ପୋଖରୀରେ ବୁଡ଼ି ଯୁବକ ମୃତ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ମହାସିଂ ଗ୍ରାମର ଭକ୍ତରାମ ପୂଜାରୀ ନାମକ ଜଣେ ଯୁବକ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧେଇବାକୁ…
Read More...

ଉଦ୍ଧାର ହେଲା ଆତଙ୍କ ଖେଳାଉ ଥିବା ଭାଲୁ….

ଭବାନୀପାଟଣା(ତୁଳମଣି ନାଗ): ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ ଆଜି ଜୟପାଟଣା ରେଞ୍ଜ ଫରେଷ୍ଟ ବିଭାଗ ପକ୍ଷରୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନା ଯୋଗ୍ୟ ଯେ  ମୁଖୀଗୁଡା ଓଏଚପିସି ମହୁଳପାଟଣା ଘାଟି ରାସ୍ତାରେ ଭାଲୁ…
Read More...

ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣର ପ୍ରଚାର ରଥ ଶୁଭାରମ୍ଭ.….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି । ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ପାଇଁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର…
Read More...

ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…..

ନୁଆପଡ଼ା( ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ଵତୀ ଶିଶୁ ବିଦ୍ଯାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦଘାଟନ ସଭାରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ଓ…
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗର ଦମ୍ପତି….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ପ୍ରକାରେ ପିତୃମାତୃହୀନ ଏହି…
Read More...

ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ ସୋସାଇଟି ପକ୍ଷରୁ ନିଯୁକ୍ତି…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ  ସୋସାଇଟି ପକ୍ଷରୁ ଗଜପତି ଜିଲ୍ଲାର ୯୦ ଜଣ ଯୁବକ ଯୁବତୀମାନଙ୍କୁ ଆସୋସେଟ ଷ୍ଟୋର ଫାର୍ମାସୀ ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଜିଲ୍ଲାପାଳ…
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଉଚ୍ଚଶିକ୍ଷା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଅପରାହ୍ନ ୫ ଘଣ୍ଟା ସମୟରେ ପ୍ରଥମେ ହିଞ୍ଜିଳିକାଟୁ ବିଜ୍ଞାନ…
Read More...

ଚୋରି ଅଭିଯୋଗରେ ତିନି ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ):  ଭଞ୍ଜନଗର ଥାନା ଅଧୀନ ଗୋଲାପଡା ଓ ବେଲଗୁଣ୍ଠା ଇଲାକାରେ ଇଲେକ୍ଟ୍ରିକ୍ ତାର ଚୋରି ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ୍ ତାର ଚୋରି କରୁଥିବା ବେଳେ ଗତ କିଛି ଦିନ ତଳେ…
Read More...

ଜିଲ୍ଲା ପ୍ରଶାସନର ମହାନତା, ନିଜ ପରିବାରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ପ୍ରଶାସନର ମହାନତାରେ ନିଜ ପରିବାରକୁ ଫେରିଲା ବିଜୟ ଚନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଶରୀର । ନିଜ ପରିବାରକୁ ପ୍ରତିପୋଷଣ କରିବାକୁ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟ ଖବର ଆସି ପହଞ୍ଚିଛି ନିଜ ପରିବାରକୁ ।…
Read More...

ଅସହାୟ ବୃଦ୍ଧାଙ୍କୁ ମିଳୁ ନାହିଁ ବିଧବା ଭତ୍ତା: ଭୋକ ଉପାସରେ କାଟୁଛନ୍ତି ଦିନ, ବୃଦ୍ଧାଙ୍କୁ ପୁନଃ ଭତା ପ୍ରଦାନ ପାଇଁ…

ବୌଦ୍ଧ(ଆବୁ ବକ୍କର ସିଦ୍ଧିକି ଖାନ): ବୟସ ଆସି ପହଞ୍ଚିଲାଣି ୭୦ ପରେ l ନା ଅଛି ପରିବାର ନା କିଏ ଅଛି ସାହା ଭରଷା। ସରକାରଙ୍କ ୫ କେଜି ଚାଉଳ ଏବଂ ୫ ସହ ଟଙ୍କା ଭତ୍ତାରେ କଟୁଛି ଦିନ । ହେଲେ ସରକାରୀ କର୍ମଚାରୀଙ୍କ ଦ୍ଵାରା କାଟି ଦିଆଗଲା ୫ ଶହ ଟଙ୍କା ଭତ୍ତା । ଏବେ କେବଳ ୫ କେଜି ଚାଉଳରେ ଜୀବନ…
Read More...