କୁଲାଡ଼ ଲଷ୍ମୀପୂଜାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ…….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ଲଷ୍ମୀ ବଜାର ପୂଜା କମିଟି ତରଫରୁ ଚଳିତ ବର୍ଷ ଆୟୋଜିତ ଗଜଲଷ୍ମୀ ପୂଜା ବେଶ ଜାକଯମକରେ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।…
Read More...

କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ସ୍ଵଚ୍ଛତା ଅଭିଯାନ

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଏକ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ…
Read More...

ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ…..

-ହତ୍ୟା, ଡକାୟତି, ଲୁଟ ସମେତ ୱାରେଣ୍ଟ ଧରପଗଡ଼କୁ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ୍ କାଯ୍ୟଳୟରେ ସହରର ପୁରୁଣା ଓ ନୂଆ ଅପରାଧୀଙ୍କୁ…
Read More...

ମୋ ସ୍କୁଲ୍ ଅଭିଯାନ ତରଫରୁ ରାଜ୍ୟସ୍ତରୀୟ ପ୍ରତିନିଧିଙ୍କ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସ୍କୁଲ୍ ଅଭିଯାନ ତରଫରୁ ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନରେ ହୋଇଥିବା ସ୍ମାର୍ଟ୍ ସ୍କୁଲ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି I ସୂଚନା…
Read More...

ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ, ସାମିଲ ହେଲେ ବହୁ ବିଜେଡି ନେତା ଓ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ତାରିଖ ଅର୍ଥାତ ଗାନ୍ଧିଜୀଙ୍କ ଜୟନ୍ତି ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଲୋକଙ୍କ ପାଖରେ ପହଞ୍ଚିବା, ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚିଛି କି ନାହିଁ ତାହା ପରଖିବା ପାଇଁ…
Read More...

ଏମକେସିଜି ମେଡିକାଲରେ ହେବ ଇନଡୋର ଷ୍ଟାଡିୟମ, ସୁଇମିଂ ପୁଲ ଓ ଟ୍ରାନ୍ସଫ୍ୟୁଜନ ମେଡିସିନ ନୂତନ କୋଠା ପାଇଁ ଜମି…

ଅନୁସନ୍ଧାନ ଭାରତ(ବ୍ୟୁର): ଏମକେସିଜି ଭେଷଜ ମହାବିଦ୍ୟାଳୟର ଡାକ୍ତର, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ, ସୁଇମିଂପୁଲ ଓ ବ୍ୟାୟାମଶାଳା l ସେହିପରି ଟ୍ରାନ୍ସଫ୍ୟୁଜନ ମେଡିସିନି ବିଭାଗର ନୂତନ କୋଠା ମଧ୍ୟ ନିର୍ମାଣ କରାଯିବ l ଏହି ନୂତନ କୋଠା ନିର୍ମାଣ…
Read More...

ବୋରିଗାଁ ଛକ ଠାରେ ବନ୍ଧୁକ ଧରି ମଦ ଚାଲାଣ: ଯୁବକ ଗିରଫ, ୬୦ ଲିଟର ଦେଶୀମଦ ଓ ସ୍କୁଟି ଜବତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଛକର ଆଜି ବନ୍ଧୁକ ବ୍ୟବହାର କରି ଦେଶୀ ମଦ ଚାଲାଣ କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଦେଶୀ ମଦ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଯାଞ୍ଚ କରାଯିବା ବେଳେ ତାଙ୍କ ନିକଟକରୁ…
Read More...

ଦଲାଲଙ୍କ କବଜାରେ ଆସିକା ଉପଖଣ୍ଡ ଚିକିତ୍ସାଲୟ, ଦଲାଲ ହଟାଇବା ପାଇଁ ଉଠିଲା ଦାବୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ଔଷଧ ଦଲାଲଙ୍କୁ ଧରିବା ପାଇଁ ଗଞ୍ଜାମ ଏସ.ପିଙ୍କ ନିର୍ଦେଶ କ୍ରମେ ଅପରେସନ ଦଲାଲ କାର୍ଯ୍ୟକାରୀ ହେବ କେବେ ? ପ୍ରକାଶ ଥାଉକି ବ୍ରହ୍ମପୁର ମେଡିକାଲ ଠାରେ ଦୀର୍ଘ ଦିନ ଧରି ଚାଲି ଥିବା ଔଷଧ ଦଲାଲଙ୍କୁ…
Read More...

ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁଙ୍କ ଦ୍ବାରା ତାଳ ଓ ମୁର୍ଦୁଙ୍ଗ…

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆସିକା ବ୍ଲକ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ ଖାରିଆ ପଞ୍ଚାୟତର ଅଧୀନ ଖାରିଆ, ଘଟକୁରି, ସନ୍ଧିନୂଆପଲ୍ଲୀ, କୋଟିନଡ଼ା, ହୁମୁକି, ସାହାପୁର, ଢୁଙ୍କୁଣୀରେ ତାଳ ମୁର୍ଦୁଙ୍ଗ ଓ ଝାଞ୍ଜ ପ୍ରଦାନ କରିଥିଲେ l ବର୍ଷ ବର୍ଷ ଧରି ଏହି…
Read More...

ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରା ଆୟୋଜିତ, ପଦଯାତ୍ରାରେ ଭିଡ ଜମାଇଲେ ମହିଳା…….

ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ବିଧାୟିକାଙ୍କ ନେତୃତ୍ୱରେ ଚାଲିଥିବା ପଦଯାତ୍ରାରେ ବିପୁଳ ସଂଖ୍ୟାରେ ମହିଳା ଯୋଗଦେଇ ଥିବା ଦେଖିବାକୁ ମିଳିଛି l ଆଜି ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରାରେ ଆଗଧାଡିର କର୍ମୀ ସାଙ୍ଗକୁ ଛାତ୍ର, ମହିଳା, ଯୁବ କର୍ମକର୍ତ୍ତା ଯୋଗଦେଇଥିଲେ…
Read More...