ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିରେ ଆଜି ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି I ଘୁ.ଉଦୟଗିରି ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ହଠାତ ବୁଧବାର ଦିନ ପ୍ରଶାସନ ଦ୍ୱାରା ଚଢ଼ାଉ ହୋଇଛି I ବିଭିନ୍ନ ଦୋକାନରେ ଥିବା ଗୁଟଖା, ସିଗାରେଟ, ମୃଦୁ…
Read More...

ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ମହିଳାଙ୍କ ମୃତ୍ୟୁ ମାମଲା, କୁକୁଡ଼ା ଫାର୍ମ କେରଟେକର୍ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଗୋଲାପଡା ପଞ୍ଚାୟତର ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରୁ ଶନିବାର ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲାରେ ପୁଲିସ କୁକୁଡ଼ା ଫାର୍ମ କେରଟେକର୍ ଶଙ୍କର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନାଧିକାରୀ କୁମର…
Read More...

ମେଗା ପ୍ରକଳ୍ପର ଜଳ ସଦୁପଯୋଗ ନିମନ୍ତେ ଦାବୀ….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ମେଗା ପ୍ରକଳ୍ପର ଜଳ ସଦୁପଯୋଗ କରାଯିବ ନିମନ୍ତେ ଦାବି ହୋଇଛି । ଏହାକୁ ନେଇ ଚାଷୀମାନେ ଉପ ଜିଲ୍ଲାପାଳଙ୍କ ଉଦେଶରେ ଦାବିପତ୍ର ପ୍ରଦାନ କରିଛନ୍ତି । ଡେପୁଟି କଲେକ୍ଟର ମଧୁସୂଦନ…
Read More...

ନୂଆପଡାରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା, ଦେଶପ୍ରେମ ଧ୍ୱନିରେ ସହର ମୁଖରିତ…

ନୁଆପଡ଼ା(ବିରବଲ ପ୍ରଧାନ): ଏବେ ସମଗ୍ର ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହେଉଛି l ଆମ ରାଜ୍ୟରେ ମଧ୍ୟ ପ୍ରତି ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆଜି ନୂଆପଡା ସଦର ମହକୁମାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଶହସ୍ରାଧିକ ଛାତ୍ରଛାତ୍ରି,…
Read More...

ଖଡ଼ିଆଳ ଅଞ୍ଚଳରୁ ରୋହିଙ୍ଗାଙ୍କୁ ସ୍ଥାନାନ୍ତରିତ ପାଇଁ ଦାବି ପତ୍ର ପ୍ରଦାନ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତଥା ଆଖ ପାଖ ଅଞ୍ଚଳରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ତୁରନ୍ତ ସ୍ଥାନାନ୍ତରିତ କରିବାକୁ ହିନ୍ଦୁ ସମାଜ ପକ୍ଷରୁ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖଡ଼ିଆଳର ନାଇଡୁ ପ୍ୟାଲେସ,…
Read More...

ଗାଇବା ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀର ଛାତ ଢଲେଇ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ଉତ୍କଳ ବାପ୍ତିଷ୍ଟ ଚର୍ଚ୍ଚରେ ଆଜି ଛାତ ଢଲେଇ କାର୍ଯ୍ୟକ୍ରମ ଥିଲା l ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମିଳନିର କର୍ମକର୍ତ୍ତା କର୍ମକର୍ତ୍ତୀ ଗଣ ଏବଂ ଅନେକ ମଣ୍ଡଳୀର…
Read More...

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାର କୋମନା ବ୍ଲକ ସମତେ ଅନେକ ସ୍ଥାନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ ୧ନଂ ଜୋନ ର ବିଭିନ୍ନ ଗ୍ରାମରେ ଶତାଧିକ ବିଜେପି…
Read More...

ହିଞ୍ଜିଳିକାଟୁ ପୌର ପରିଷଦ ଓ ପଞ୍ଚାୟତ ସମିତି ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଯାତ୍ରା…

ହିଞ୍ଜିଳିକାଟୁ(ସଂସ୍କାର ପଟନାୟକ): ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ହିଞ୍ଜିଳିକାଟୁ ପୌର ପରିଷଦ ଓ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା…
Read More...

ଦାରିଙ୍ଗବାଡିରେ ଚେରୀ ବ୍ଲସମ ଚାରା ରୋପଣ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ପ୍ରଥମ ଥର ଲାଗି ଚେରୀ ବ୍ଲସମ ଚାରାକୁ ଆନୁଷ୍ଠାନିକ ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ରୋପଣ କରିଛନ୍ତି । ଏନେଇ ଗତ ଜୁଲାଇ ମାସ ୫ ତାରିଖରେ ଭୁବନେଶ୍ଵର ଠାରେ ଆୟୋଜିତ ମହୋତ୍ସବ କାର୍ଯ୍ୟକ୍ରମରେ ମାନ୍ୟବର…
Read More...

ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା : ତଦନ୍ତ ଆରମ୍ଭ

ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।…
Read More...