କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ୬ଜଣିଆ ଏଏସଆଇ ଟିମ୍‌‌…..

ପୁରୀ(ମାନସ କୁମାର ଦାସ): କୋଣାର୍କ ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସଆଇ ଟିମ୍‌‌ ଅନୁଧ୍ୟାନ କରୁଛନ୍ତି । ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍‌‌ ମନ୍ଦିର ପରିସରରେ ସ୍ଥିତି ଅନୁଧ୍ୟାନ ଜାରି ରଖିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ…
Read More...

କେନ୍ଦ୍ର ସମବାୟ ବ୍ୟାଙ୍କ ଲିର ୬୫ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ…

ଭବାନୀପାଟଣା(ତୁଲମଣୀ ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ‌ ଲି ର ସଭାପତି  ଗିରିଶ ଚନ୍ଦ୍ର ବେହେରାଙ୍କ  ସଭାପତିତ୍ବରେ  ୬୫ ତମ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ସମବାୟ ବ୍ୟାଙ୍କ ଲିର ସମସ୍ତ ନିର୍ଦ୍ଦେଶକ/ନିର୍ଦ୍ଦେଶିକା ଓ ୬୧ ସମବାୟ ସମିତି…
Read More...

ବିଶ୍ୱକର୍ମା ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଧର୍ମଗଡ଼ ବିଧାୟକ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡକେନ୍ଦୁଗୁଡା ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ପୂଜା ମଣ୍ଡପରେ ପ୍ରଭୁ ବିଶ୍ୱକର୍ମାଙ୍କ ଦୁଇ ଦିନାତ୍ମକ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନରେ ଏକ ଭବ୍ୟ କଳସଯାତ୍ରା ନଗର ପରିକ୍ରମା କରି ମଣ୍ଡପରେ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ, ବିତର୍କ ବନ୍ଦ କରି ରାଜ୍ୟର ଶିକ୍ଷା ସମସ୍ୟା ଦୂର କରିବା…

ଅନୁସନ୍ଧାନ ଭାରତ(ବ୍ୟୁର): ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ ବିତର୍କ ବନ୍ଦ କରି ତୁରନ୍ତ ତା’ର ଭିତ୍ତିଭୂମି ବିକାଶ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ…
Read More...

ଦୁର୍ଘଟଣାରେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ପୁଲିସର ତଦନ୍ତ ଜାରି….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ଶିଵ ମନ୍ଦିର ନିକଟରେ ବୁଧବାର ସକାଳେ ବାଇକ ଧକ୍କାରେ ମୋଟେର ପଞ୍ଚାୟତ ଜଳତାମୁଣ୍ଡା ଗ୍ରାମର ହଳଧର ପୁଝାରି (୫୬) ଗୁରୁତର ହେବାପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା…
Read More...

ମଦ କୋଠି ଭାଙ୍ଗିଲେ, ଗାଁରେ ମଦ ବନ୍ଦ ପାଇଁ ଥାନାରେ ଅଭିଯୋଗ କଲେ ମହିଳା ସଙ୍ଘ ଓ ଗ୍ରାମବାସୀ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ ବର୍ଷ ହେବ ଗାଁରେ ବେଆଇନ ଭାବେ  ଦେଶୀ ବିଦେଶୀ ମଦ କୋଠି ଖୋଲି ଗାଁର ପରିବେଶକୁ ନଷ୍ଟ କରିବା ସହ ଗାଁର ଯୁବକ, ଖଟିଖିଆ ଓ ଗରିବ…
Read More...

ଝିଞ୍ଜୀରିଗୁଡ଼ା ଓ କୁମ୍ଭାରୀଗାଁ ଗ୍ରାମରେ ମା ଭୈରବୀଙ୍କ କଣ୍ଟା ପିଡ଼ା ଅନୁଷ୍ଠିତ……

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର  ଝିଞ୍ଜୀରିଗୁଡ଼ା ଓ କୁମ୍ଭାରୀଗାଁ ଗ୍ରାମରେ ଇଷ୍ଟ ଦେବୀ ମା ଭୈରବୀଙ୍କ  ବାଲି  ଯାତ୍ରା ପର୍ବ  ଗ୍ରାମ୍ୟ ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝିଞିରିଗୁଡ଼ା ଗ୍ରାମର ମୁଖ୍ୟ ଯାନୀ ଭାବେ ଉମାଚରଣ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା  ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,…
Read More...

ଓଳମ୍ବାରେ ହିନ୍ଦୀ ଦିବସ ପାଳିତ…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଓଳମ୍ବା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ, କୋରା ପ୍ରସାଦ ମହାକୁଡ଼, ମନୋଜ କୁମାର ବିଶୋଇ…
Read More...

ବିରିବାଡି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ…

ଚିଲିକା(ସଂଗ୍ରାମ ରଣା):ଚିଲିକା ବ୍ଲକ୍ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ପରିସରରେ ଚିଲିକା ବ୍ଲକ୍ କ୍ରୀଡା ସଂଗଠନ ତରଫରୁ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ାକ୍ଟର ବିଭୂତି ଭୂଷଣ ହରିଚନ୍ଦନ ଏହାକୁ ଆନୁଷ୍ଠାନିକ…
Read More...