ଖୋର୍ଦ୍ଧାରେ ଅଖିମୁଠି ଅନୁକୂଳ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବର ଶୁଭ ଅବସରରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ସୁମଣା ଶାସନ ଗ୍ରାମ ପଞ୍ଚାୟତରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ…
Read More...

୨୦୨୩ ମହିଳା ସଂରକ୍ଷଣ ବିଲ ନୋଟିଫିକେସନ ଆସିବାପାଇଁ ଦୀର୍ଘ ତିନି ବର୍ଷ ଲାଗିଲା କାହିଁକି: ସପ୍ତଗିରୀ

ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ବିଜେପି ସରକାରର ମିଥ୍ୟା ମହିଳା ସଂରକ୍ଷଣ ବିଲ ଓ ଏହାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଛ ପ୍ରଚାର ଅଭିଯୋଗ କରି ଓଡିଶା ପ୍ରଦେଶ କଂଗେସ କମିଟି ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କୋରପୁଟ ଲୋକସଭା ସାଂସଦ ସପ୍ତଗିରୀ…
Read More...

ଭଞ୍ଜନଗର ଘାଇରେ ବୁଡି ୨ଯୁବକର ମୃତ୍ୟୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମର କାହ୍ନୁ ପ୍ରଧାନ(୧୭) ଏବଂ ଆଶୁତୋଷ ଭୂୟାଁ(୧୭) ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ ।…
Read More...

ସେକ୍ସ ରାକେଟ୍‌ ଉପରେ ପୁଲିସ ଚଢ଼ାଉ, ୫ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ସହର ମଧ୍ୟରୁ ଭଞ୍ଜନଗର ପୁଲିସ ସେକ୍ସ ରାକେଟ ଠାବ କରିଛି ।  ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ । ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ପୁଲିସର ମୁଖ୍ୟ ଭୂମିକା ରହିଛି । ତେଣୁ…
Read More...

ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ଗଲା ରଥ କାଠ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ଓ ଗାଙ୍ଗପୁର ସେକ୍ସନରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି । ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ । ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ । ରଥ କାଠ ଯିବା ସମୟରେ…
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ୱାଟରପାର୍କ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟରପାର୍କ ପୁଣି ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସଂଲଗ୍ନରେ ନିର୍ମିତ ଏହି ପାର୍କ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ…
Read More...

ତୃଣମୂଳ ସ୍ତରରୁ ସଂଘଠନ ସଜାଡିବ କଂଗ୍ରେସ: ଦଣ୍ଡପାଣି

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା କଂଗ୍ରେସର ପଶ୍ଚିମ ସଭାପତି ଭାବେ ଦାୟିତ୍ୱ ପାଇବା ପରେ ଦଣ୍ଡପାଣି ପାତ୍ର ତୃଣମୂଳ ସ୍ତରରୁ କର୍ମୀଙ୍କୁ ନେଇ ସଂଘଠନ ସଜାଡିବା ଉପରେ ଗୁରୁତ୍ୱାରୋପ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଭେଟି ଶ୍ରୀ ପାତ୍ର ଆଲୋଚନା…
Read More...

ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ବେଦଭୂଷଣ । ସରକାରୀ ଯୋଜନାର ସୁଫଳ ଯେପରି ଶେଷ ସୀମାରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ…
Read More...

ୱାଇଡବ୍ଲୁସିଏ ଜାତୀୟ ଉପାଧ୍ୟକ୍ଷାଙ୍କ ଘୁ.ଉଦୟଗିରି ପରିଦର୍ଶନ…

ଅନୁସନ୍ଧାନ ଭାରତ(ବ୍ୟୁର): ଯୁବତୀ ମହିଳା ଖ୍ରୀଷ୍ଟିଆନ ସଂଘ ୱାଇଡବ୍ଲୁସିଏର ପୂର୍ବ ଅଞ୍ଚଳର ଜାତୀୟ ଉପାଧ୍ୟକ୍ଷା ଲେନା ଚନ୍ଦ ୧୧ ଏପ୍ରିଲ ୨୦୨୬ ତାରିଖରେ ଘୁ.ଉଦୟଗିରି ସ୍ଥିତ ୱାଇଡବ୍ଲୁସିଏ ର ସଦସ୍ୟମାନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସ୍ଥାନୀୟ ୱାଇଡବ୍ଲୁସିଏ ପ୍ରତୀକ୍ଷ୍ୟା ନାୟକଙ୍କ…
Read More...

ମିଡ଼ିଆ କ୍ଲବ ଗଠନ: ନୂତନ କର୍ମକର୍ତ୍ତା ଚୟନ, ଅରୁଣ ଷଡ଼ଙ୍ଗୀ ସଭାପତି ଓ ଗଗନ କୁମାର ପ୍ରଧାନ ଉପସଭାପତି…..

ଅନୁସନ୍ଧାନ ଭାରତ(ବ୍ୟୁର) ସ୍ଥାନୀୟ ବ୍ୟବସାୟ ସଂଘ ସଭାଗୃହ ଠାରେ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ ଉପସ୍ଥିତ ସଭ୍ୟଙ୍କ ନିଷ୍ପତି ଅନୁସାରେ ମିଡ଼ିଆ କ୍ଲବ ଜି.ଉଦୟଗିରି ନାମରେ ଏକ…
Read More...