ଭ୍ରମରବାଡ଼ି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସକ୍ଷମ କେନ୍ଦ୍ର ଗୃହ ଉଦଘାଟିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି  ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ସକ୍ଷମ କେନ୍ଦ୍ରର ନୂତନ ଗୃହର ଶୁଭ  ଉଦଘାଟନ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନମାଳୀ ମାଝୀ ଯୋଗ…
Read More...

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ବାର୍ଷିକୀରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା କଂଗ୍ରେସ ଭବନ…
Read More...

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ପୁରୁଷ ଓ ମହିଳା ତାଲିମାର୍ଥୀ ଛତୁ ଚାଷ ତାଲିମ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ପୁରୁଷ ଓ ମହିଳା ତାଲିମାର୍ଥୀ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ “ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପ୍ରକୋଷ୍ଠ” ଜିଲ୍ଲା ପରିଷଦ ପରିସରରେ …
Read More...

୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ଦୁଇ ଦିନ ତାଲିମ୍ ଶିବିର ଅନୁଷ୍ଠିତ, ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ…

ପାରଳାଖେମୁଣ୍ଡି (ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ ଜନଗଣନା ତାଲିମ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

“କାଳ ସମ୍ପୂର୍ଣ୍ଣ ହେଲାଣି, ମନ ପରିବର୍ତ୍ତନ କର”: ରେଭ. ଡ଼ଃ ପ୍ରାଚୀ ରଞ୍ଜନ ଦାଶ (କଟକ), ମାଜୁମାହା ବାପ୍ତିଷ୍ଟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତରେ ମିଳିତ ମଣ୍ଡଳୀ ଆନୁକୂଲ୍ୟରେ ମାଜୁମାହା ବାପ୍ତିଷ୍ଟ ମଣ୍ଡଳୀର ଶତବାର୍ଷିକୀ ଉତ୍ସବ ଦୁଇଦିନ ଧରି ଆନନ୍ଦଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରାଇକିଆ…
Read More...

ଚଳିତ ବଜେଟର ଫାଇଦା ସମସ୍ତ ସ୍ତରର ଲୋକ ପାଇବେ….

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ଥର ରାଜ୍ୟ ସରକାର ‌ଆଗତ କରିଥିବା ବଜେଟ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ସିଧାସଳଖ ଲୋକମାନଙ୍କ ପାଇଁ ହୋଇଥିବା ‌ଏହି ବଜେଟରେ ଲୋକଙ୍କ ଠାରୁ ହିଁ ବିଭିନ୍ନ ଜରିଆରେ ପ୍ରସ୍ତାବ ନେଇ ଏଭଳି ବଜେଟ କରାଯାଇଛି । ଯାହାର ଫାଇଦା ସମସ୍ତ ସ୍ତରର ଲୋକ ଫାଇଦା…
Read More...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ…..

ଭଞ୍ଜନଗର(ନିଲୁ ବିଷୋୟୀ):  ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରତ୍ୟେକ ଦିନ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା…
Read More...

ଆସନ୍ତା ୨୪ ଘଣ୍ଟାମଧ୍ୟରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା, ୟେଲୋୱାର୍ଣ୍ଣିଂ ଜାରି…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ଚବିଶ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ,…
Read More...

କୁଟ୍ଲାରିଗାଁରେ ଗଜପତି ପାଷ୍ଟରେଟ ୟୁନିୟନର ୨୨ ତମ ବାର୍ଷିକ ମହାସଭା ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କୁଟ୍ଲାରିଗାଁ  ଠାରେ କଟକ ଡାଇସେସର ଗଜପତି ପାଷ୍ଟୋରେଟ ୟୁନିୟନ ପକ୍ଷରୁ ୨୨ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଛି । ଏହା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ଦିନ ମୁଖ୍ୟ…
Read More...

ସିମନବାଡ଼ି ପଞ୍ଚାୟତ ସ୍ତରୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଚୟନ…

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଳକ ସିମନବାଡ଼ି ପଞ୍ଚାୟତ ସ୍ଥିତ ମାଁ ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ   ସିମନବାଡ଼ି ପଞ୍ଚାୟତର ସଭାପତି ଭାବେ ରାମଦେବ ପ୍ରଧାନ, ଉପ…
Read More...