ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ସ୍ଥିତି ଅନୁଧ୍ୟାନ କଲେ ଭାଜପାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌….

ଅନୁସନ୍ଧାନ ଭାରତ(ବ୍ୟୁର):ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗୁରୁବାର ରାଜ୍ୟ ଭାଜପାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଫିରିଙ୍ଗିଆ ଅଂଚଳ ଗସ୍ତ କରି ଲୋକ ଏବଂ ପୁଲିସ ସହ ଆଲୋଚନା କରିଛି । ଟିମ୍ ପ୍ରଥମେ ଡ଼ିମିରିଗୁଡ଼ା, ନୂଆପଦର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ପୁଲିସ ଏହି ଘଟଣାରେ…
Read More...

ମ.ରାମପୁର ଉର୍ଲଦାନୀରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆରପିଏଫ ବି.୬୪ବାଟା ଲିୟନ ଙ୍କ ମିଳିତରେ ଭାରତମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମରୁ ଉର୍ଲାଦାନୀ ଗ୍ରାମ ପରିକ୍ରମା ପରେ…
Read More...

ଗଠିତ ହେଲା କନ୍ଧମାଳ ମିଳିତମଞ୍ଚ, ଆସନ୍ତା ୨୮ ତାରିଖରେ ହେବ ପ୍ରତିବାଦ ଶୋଭାଯାତ୍ରା……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କି କୌଣସି ବାହ୍ୟ ଶକ୍ତି ଦ୍ୱାରା ଆକ୍ରୋଶର ଶିକାର ହୋଇଥାନ୍ତି I ଠିକ ସେହିପରି ବର୍ତମାନ ପୁଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଂଚଳରେ ଖେଳି ଯାଇଛି ଭୟ ଓ ଅଶାନ୍ତ ପରିବେଶ I ଫିରିଙ୍ଗିଆ ଥାନା…
Read More...

ପାରଲାଖେମୁଣ୍ଡି ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଶନିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଗଣପତି ସାବତ ଫାଉଣ୍ଡେସନ ସଭାପତି ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ସାବତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ…
Read More...

ଗୁଣପୁର ସହରରେ କଳା କନା ବୁଲାଇଲେ ଚୋର…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହରରେ ଦୁର୍ବୃତ୍ତଙ୍କ ଚୋରି ଓ ଲୁଟତରାଜ ବୃଦ୍ଧି ପାଇବାରେ ଲାଗିଛି । ବିଳମ୍ବିତ ରାତିରେ ଗୁଣପୁର ସହରର ଜଗନ୍ନାଥ ନଗରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହି ଘରର ଶିବରାମ ପଣ୍ଡା ସପରିବାରଙ୍କ ସହ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲେ I ଏହାର…
Read More...

ନେସନାଲ କାଉନସିଲ ଅଫ ଦଳିତ ନେସନାଲ ପ୍ରୋଟେଷ୍ଟ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ନେସନାଲ କାଉନସିଲ ଅଫ ଦଳିତ ଖ୍ରୀଷ୍ଟିଆନ ପକ୍ଷରୁ ନେସନାଲ ପ୍ରୋଟେଷ୍ଟ ଦିବସ ପାଳନ କରାଯାଇଛି । ଉକ୍ତ ଅନୁଷ୍ଠାନର ଦଳିତ ଖ୍ରୀଷ୍ଟିଆନ ନେତା ତଥା ବିଜେଡ଼ି ବରିଷ୍ଠ ନେତା ପଲବ ଲିମ୍ମାଙ୍କ…
Read More...

ଡୁମେର ପଦର ଗ୍ରାମ ଗସ୍ତ କଲେ ମୈତ୍ରୀ ମାଲିକ, ବିକାଶ ମୂଳକ କାର୍ଯ୍ୟ ଉପରେ କଲେ ଆଲୋଚନା…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ସୁଙ୍ଗେର ପଞ୍ଚାୟତର ଡୁମେର ପଦର ଗ୍ରାମକୁ ଆଜି ଗସ୍ତ କରିଛନ୍ତି ମୈତ୍ରୀ କମ୍ପାନୀ ଅଧକ୍ଷ । ଗସ୍ତ ସମୟରେ ଗାଁ ଲୋକେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଦ୍ୱାରା ସ୍ୱାଗତ କରିଥିଲେ । ଗାଁର ବିକାଶରେ କାର୍ଯ୍ୟରେ ଦେଖା ଦେଇ ଥିବା ସମସ୍ୟା…
Read More...

୨୯ ତମ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡିରେ ବିଶାଳ ଆଦିବାସୀ ଶୋଭାଯାତ୍ରା ଆୟୋଜିତ.…..

ଅନୁସନ୍ଧାନ ଭାରତ(ବ୍ୟୁର): ୨୯ ତମ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଆଦିବାସୀ ସହର ପରିକ୍ରମା କରିଥିଲେ I ଗଜପତି ଜିଲ୍ଲାର ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ବେଶଭୁଷା ଓ ବିଭିନ୍ନ ବାଦ୍ୟ, ତୁରୀ…
Read More...

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା…
Read More...

ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଜି ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ବ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ଅଭିଭାଷଣ…
Read More...