ୨୦୨୫ ପାଳିତ ହୋଇଯାଇଛି  l କୃଷ୍ଣଚନ୍ଦ୍ରପୁର ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ସାନକୋଦଣ୍ଡାରୁ ଖରିଫ୍ ଧାନକିଣା ଶୁଭାରମ୍ଭ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପ୍ୟାକ୍ସରୁ ମଙ୍ଗଳବାର ଚଳିତ ବର୍ଷର ଖରିଫ୍ ଧାନକିଣା ଶୁଭାରମ୍ଭ ହୋଇଛି । ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖରିଫ୍ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଯୋଗାଣ…
Read More...

ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ରାଜ କିଶୋର ମହାରଣାଙ୍କ ପୌରାହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ…
Read More...

ଛେଳି ଛୁଆକୁ ବଞ୍ଚାଇବାକୁ ଯାଇ ଓଲଟିଲା ବାଲି ବୋଝେଇ ହାଇବା….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା l ଛେଳି ଛୁଆକୁ ବଞ୍ଚାଇବାକୁ ଯାଇ ଏକ ବାଲି ବୋଝେଇ ହାଇବା ଗାଡ଼ି ଓଲଟି ପଡ଼ିଥିବା ଜଣା ପଡ଼ିଛି l ସୂଚନା ଅନୁଯାଇ ତାଯୁଙ୍ଗିଆ ପଞ୍ଚାୟତରେ କୋଠା ନିର୍ମାଣ ଚାଲିଛି l ଉକ୍ତ ନିର୍ମାଣ…
Read More...

ବ୍ରାହ୍ମଣୀ ଗାଁ ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…..

ଦାରିଙ୍ଗବାଡି(ଅଶୋକ ସିଂ): ଆଗାମୀ ବଡ଼ଦିନ ଦିନ ପର୍ବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗର ନେତୃବୃନ୍ଦଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ସ୍ଥାନୀୟ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।…
Read More...