ସମାଜ ସେବୀ ଓ ଜାତୀୟ ସ୍ବେଛାସେବୀ ତଥା କାର୍ଲ।ମୁଣ୍ଡା ବିଡ଼ିଓଙ୍କ ମହାନତା, ବାପା ମା ଛେଉଣ୍ଡ ତିନି ଶିଶୁଙ୍କୁ…

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓଡ଼ିଆମୁଣ୍ଡା ଗାଁର କରୁଣା ବାଗ ତାଙ୍କ ପତ୍ନୀ ମଲ୍ଲୀ ବାଗ, ବଡ଼ ଝିଅ ନୟନୀ ବାଗ( ୨୨ ), ପୁଅ ପପୁ ବାଗ( ୧୫ ), ଝିଅ ଅଙ୍କିତା ବାଗ( ୧୨ )ଙ୍କୁ ନେଇ ତାଙ୍କ ପରିବାର ବେଶ ଖୁସିରେ ରହୁଥିଲେ । କୁଲି ମଜୁରୀକରୀ ପରିବାର ପୋଷଣ…
Read More...

ପିଇବା ପାଣିର ଅପଚୟ, କୁମ୍ଭକର୍ଣ୍ଣ ନିଦ୍ରାରେ ଜନ ସ୍ୱାସ୍ଥ୍ୟ ବିଭାଗ…..

ଅନୁସନ୍ଧାନ ଭାରତ(ବ୍ୟୁର): ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସାହି କୁ ପିଇବା ପାଣି ଯୋଗାଣ ହୋଇଆସୁଅଛି l ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ଲାଇନ ନିର୍ଦ୍ଧିଷ୍ଠ ସ୍ଥାନରେ ଫାଟି ବାହାର ପାଣି ମିଶୁଥିବାର…
Read More...

ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମାମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ମିଶନ ଶକ୍ତି ଆମ ଦକ୍ଷତା ବୃଦ୍ଧି…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି…
Read More...

ପ୍ରବଳ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ, ରାସ୍ତା ଉପରେ ପାଣି…

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧ତାରିଖ ଠାରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ଅଦିନିଆ ବର୍ଷା ଲାଗିରହିଛି । ଯାହା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ହେଉଛନ୍ତି । ଜରୁରୀ କାମରେ ମଧ୍ୟ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ପ୍ରାୟତଃ ସକାଳେ ପାଗ ସାମାନ୍ୟ…
Read More...

ଆଠ ଦିନ ପରେ କିଡିଗାଁ ବଂଶଧାରା ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକର ମୃତଦେହ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ଆଠଦିନ ଧରି ନିଖୋଜ ଥିବା ସ୍ଥାନୀୟ ମତିଲାଲନଗରର ପିଚା ଡ୍ରାଇଭରଙ୍କ ପୁଅ ଭି. ଶିବ ପ୍ରଶାଦ ୩୦ ବୟସର ଆଜି ମୃତଦେହ ମିଳିଛି । ଗଜପତି ଜିଲ୍ଲା କାଶୀନଗର ନିକଟସ୍ଥ କିଡି ଗାଁ ଠାରେ ବଂଶଧାରା ନଦୀରେ ଭାଷୁଥିବା ବେଳେ ସେଠାକାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ ।…
Read More...

ଗୁଣପୁର ଅଞ୍ଚଳରେ ପୁଣି ହାତୀପଲ ଆତଙ୍କ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଅନ୍ତର୍ଗତ ଘଣାନ୍ତିରି ପଞ୍ଚାୟତରେ ପୁଣି ହାତୀ ଆତଙ୍କ । ଗତକାଲି ରାତିରେ ସାମ୍ପିନି ଅଞ୍ଚଳରେ ୬ ଟିକିଆ ହାତୀପଲ ଦେଖ୍ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଦଳ ହାତୀ ଥିବା ସ୍ଥାନରେ ପହଞ୍ଚିଥିଲେ ।…
Read More...

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ଥରୀୟ ବିଶ୍ଵ ଅଣ୍ଡା ଦିବସ ୨୦୨୨ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତି ବର୍ଷ ପରି ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ପାଳିତ ହୁଏ । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ଵ ଅଣ୍ଡା…
Read More...

ଉଦୟପୁର ଚିନ୍ତନଶିବିର ଘୋଷଣା ହିଁ ମୋ ଇସ୍ତାହାର : ମଲ୍ଲିକାର୍ଜୁନ ଖଡ଼ଗେ

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ…
Read More...

ଗଜପତି ଜିଲ୍ଲା ଆନ୍ତଃବିଦୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୪ର୍ଥ ଦିବସରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସରେ  ଆନ୍ତଃବିଦ୍ୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା  ଫୁଟବଲ୍ ଟୁର୍ଣ୍ଣାମେଣ୍ଟର  ପ୍ରଥମ ପର୍ଯ୍ୟାୟରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କାଶୀନଗର ବାଳକ ଟିମ ୪/୧ ଗୋଲ କରି ବିଜେତା ହୋଇଥିଲା । ଦ୍ବିତୀୟ…
Read More...

ଦମ୍ ଦେଖାଇଲା ରାଜ୍ୟ କଂଗ୍ରେସ, ବିରାଟ ଶୋଭାଯାତ୍ରାରେ ଧାମନଗର ବିଧାନସଭାର କଂଗ୍ରେସ ବିଧାୟକ ପାର୍ଥି ରୂପେ ବାବା…

ଅନୁସନ୍ଧାନ ଭାରତ(ବ୍ୟୁର): ଧାମନଗର ବିଧାନସଭା ଉପନିର୍ବାଚନର କଂଗ୍ରେସ ପାର୍ଥି ଶ୍ରୀ ବାବା ହରେକୃଷ୍ଣ ସେଠି ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ପାର୍ଥି ଶ୍ରୀଯୁକ୍ତ ସେଠି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି…
Read More...