କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ବାର୍ଷିକ ମହୋତ୍ସବ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ପଞ୍ଜୀକୃତ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ବେହେରା ଅତିଥିମାନଙ୍କୁ…
Read More...

ପାରଳା ବିଧାୟକ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପାତିମୂଲ କଲୋନୀ ଠାରେ ପାରଳା ବିଧାୟକ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର…
Read More...

ମୁଜାଗଡ଼ରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ……

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାରେ ମଙ୍ଗଳ ମୂର୍ତ୍ତି ୟୁଥ କ୍ଲବ ପକ୍ଷରୁ ବେଶ ଆଡ଼ମ୍ବର ସହକାରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କର ପୂଜା ପାଳନ କରାଯାଉଛି । ଏହି ଅବସରରେ ଗୁରୁବାର ଭଞ୍ଜନଗରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ…
Read More...

ନର୍ଲା ଛିଟ କେଲ ଜଙ୍ଗଲରେ ମୃତ ହାତୀ ଠାବ….

ଭବାନୀପାଟଣା(ତୁଳମଣି ନାଗ): ରାଜ୍ୟରେ ହାତୀ ମୃତ୍ୟୁ ଦିନକୁ ଦିନ ବଢି ବାରେ ଲାଗିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ହାତୀ ମୃତ୍ୟୁକୁ ନେଇ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର ଓ ବନ ବିଭାଗ । କଳାହାଣ୍ଡି ଜିଲ୍ଲାର ନର୍ଲା…
Read More...

ପେଶାରେ ଶିକ୍ଷକ ହେଲେ ନିଶା ତାଙ୍କର ତାଳ ଗଛ ଲଗେଇବା…..

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ପୁରୁଣା ଆଳତୁମା ଗାଁର ଶିକ୍ଷକ ସନାତନ ପଟ୍ଟନାୟକ । ପେଶାରେ ଜଣେ ବିଜ୍ଞାନ ଶିକ୍ଷକ l ଆଳୁତୁମା ହାଇ ସ୍କୁଲରେ ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି କିନ୍ତୁ ନିଶା ତାଙ୍କର ତାଳ ଗଛ ଲଗେଇବା । ଗାଁର କିଛି…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡା ଜିଲ୍ଲା ଅନ୍ତର୍ଗତ କୋମନା ଥାନା ତରବୋଡ ଫାଣ୍ଡି ବେଲରଦନା ଗାଁ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଖଡ଼ିଆଳ ଥାନା ବରଗାଁ ପଞ୍ଚାୟତ ବେନ୍ଦ୍ରବାହାଲ ଗାଁର ରଞ୍ଜନ ଶବର । ଗତ କିଛିଦିନ ତଳେ ଖଡ଼ିଆଳ ଥାନା ବରଗାଁ…
Read More...

“ସ୍ଵଚ୍ଛତା ହିଁ ସେବା” ପକ୍ଷ ପାଳନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ନୂଆପଡା(ବିରବଲ ପ୍ରଧାନ): ଏବେ ସମଗ୍ର ଦେଶରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର  ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ସ୍ଵଚ୍ଛତା ହିଁ ସେବା ପକ୍ଷ  ପାଳନ କରାଯିବ l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ  ଗ୍ରାମ୍ୟ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଫଳତାର ସହିତ ପାଳନ କରିବା ପାଇଁ ସ୍ୱଚ୍ଛ…
Read More...

ସାଇବର କମାଣ୍ଡୋ ଟ୍ରେନିଙ୍ଗ ପାଇଁ ଓଡିଶାରୁ ୭ ପୁଲିସ ଅଫିସର ଯୋଗ୍ୟ ବିବେଚିତ, ଗଜପତି ଜିଲ୍ଲା ରାଉଦୟଗିରିରୁ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ ଫୋର ସି )ର ପ୍ରଥମ ବାର୍ଷିକ ସ୍ଥାପନା ମହୋତ୍ସବରେ ଯୋଗ ଦେଇ ସାଇବର କମାଣ୍ଡୋ ବିଂଗର ଲୋଗୋ ଉନ୍ମୋଚନ କରିଛନ୍ତି l ଏହି ଅବସରରେ ଦେଶର…
Read More...

ନୂଆପଡା ଜିଲ୍ଲାପାଳଙ୍କ ଅଚାନକ ମୋ ସେବା କେନ୍ଦ୍ର ପରିଦର୍ଶନ…

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ରମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ  ଆଜି ହଠାତ ଖରିଆରରୋଡ ଏନଏସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ…
Read More...

ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଅସହାୟ ବାଳକର ସ୍ବପ୍ନ ହେଲା ସାକାର…

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ଅନ୍ତ ଘଟାଇବା ପ୍ରୟାସରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗତକାଲି ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ସେଠାକାର ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରିଥିଲେ l…
Read More...