ବୋଡେ଼ନ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…

ନୂଆପଡା(ବିରବଲ ପ୍ରଧାନ): ବୋଡେ଼ନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ, ଏସପି ଓ…
Read More...

ନୂଆପଡାରୁ ପ୍ରବାସୀ ଶ୍ରମିକ ପ୍ରଥାର ମୁଳୋତ୍ପାଟନ ହେବ….

ନୂଆପଡା(ବିରବଲ ପ୍ରଧାନ): ବୋଡେ଼ନ ବ୍ଲକର ପ୍ରବାସୀ ଶ୍ରମିକ ପ୍ରବଣ ଅଞ୍ଚଳ ଲିଟିସର୍ଗି ପଞ୍ଚାୟତରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ସାଧାରଣ ସଭାରେ ଯୋଗଦେଇ ଶ୍ରମିକମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଛନ୍ତି l ଏହି ସଭାରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଅତିରିକ୍ତ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ:୧୪ ବର୍ଷ ଧରି ଭଞ୍ଜନଗରରେ କାଯ୍ୟ କରୁଥିଲେ, ବିଶାଳ କୋଠା ଓ ପ୍ଲଟ ଠାବ…

ଭଞ୍ଜନଗର(ନିଲୁ ବିଷୋୟୀ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକାକାଳୀନ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…
Read More...

କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ….

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ…
Read More...

ସୁଭଦ୍ରା ରଥ ସ୍ବାଗତ ପାଇଁ ଲୋକେ ରୁଣ୍ଡ, ହେଲେ ଗଡିପାରିଲାନି ରଥ…..

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତିବାସୀଙ୍କୁ ସୁଭଦ୍ରା ଯୋଜନାର ସଚେତନତା କରିବା ପାଇଁ ଗଜପତି ଜିଲ୍ଲାରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଏଇ କିଛିଦିନ ହେଲା ରଥ ବାହାରି କେତେକ ବ୍ଲକର ଗାଁ ଗାଁ ଓ ପଞ୍ଚାୟତ ବୁଲି ସାରିଲାଣି । ସମସ୍ତ…
Read More...

ମନ ମୋହୁଛି ଗୁଣପୁର ନୀଳାଦ୍ରି ବିହାର ଗଣେଶ ପୂଜା, ଜଗନ୍ନାଥ ସଂସ୍କୃତିରେ ଭାବ ବିହ୍ୱଳିତ ଭକ୍ତ…..

ଗୁଣପୁର(ସୁନିଲ୍ କୁମାର ସାବତ): ଆସିଛି ପାର୍ବଣ ଋତୁ l ପାର୍ବଣ ଆରମ୍ଭ ସହ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଧରାଗମନ ହୋଇଛି । ବିଘ୍ନରାଜଙ୍କ ପୂଜାରେ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ରାୟଗଡା ଜିଲ୍ଲା ଗୁଣପୁର ନୀଳାଦ୍ରି ବିହାର, ବଳରାମ ନଗରରେ ଚଳିତ ବର୍ଷ ଏକ ନୂଆ ଚିନ୍ତାଧାରା ଓ ଭାବ ଭକ୍ତି…
Read More...

ପାର୍ତ୍ତଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଆଜି ମଙ୍ଗଳବାର ଦିନ ଦଶଟା ବେଳେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଗଜପତି ଜିଲ୍ଲାପାଳ…
Read More...

ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ…

ଭଞ୍ଜନଗର(ନିଲୁ ବିଷୋୟୀ) : ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ…
Read More...

ଅଟୋ ଧକ୍କାରେ ଛାତ୍ରୀ ଗୁରୁତର…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନମହାବିଦ୍ୟାଳୟ  ନିକଟରେ  ମଙ୍ଗଳବାର ଏକ ଯାତ୍ରୀବାହୀ ଅଟୋ ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ…
Read More...

‘ଆଇନା’ ପକ୍ଷରୁ ଶ୍ରବଣ ଯନ୍ତ୍ର ବଣ୍ଟନ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ରହ୍ମାକୁମାରୀ ଶାନ୍ତିଶ୍ରୋତ ଭବନ ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଇନା’ ପକ୍ଷରୁ ଆମେରିକାର ସ୍ନେହା ଫାଉଣ୍ଡେସନ ଆନୁକୂଲ୍ୟରେ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ଏଥିରେ ବେଲଗୁଣ୍ଠା ଓ ଭଞ୍ଜନଗର ଶ୍ରବଣ ବାଧିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଶ୍ରବଣ…
Read More...