ଧରାକୋଟ ତାଲୁକା ସ୍ତରୀୟ ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ମୁଣ୍ଡମରାଇ ନିକଟସ୍ଥ ହିରାଖଣ୍ଡି ସ୍ଥିତ ସ୍ଥାୟୀ ବିଶ୍ଵକର୍ମା ମନ୍ଦିର ପୀଠରେ ଧରାକୋଟ ତାଲୁକା ସ୍ତରୀୟ ବଢେଇ ସମାଜର ୪୫ ତମ ପୂଜା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ତାରିଣୀ ଚରଣ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ…
Read More...

“ଇଣ୍ଡିଆନ ସ୍ୱଚ୍ଛତା ଲିଗ” ସମର୍ଥିତ ସଫେଇ କାର୍ଯ୍ୟକ୍ରମ ଘୁ.ଉଦୟଗିରି ଏନ.ଏ.ସି ଦ୍ୱାରା…

ଅନୁସନ୍ଧାନ ଭାରତ(ବ୍ୟୁର): ଇଣ୍ଡିଆନ ସ୍ୱଚ୍ଛତା ଲିଗ ଦ୍ୱାରା ସମର୍ଥିତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସହରର ବିଭିନ୍ନ୍ନ ୱାର୍ଡ଼ରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ସଫେଇ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ କରି ଏକ ସୁସ୍ଥ ସମାଜ ଗଢ଼ି…
Read More...

ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ କମିଶନରେଟ ପୁଲିସକୁ ବଦଳି ପରେ ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଥାନାଧିକାରୀ ଭାବରେ ଶ୍ରୀନିବାସ ସେଠୀ ରବିବାର ପୂର୍ବତନ ଥାନାଧିକାରୀ ଶ୍ରୀ ଦାସଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ…
Read More...

ଏଆଇସିସି ପ୍ରଶିକ୍ଷଣ ଶିବିରରେ କଂଗ୍ରେସ ଯୁବନେତା ପ୍ରତାପ କୁମାର ପ୍ରଧାନଙ୍କ ଯୋଗଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୁଲାଇରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଚାଲିଥିବା ସର୍ବଭାରତୀୟ ସମ୍ଭାବ୍ୟ ନେତୃତ୍ୱ ପ୍ରଶିକ୍ଷଣ ଶିବିର (Potential Leadership Training) ଆଜି ସଫଳତାର ସହ ସମାପ୍ତ ହୋଇଛି । ଏହି ଶିବିରକୁ ସର୍ବଭାରତୀୟ…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ଅଧିବେଶନ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାକକ୍ଷରେ ଏକାଦଶ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଧିବେଶନ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘପରିଚାଳନା କରିଥିଲେ I ପରିଷଦରେ ଥିବା ୧୩ ଗୋଟି ୱାର୍ଡ଼ର ବିଭିନ୍ନ ଉନ୍ନୟନ…
Read More...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ..

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ଆଜି ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି I ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ…
Read More...

ବୁଲେଟ ସହ ବାଇକ ମୁହାଁ ମୁହିଁ ଧକ୍କା, ଛୋଟ ଝିଅ ସହ ୫ ଗୁରୁତ୍ୱର ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁଡ୍ରିପଡ଼ି ଠାରେ ଆଜି ସଂନ୍ଧ୍ୟା ୫.୪୫ ମିନିଟରେ ଏକ ବୁଲେଟ ସହ ଗ୍ଲାମର ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଛୋଟ ଛୁଆକୁ ମିଶାଇ ୫ ଜଣ ଗୁରୁତ୍ୱ ର ଆହତ ହୋଇଛନ୍ତି I ସୂଚନା ଅନୁସାରେ…
Read More...

କଳିଙ୍ଗ ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ…
Read More...

ସ୍ବାମୀକୁ ଭୟଭୀତ କରି ସ୍ତ୍ରୀକୁ ଅପହରଣ କରିବା ଘଟଣା: ଅପହୃତା ମହିଳା ଉଦ୍ଧାର, ଅପହରଣକାରୀଙ୍କ ପତ୍ତା ପାଉନାହିଁ…

ଅନୁସନ୍ଧାନ ଭାରତ(ବ୍ୟୁର): ଫିରିଙ୍ଗିଆ ଅଞ୍ଚଳର ଏକ ଦମ୍ପତି ଶୁକ୍ରବାର ବାଇକ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ନିକଟରେ ଏକ ଚାରୀ ଚକିଆ ଯାନରେ କେତେକ ଦୁର୍ବୃତ୍ତ ଆସି ବାଇକ୍‌କୁ ଅଟକାଇ ସ୍ତ୍ରୀକୁ ଜବରଦସ୍ଥ ଅପହରଣ କରି ନେଇ ଯାଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି…
Read More...

ବିଭିନ୍ନ ଦାବୀ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶିକ୍ଷକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ I ୩ଦଫା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଶିକ୍ଷକ ସଂଘ । ସଂଘର ଦାବି ଅନୁଯାୟୀ, ପ୍ରାଥମିକ…
Read More...